National & International

ହଠାତ ବନ୍ୟା ପରିସ୍ଥିତି ସୃଷ୍ଟି ହେବାପରେ ଭାରତକୁ ଦାୟୀ କଲା ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନକୁ ସବୁ ଦିଗରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ କରିବା ପରେ ପାଣି ପାଇଁ ପାକିସ୍ତାନ ହନ୍ତସନ୍ତ ହୋଇଯିବ ବୋଲି କୁହାଯାଉଛି। ଗତ…

କରାଚୀରେ ୧୪୪ ଧାରା ଜାରି: ଭାରତର ସମ୍ଭାବ୍ୟ ଆକ୍ରମଣ ପାଇଁ ପ୍ରସ୍ତୁତି

ଇସଲାମାବାଦ୍: ପହଲଗାମରେ ଆତଙ୍କବାଦୀ ଆକ୍ରମଣର ୫ଦିନ ପରେ ମଧ୍ୟ ପାକିସ୍ତାନ ଏକ ବଡ଼ ଆକ୍ରମଣର ଭୟ କରୁଛି। ଏହି ଭୟ ପାକିସ୍ତାନ ସରକାରଙ୍କ କାର୍ଯ୍ୟରେ ମଧ୍ୟ ଦୃଶ୍ୟମାନ ହେବାରେ ଲାଗିଛି। ଗୋଟିଏ ପଟେ ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରେ ଧାରା…

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ଫୁଟୁଛି, ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୨୧ତମ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ଦୁଃଖିତ। ଆତଙ୍କବାଦୀ ଆକ୍ରମଣର…

ଜମ୍ମୁ କାଶ୍ମୀର ସେନା ଟାର୍ଗେଟରେ ୧୪ ଜଣ ଆତଙ୍କବାଦୀ, ତାଲିକା ଜାରି କଲା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମିରରେ ୧୪ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ। ଗୁଇନ୍ଦା ତଥ୍ୟ ଆଧାରରେ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରକାଶ। ସମସ୍ତଙ୍କର ବୟସ ୨୦ରୁ୪୦ ବର୍ଷ ମଧ୍ୟରେ ସୂଚନା। ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଆତଙ୍କୀଙ୍କୁ ସହଯୋଗ କରୁଥିଲେ। ଲୁଚି ରହିଥିବାର ବ୍ୟବସ୍ଥା ସହ…

ନୀରପେକ୍ଷ ତଦନ୍ତ ପାଇଁ ପାକିସ୍ତାନର ପ୍ରସ୍ତାବ

ନୂଆଦିଲ୍ଲୀ : ପହଲଗାମ୍ ହମ୍‌ଲା ପରେ ଭାରତର ଆକ୍ସନ ନେଇ ଛାନିଆ ହେଲା ପାକିସ୍ତାନ । ନୀରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍। ଆରମ୍ଭ ରୁ ତୋଡ ଦେଖାଉଥିବା ପାକ୍ ଏବେ ନରମିଛି। ସିନ୍ଧୁ ଜଳଚୁକ୍ତି…

ପହଲଗାମ ଆକ୍ରମଣ: ଭାରତକୁ ୟୁଏନଏସସିର ସମର୍ଥନ

ନ୍ୟୁୟର୍କ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଦୃଢ଼ ନିନ୍ଦା କରିଛି। ଏହା ସହିତ, ସୁରକ୍ଷା ପରିଷଦ ଏହି ନିନ୍ଦନୀୟ ଆତଙ୍କବାଦ କାର୍ଯ୍ୟର ଦୋଷୀ ଏବଂ ସେମାନଙ୍କର ସହାୟକମାନଙ୍କୁ ଦାୟୀ କରି ନ୍ୟାୟ ପ୍ରଦାନ କରିବାର…

ପହଲଗାମ୍ ଆକ୍ରମଣକୁ ସହ୍ୟ କରାଯାଇପାରିବ ନାହିଁ: ଗାଙ୍ଗୁଲି

ମୁମ୍ବାଇ: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଏଥିରେ ୨୮ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପରେ, ସମଗ୍ର ଦେଶରେ ଶୋକ ଏବଂ କ୍ରୋଧର ପରିବେଶ ରହିଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ…

କପିରାଇଟ୍ ଉଲ୍ଲଂଘନ ପାଇଁ ଏଆର ରେହମାନ ଦେବେ ୨ କୋଟି ଟଙ୍କା: ଦିଲ୍ଲୀ ହାଇକୋର୍ଟ

ଜୁନିୟର ଡାଗର ବ୍ରଦର୍ସଙ୍କ ଶିବସ୍ତୁତିଙ୍କ ଶାସ୍ତ୍ରୀୟ ପରିବେଷଣକୁ ନେଇ କପିରାଇଟ୍ ମାମଲାରେ ୨ କୋଟି ଟଙ୍କା ଜମା କରିବାକୁ ଦିଲ୍ଲୀ ହାଇକୋର୍ଟ ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନ ଏବଂ ପୋନିୟିନ୍ ସେଲଭାନ-୨ର ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ରେ ଗାୟକ ଫୟାଜ ୱାସିଫୁଦ୍ଦିନ…

ଇରାନରେ ବଡ଼ ଧରଣର ବିସ୍ଫୋରଣ, ୪୦୦ରୁ ଊର୍ଦ୍ଧ୍ବ୍ୱର୍ ଆହତ

ତେହରାନ୍‌‌ : ଇରାନରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ୪୦୦ରୁ ଊର୍ଦ୍ଧ୍ବ୍ୱର୍ ଆହତ ହୋଇଛନ୍ତି। ଏକ ଅଏଲ କଣ୍ଟେନରରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଶନିବାର ରାଜଧାନୀ ତେହେରାନରୁ ୧,୦୦୦ କିଲୋମିଟର (୬୨୦ ମାଇଲ) ଦକ୍ଷିଣରେ…

ପାକିସ୍ତାନୀଙ୍କୁ ଖୋଜୁ ଖୋଜୁ ବାହାରିଲେ ୫୫୦ ବାଂଲାଦେଶୀ

ପାକିସ୍ତାନୀଙ୍କୁ ଖୋଜୁ ଖୋଜୁ ଧରାପଡ଼ିଲେ ବାଂଲାଦେଶୀ। ଜଣେ କି ଦୁଇଜଣ ନୁହନ୍ତି, ୫୫୦ରୁ ଅଧିକ ବାଂଲାଦେଶୀଙ୍କୁ ଚିହ୍ନଟ କଲା ପ୍ରଶାସନ। ଏହା ହେଉଛି ଗୁଜରାଟର ଅବସ୍ଥା। ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡ଼ି ପଳାଇବାକୁ ନିର୍ଦେଶ ଦିଆଯାଇଛି। ସ୍ଵରାଷ୍ଟ୍ର…