National & International

ଲେବାନନ୍‌ ଉପରେ ଇସ୍ରାଏଲର ଆକ୍ରମଣ, ୧୬ ମୃତ

ନୂଆଦିଲ୍ଲୀ: ଗୁରୁବାର-ଶୁକ୍ରବାର ରାତିରେ ଇସ୍ରାଏଲ ଦକ୍ଷିଣ ଲେବାନନ୍ ଉପରେ ଭୟଙ୍କର ଆକ୍ରମଣ କରିଛି । ଫଳରେ ଏହି ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଅନେକ ଆହତ ହୋଇଥିବା ସହ ଅନେକ ନିଖୋଜ ଥିବା ଜଣାପଡିଛି ।…

ଆମେରିକା-ଇରାନ ଚୁକ୍ତି ପରେ ଗୁଜୁରାଟରେ ପହଞ୍ଚିଲା ପ୍ରଥମ ଏଲଏନଜି ଟ୍ୟାଙ୍କର୍

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପ୍ରତି ସ୍ୱାକ୍ଷରିତ ଶାନ୍ତି ଚୁକ୍ତି ପରେ ଭାରତ ପାଇଁ ଶକ୍ତି କ୍ଷେତ୍ର ସହ ଜଡିତ ଭଲ ଖବର ଆସିଛି। ଭାରତର ପ୍ରଥମ ତରଳ ପ୍ରାକୃତିକ ଗ୍ୟାସ(LNG) ଟ୍ୟାଙ୍କର, ‘ଦିଶା’ ସଫଳତାର ସହ ହରମୁଜ୍ ପ୍ରଣାଳୀ…

ଟାଇମ୍ସ ସ୍କୋୟାରରେ ଗୁଳିକାଣ୍ଡ: ପର୍ଯ୍ୟଟକ ଆତଙ୍କିତ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଏବଂ ପର୍ଯ୍ୟଟନ ସ୍ଥଳୀ ଆମେରିକାର ନ୍ୟୁୟର୍କ ସ୍ଥିତ ଟାଇମ୍ସ ସ୍କୋୟାରରେ ଏକ ଭୟାବହ ଗୁଳିକାଣ୍ଡ ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ସାଧାରଣ ବଚସା ହଠାତ୍ ଉଗ୍ର ରୂପ ନେଇଥିଲା ଏବଂ କିଛି ଯୁବକ ସର୍ବସାଧାରଣରେ…

ବାଂଲାଦେଶରେ ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ ବନ୍ଦ ନେଇ ଶ୍ରଦ୍ଧାଳୁଙ୍କ ବିକ୍ଷୋଭ

ଢାକା: ବାଂଲାଦେଶର ଗାଏବାନ୍ଧା ଜିଲାରେ ମୌଳବାଦୀଙ୍କ ବିରୋଧ ଯୋଗୁଁ ଭଗବାନ ରାମଙ୍କ ସର୍ବବୃହତ ପ୍ରତିମୂର୍ତ୍ତି ନିର୍ମାଣ ବନ୍ଦ କରାଯାଇଛି। ଏହାକୁ ନେଇ ହିନ୍ଦୁମାନେ ପ୍ରତିବାଦ କରିଛନ୍ତି। ଢାକା ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଏହି ଘଟଣାର ପ୍ରତିବାଦ କରି ଏକ ମଶାଲ ରାଲି କରି…

୨ ବିଏସ୍‌ଏଫ୍‌ ଯବାନଙ୍କୁ ୪୨ ବର୍ଷ ଜେଲ୍‌ ଦଣ୍ଡ

ଆଇଜଲ: ମିଜୋରାମର ଏକ ଜିଲାକୋର୍ଟ ୯ ବର୍ଷ ପୁରୁଣା ଏକ ଗଣଦୁଷ୍କର୍ମ ମାମଲାରେ ୨ଜଣ ବିଏସ୍‌ଏଫ୍‌ ଯବାନଙ୍କୁ ୪୨ ବର୍ଷ କାରାଗାରରେ ରଖିବାକୁ ରାୟ ଶୁଣାଇଛନ୍ତି। କୋର୍ଟ ୨୦୧୭ ମସିହାରେ ଜଣେ ସ୍ଥାନୀୟ ମହିଳାଙ୍କ ସହିତ ଗଣଦୁଷ୍କର୍ମ ମାମଲାରେ ଏହି ରାୟ…

ଦିଲ୍ଲୀରୁ ୫ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ବୁଧବାର ଆଉ ୫ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଆତଙ୍କବାଦୀମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ସଞ୍ଚାଳକ ଶେହଜାଦ ଭଟ୍ଟି ସହିତ ଯୋଗାଯୋଗରେ ରହିଥିଲେ। ବୁଧବାର ଦିଲ୍ଲୀ ପୁଲିସ କହିଛି ଯେ ଏହି ଆତଙ୍କବାଦୀ…

ମମତାଙ୍କୁ ହାଇକୋର୍ଟରୁ ଝଟକା, ପଶ୍ଚିମବଙ୍ଗ ବିଧାନସଭାରେ ଋତବ୍ରତ ବାନାର୍ଜୀ ହେବେ ବିରୋଧୀ ଦଳ ନେତା

କୋଲକାତା : ପୁଣି ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି । ଟିଏମସିର ବିଦ୍ରୋହୀ ବିଧାୟକ ଋତବ୍ରତ ବାନାର୍ଜୀଙ୍କ ବିଧାନସଭାରେ ବିରୋଧୀ ଦଳ ନେତା ରହିବେ ବୋଲି କହିଛନ୍ତି କୋଲକତା ହାଇକୋର୍ଟ । ଏଠାରେ ବିଧାନସଭା ବାଚସ୍ପତି ରଥେନ୍ଦ୍ର ବୋଷଙ୍କ…

ଗଭୀର ଖାଇକୁ ଖସିଲା କାର୍, ୭ ମୃତ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ଚମ୍ବାରେ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ । ବିଳମ୍ବିତ ରାତି ୨ଟାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଏକ ଗାଡ଼ି ଅନିୟନ୍ତ୍ରିତ ହୋଇ ଗଭୀର ଖାଇକୁ ଖସିପଡିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,…

ଅନ୍ତ ହେଲା ଆମେରିକା-ଇରାନ ଯୁଦ୍ଧ, ଐତିହାସିକ ଚୁକ୍ତି ସ୍ବାକ୍ଷରିତ

ଆମେରିକା : ଯୁଦ୍ଧର ହେଲା ଅନ୍ତ । ଆମେରିକା-ଇରାନ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ। ଯୁଦ୍ଧ ଶେଷ କରିବା ପାଇଁ ଚୁକ୍ତି ସ୍ବାକ୍ଷର କଲେ ଉଭୟ ଦେଶ। ଚୁକ୍ତିନାମାରେ ସ୍ବାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପେଜେସ୍କିଆନ। ଫ୍ରାନ୍ସର ଭର୍ସାଇଲ୍ସଠାରେ…

ଖାଦ୍ୟ ବ୍ୟବସାୟୀଙ୍କ ପାଇଁ କଳଙ୍କୀ ଛୁରି ବ୍ୟବହାର ମନା, ନୂଆ ନିୟମ ଲାଗୁ କଲା FSSAI

ନୂଆଦିଲ୍ଲୀ : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଦେଶର ସମସ୍ତ ଫୁଡ ବିଜନେସ ଅପରେଟର୍ସଙ୍କୁ ନିର୍ଦ୍ଦେଶ ଦେଇଛି…