National & International

ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ

ଜେରୁଜେଲମ: ହମାସର ଗାଜା ମୁଖ୍ୟ ମହମ୍ମଦ ସିନଓ୍ବାରକୁ ନିପାତ କରିବା ପରେ ଇସ୍ରାଏଲୀ ସେନା ଆଉ ଏକ ବଡ଼ ସଫଳତା ହାସଲ କରିଛି। ଇସ୍ରାଏଲୀ ସେନା (ଆଇଡିଏଫ୍) ଲେବାନନରେ ଏକ ବିମାନ ଆକ୍ରମଣରେ ଜଣେ ଶୀର୍ଷ ହିଜବୁଲ୍ଲା କମାଣ୍ଡରଙ୍କୁ ହତ୍ୟା କରିଛି।…

ଆତଙ୍କବାଦୀ ଆକ୍ରମଣରେ ପ୍ରାଣହରାଇଥିବା ଶୁଭମଙ୍କ ସ୍ତ୍ରୀଙ୍କୁ ଭେଟିଲେ ମୋଦୀ

କାନପୁର: ଉତ୍ତରପ୍ରଦେଶର କାନପୁରର ବ୍ୟବସାୟୀ ଶୁଭମ୍ ଦ୍ବିବେଦୀ ନିକଟରେ ପରିବାର ସହ ଜମ୍ମୁ-କାଶ୍ମୀର ପହଲଗାମକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ସେଠାରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳି କରିବା ଆରମ୍ଭ କରି ଦେଇଥିଲେ। ଆତଙ୍କବାଦୀଙ୍କ ପ୍ରଥମ…

ଲାହୋରରେ ଦେଖାଦେଲା ପହଲଗାଓଁ ଆକ୍ରମଣର ଷଡ଼ଯନ୍ତ୍ରକାରୀ

ସାମ୍ନାକୁ ଆସିଛି ପହଲଗାଓଁ ଆକ୍ରମଣର ଷଡ଼ଯନ୍ତ୍ରକାରୀ ସଇଫୁଲ୍ଲା କସୁରୀ। ଲାହୋରରେ ଏକ ଶୋଭାଯାତ୍ରାରେ କସୁରୀ ଯୋଗଦେଇଥିବାବେଳେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ, ସୁରକ୍ଷାକର୍ମୀ, ଲଶ୍କର ଆତଙ୍କୀ ସଂଗଠନର କମାଣ୍ଡର ତା’କୁ ଘେରି ରହିଥିଲେ। ପହଲଗାଓଁ ଆକ୍ରମଣର ଅଭିଯୁକ୍ତ ହେବା ପରେ ସେମାନେ…

ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା -ସୁପ୍ରିମ ନିଷ୍ପତ୍ତି

ନୂଆଦିଲ୍ଲୀ : ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା । ନିଟ୍‌-ପିଜି ପରୀକ୍ଷାକୁ ନେଇ ଶୁକ୍ରବାର ସର୍ବୋଚ୍ଚନ୍ୟାୟାଳୟ ଏହି ବଡ ନିଷ୍ପତ୍ତି ନେଇଛନ୍ତି। ମାମଲାର ଶୁଣାଣି କରି ଏନବିଟିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨ଟି ସିଟିଂରେ ପରୀକ୍ଷା କରିବାକୁ…

ଅଡ଼ୁଆରେ ଅରଶଦ ଓ୍ବାରସି, ଠକେଇ ଅଭିଯୋଗରେ ସେବିର ବଡ଼ କାର୍ଯ୍ୟାନୁଷ୍ଠାନ

ମୁମ୍ବଇ: ଏକ ଗମ୍ଭୀର ଆର୍ଥିକ ଠକେଇ ମାମଲାରେ ଫସିଛନ୍ତି ବଲିଉଡ଼ ଅଭିନେତା ଅରଶଦ ଓ୍ବାରସି। ଷ୍ଟକ୍ ବଜାରରେ ହେରଫେର ଅଭିଯୋଗରେ ଅରଶଦ ଓ୍ବାରସି, ତାଙ୍କ ପତ୍ନୀ ମାରିଆ ଗୋରେଟ୍ଟୀ ଏବଂ ଅନ୍ୟ ୫୭ ଜଣଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି…

ଅପରେସନ ସିନ୍ଦୂରରେ ପୁଞ୍ଚରେ ପ୍ରାଣ ହରାଇଥିବା ପରିବାରକୁ ନିଯୁକ୍ତି ପତ୍ର ବାଣ୍ଟିଲେ ଅମିତ ଶାହ

ଜମ୍ମୁ-କାଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୁଞ୍ଚରେ ପହଞ୍ଚିବା ପରେ ଗୁଳିବର୍ଷାରେ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି । ଏଠାରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଅମିତ ଶାହ । ସେ କହିଛନ୍ତି ଯେ ପାକିସ୍ତାନ ନିରୀହ ଲୋକଙ୍କ ଉପରେ ଆକ୍ରମଣ…

ଅପରେସନ ସିନ୍ଦୂର ଶେଷ ହୋଇନାହିଁ ; ସେନା ଆତଙ୍କବାଦୀ ବିରୋଧରେ ଲଢ଼େଇକୁ ତିନିଟି ସୂତ୍ରରେ ବାଣ୍ଟିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର କାନପୁରଗସ୍ତରେ ଅଛନ୍ତି। ଶୁକ୍ରବାର ମୋଦୀ ସେଠାରେ ୪୭,୬୦୦କୋଟିର ୧୭ଟି ପରିଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏଥିରେ ରେଳବ୍ରିଜ, ଅଗ୍ନିଶମ କେନ୍ଦ୍ର ଓ ଟ୍ରିଟମେଣ୍ଟ ପ୍ଲାଣ୍ଟ ଭଳି ପରିଯୋଜନା ଅନ୍ତର୍ଭୁକ୍ତ ରହିଛି। ମୋଦୀ ନିଜ…

୨୦୨୪-୨୫ରେ ଧୀମା ହେଲା ଅର୍ଥନୈତିକ ଅଭିବୃଦ୍ଧି

ନୂଆଦିଲ୍ଲୀ: ମାର୍ଚ୍ଚ ୩୧, ୨୦୨୫ରେ ସମାପ୍ତ ୨୦୨୪-୨୫ ଆର୍ଥକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ଧୀମା ହୋଇଯାଇଛି । ଯାହାକି ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୯.୨ ପ୍ରତିଶତ ଥିଲା । ଗତ ୪ଟି ଆର୍ଥିକ ବର୍ଷରେ…

ଭାରତ, ରୁଷ ଓ ଚୀନ ଏକାଠି ହେବାର ସମୟ ଆସିଛି : ଲାଭରୋଭ୍

ମସ୍କୋ : ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ୍ ଏକ ବଡ଼ ବୟାନ ଦେଇ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ରୁଷ, ଭାରତ ଓ ଚୀନ (ଆରଆଇସି)ର ଶକ୍ତିକୁ ସକ୍ରିୟ କରିବା ସମୟ ଆସିଯାଇଛି ।…

ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା : ୩ ଦୋଷୀଙ୍କୁ ଆଜୀବନ ଜେଲ୍

କୋଟଦ୍ୱାର: ପ୍ରାୟ ଦୁଇ ବର୍ଷ ପରେ ଦେଶର ଏକ ସବୁଠାରୁ ଚର୍ଚ୍ଚିତ ହତ୍ୟାକାଣ୍ଡ- ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ଆଜି କୋର୍ଟଙ୍କ ରାୟ ଆସିଛି। କୋଟଦ୍ୱାରର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ମାମଲାର ଶୁଣାଣି କରି ଆଜି ଅର୍ଥାତ୍ ୩୦…