National & International

ପାକିସ୍ତାନ ପରେ ବାଂଲାଦେଶ ସୀମାରେ ବଡ଼ ହଲଚଲ, ସେନା ନେଲା ବଡ଼ ଆକ୍ସନ

ନୂଆଦିଲ୍ଲୀ,୮।୫: ଏପଟେ, ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ଏକ ବଡ଼ ଜବାବ ଦେଇଛି। ଅନ୍ୟପକ୍ଷରେ, ପାକିସ୍ତାନ ସହିତ ଡେଇଁପଡ଼ିଥିବା ବାଂଲାଦେଶକୁ ମଧ୍ୟ ଏକ ଛୋଟ ଇଞ୍ଜେକ୍ସନ ଦିଆଯାଇଛି। ପ୍ରକୃତରେ, ବୁଧବାର ଭାରତ ୧୨୩ ଜଣ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ଫେରାଇ ଦେଇଥିଲା।…

ପୁଲିସକର୍ମୀଙ୍କ ଛୁଟି ରଦ୍ଦ, ବନ୍ଦ ହେଲା ସ୍କୁଲ; ‘ଅପରେସନ ସିନ୍ଦୂର’ ପରେ ପଞ୍ଜାବ-ରାଜସ୍ଥାନରେ ହାଇଆଲର୍ଟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ କ୍ଷେପଣାସ୍ତ୍ର ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ସେବେଠାରୁ ହତାଶ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଗୁଳିମାଡ଼ କରିଚାଲିଛି। ଏହାକୁ ଦୃଷ୍ଟିରେ ରଖି,…

ପାକ୍‌ ଗୋଳାମାଡ଼ରେ ୪ ଶିଶୁଙ୍କ ସମେତ ୧୫ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପିଓକେରେ ‘ଅପ‌ରେସନ୍‌ ସିନ୍ଦୂର’ ସଫଳ ହେବାର କିଛି ସମୟ ପରେ ପାକିସ୍ତାନ ଏଲ୍‌ଓସି ଏବଂ ଅନ୍ତର୍ଜାତୀୟ ସୀମା ନିକଟରେ ଭାରତୀୟ ଅଞ୍ଚଳକୁ ଟା‌ର୍ଗେଟ୍‌ କରି ପ୍ରବଳ ଗୁଳିଗୋଳା ମାଡ଼ ଜାରି ରଖିଛି। ପାକିସ୍ତାନର ଗୁଳିଗୋଳା ମାଡ଼ରେ ପୁଞ୍ଚ ଏବଂ ତଙ୍ଗଧର…

ଅର୍ଦ୍ଧ ସାମରିକ ବାହିନୀ ଯବାନଙ୍କ ଛୁଟି ବାତିଲ, କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦେଶ ଦେଲେ ଗୃହ ମନ୍ତ୍ରୀ

ନୂଆଦିଳ୍ଳୀ : ଅର୍ଦ୍ଧ ସାମରିକ ବାହିନୀ ଯବାନଙ୍କ ଛୁଟି ବାତିଲ କରାଯାଇଛି। ଯଦି କିଛି ପରିସ୍ଥିତି ଉତ୍ପନ୍ନ ହୁଏ ସାମ୍ନା ପାଇଁ ଛୁଟି ବାତିଲ କରାଯାଇଛି ବୋଲି ଗୃହ ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ସିନ୍ଦୂର ଅପରେସନ୍ ଅନ୍ତର୍ଗତ ଭାରତର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ୟୁରୋପୀୟ ରାଷ୍ଟ୍ର ଗସ୍ତ ବାତିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ୟୁରୋପୀୟ ରାଷ୍ଟ୍ର ଗସ୍ତ ବାତିଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୋଏସିଆ, ନରୱେ ଓ ନେଦରଲ୍ୟାଣ୍ଡସ୍‌‌ ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ମେ’ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ୟୁରୋପୀୟ ରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ…

ସୀମାନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ ସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୈଠକ, ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦେଶକ ବି ସାମିଲ

ନୂଆଦିଲ୍ଲୀ: ସୀମାନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନସିଂ(ଭିସି) ଜରିଆରେ ଗୃହମନ୍ତ୍ରୀ ଅମିତ ଶାହ ସୀମାନ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ କରିଥିିଲେ। ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ତାନ, ଗୁଜରାଟ,…

ପାକିସ୍ତାନରେ କୌଣସି ଆତଙ୍କବାଦୀ ଶିବିର ନାହିଁ, ଆମେ ଆତଙ୍କବାଦୀଙ୍କ ବିରୋଧୀ: ପାକ୍ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଏୟାରଷ୍ଟ୍ରାଇକ୍ କରିଛି। ପହଲଗାମରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ‘ଅପରେସନ୍ ସିନ୍ଦୂର’ ଅଧୀନରେ ଏୟାରଷ୍ଟ୍ରାଇକ୍ କରିଛି ଭାରତ। ଏହା ପରେ ପାକିସ୍ତାନରେ ଆତଙ୍କ…

ଭାରତର ଆକ୍ରମଣରେ ଥରହର ପାକିସ୍ତାନ: ବଡ଼ ଧମକ ଦେଲେ ଶେହବାଜ ସରିଫ, ଡାକିଲେ ଜରୁରୀ ବୈଠକ

ଇସଲାମାବାଦ: ଭାରତୀୟ ବାୟୁସେନା ଗତକାଲି ବିଳମ୍ବିତ ରାତିରେ ‘ଅପରେସନ ସିନ୍ଦୂର’ ଅଧୀନରେ ପାକ୍ ଅଧିକୃତ କାଶ୍ମୀର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଛି। ମୁଜାଫରାବାଦ, କୋଟଲି, ଗୁଲପୁର, ବିମ୍ବର, ସିଆଲକୋଟ, ଚକ୍ ଅମ୍ରୁ, ମୁରିଦକେ ଏବଂ ବହାବଲପୁରରେ ଆତଙ୍କବାଦୀ ଲୁଚି…

ଆମେ ଜବାବ ଦେବୁ, କିନ୍ତୁ ସମୟ, ସ୍ଥାନ ଓ ଉପାୟ ଆମର ହେବ: ପାକ୍ ସେନା ମୁଖପାତ୍ର

ନୂଆଦିଲ୍ଲୀ: ଭାରତୀୟ ସେନା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ୯ଟି ଟାର୍ଗେଟ ଆକ୍ରମଣ କରି ପହଲଗାଓଁ ଆତଙ୍କୀ ହମ୍ଲାର ପ୍ରତିଶୋଧ ନେଇଛି। ଭାରତୀୟ ସେନା ଦ୍ବାରା ଅଧ ରାତିରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ରେ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୈବାର ଏକାଧିକ ଠିକଣା ଓ…

ବଢ଼ିଲା ସିବିଆଇ ନିର୍ଦେଶକ ପ୍ରବୀଣ ସୁଦ୍‌‌ଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ମନୋନୟନ କମିଟିର ସୁପାରିଶ ଆଧାରରେ କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କ କାର୍ଯ୍ୟକାଳ ୨୪ ମଇ ପରେ ଆଉ ଗୋଟିଏ ବର୍ଷ ପାଇଁ ବୃଦ୍ଧିକୁ ଅନୁମୋଦନ…