ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଲା ପନ୍ନୁ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ସିଂହଙ୍କୁ ହତ୍ୟା ଧମକ। ଖାଲିସ୍ତାନ ସମର୍ଥକ ତଥା ସିଖ୍‌ ଫର୍‌ ଜଷ୍ଟିସର ଆତଙ୍କବାଦୀ ଗୁରୁପାତବନ୍ତ ସିଂହ ପନ୍ନୁ ଏହି ହତ୍ୟା ଧମକ ଦେଇଛି। ଆସନ୍ତା ଜାନୁଆରୀ ୨୬ ତଥା ଗଣତନ୍ତ୍ର ଦିବସ ଅବସରରେ ଭାଗଓ୍ୱନ୍ତ ମାନଙ୍କ ଉପରେ…

କୃଷ୍ଣ ଜନ୍ମଭୂମି ମାମଲା: ମସଜିଦରେ ସର୍ଭେ ନିର୍ଦ୍ଦେଶକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଉତ୍ତର ପ୍ରଦେଶ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଉପରେ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶାଣାଣି କରିଛନ୍ତି। ସାହି ଇଦଗାହ ମସଜିଦରେ ସର୍ବେକ୍ଷଣ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ଜାନୁଆରୀ ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସର୍ଭେ ସ୍ଥଗିତ ରହିଛି। ମଥୁରାରରେ…

ପାଣିପାଗ ଖବର ପାଇଁ PMS ଆପ୍ ଲୋକାର୍ପିତ କଲେ ଉପ-ରାଷ୍ଟ୍ରପତି

ଭୁବନେଶ୍ୱର: ଏଣିକି ପ୍ରତି ପଞ୍ଚାୟତରେ ପାଣିପାଗର ତଥ୍ୟ ପହଞ୍ଚିବ । ଆଇଏମଡିର ମୋବାଇଲ ଆପ ଜରିଆରେ ଏହି ତଥ୍ୟ ପହଞ୍ଚାଯିବାର ବ୍ୟବସ୍ଥା କରାଯାଇଛି । ନିଜ ନିଜ ଭାଷାରେ ଚାଷୀ ଓ ସାଧାରଣ ଲୋକ ପାଇପାରିବେ ପାଣିପାଗ ଖବର । ଏନେଇ…

ଅହଂକାର ନୁହେଁ; ଏହି କାରଣରୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବେନି ୪ ଶଙ୍କରାଚାର୍ଯ୍ୟ

କୋଲକାତା: ଚାରିଆଡ଼େ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚର୍ଚ୍ଚା ହେଉଛି। ଏହି ସମାରୋହ କାର୍ଯ୍ୟକ୍ରମକୁ ନେଇ ବିରୋଧୀ ଦଳ ତୀବ୍ର ରାଜନୀତି କରୁଛନ୍ତି। ବିରୋଧୀ ଦଳଙ୍କ ଦାବି ମଧ୍ୟରେ ଚାରିଜଣ ଶଙ୍କରାଚାର୍ଯ୍ୟ ଅଯୋଧ୍ୟା ରାମ ମନ୍ଦିର ସମାରୋହ କାର୍ଯ୍ୟକ୍ରମକୁ ଯିବେନାହିଁ ବୋଲି…

ଆନ୍ଧ୍ର ପ୍ରଦେଶ କଂଗ୍ରେସ ସଭାପତି ପଦରୁ ରୁଦ୍ର ରାଜୁଙ୍କ ଇସ୍ତଫା, ଶର୍ମିଲାଙ୍କୁ ମିଳିବ ଦାୟିତ୍ୱ!

ଆନ୍ଧ୍ର ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଜି. ରୁଦ୍ର ରାଜୁ। ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି।  ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ୱାଇ.ଏସ୍ ଶର୍ମିଲାଙ୍କୁ ଏହି ପଦ ଦିଆ ଯାଇପାରେ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ପକ୍ଷରୁ ଖୁବ୍…

ଅମିତ ଶାହଙ୍କ ବଡ଼ ଭଉଣୀଙ୍କ ପରଲୋକ

କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ୱରୀବେନ୍ ଶାହଙ୍କର ଆଜି ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରାଜେଶ୍ୱରୀବେନ୍ ଅନେକ ଦିନ ହେଲାଣି ଅସୁସ୍ଥ ଥିଲେ। ମୁମ୍ବାଇରେ ତାଙ୍କ ଚିକିତ୍ସା…

ଆମେରିକାରେ ମିଳିଲା ୨ ଭାରତୀୟ ଛାତ୍ରଙ୍କ ମୃତଦେହ

ନୂଆଦିଲ୍ଲୀ: ନିକଟରେ ଆମେରିକା ଯାଇଥିବା ଦୁଇ ଜଣ ଭାରତୀୟ ଛାତ୍ରଙ୍କ ଆମେରିକାର କନେକ୍ଟିକଟ୍ ସ୍ଥିତ ବାସଭବନରୁ ମିଳିଛି। ଉଭୟ ଛାତ୍ର ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବାସିନ୍ଦା ଥିବା ଜଣାପଡ଼ିଛି । ସେମାନେ ହେଲେ ତେଲେଙ୍ଗାନାର ବନପାର୍ଥିର ଜି ଦିନେଶ (୨୨) ଓ…

ଉଦ୍‌ଘାଟନ ପୂର୍ବରୁ ରାମ ମନ୍ଦିର ବାହାରେ ହଙ୍ଗାମା, କଂଗ୍ରେସ ନେତାଙ୍କୁ ବିରୋଧ

ଅଯୋଧ୍ୟା ରାମ ମନ୍ଦିର ଆଉ ଦିନ କେଇଟା ପରେ ଉଦ୍‌ଘାଟନ ହେବ। ତେବେ ଉଦ୍‌ଘାଟନ ହେବା ପୂର୍ବରୁ ମନ୍ଦିର ବାହାରେ ଦେଖିବାକୁ ମିଳିଛି ହାଇ ଭୋଲଟେଜ ହଙ୍ଗାମା। କଂଗ୍ରେସ ନେତାଙ୍କୁ ଠେଲାପେଲା କରିଛନ୍ତି ଲୋକେ। କେବଳ ସେତିକି ନୁହେଁ ଦଳୀୟ ପତକାକୁ…

ବିଧାୟକଙ୍କ ଅଯୋଗ୍ୟତା ପ୍ରସଙ୍ଗ : ସୁପ୍ରିମକୋର୍ଟରେ ପହଞ୍ଚିଲା ଉଦ୍ଧବ ଗୋଷ୍ଠୀ

ମୁମ୍ବାଇ: କିଏ ଅସଲି ଶିବସେନା? ଏହି ପ୍ରଶ୍ନକୁ ନେଇ ଚାଲିଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏ ପ୍ରସଙ୍ଗରେ ମହାରାଷ୍ଟ୍ର ବାଚସ୍ପତି ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ମହାରାଷ୍ଟ୍ର ବିଧାନସଭା…

ଜଲିକଟ୍ଟୁ ବେଳେ ଅଘଟଣ, ୨ ପୁଲିସକର୍ମୀଙ୍କ ସମେତ ୪୫ ଆହତ

ବିବାଦୀୟ ଖେଳ ଜଲିକଟ୍ଟୁ ବେଳେ ଅଘଟଣ। ୨ ପୁଲିସ କର୍ମୀଙ୍କ ସମେତ ଆହତ ହେଲେ ୪୫ ଲୋକ। ତାମିଲନାଡୁର ଅବନିୟାପୁରରେ ଘଟିଛି ଏଭଳି କିଛି ଘଟଣା। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାମିଲନାଡୁରେ ଏବେ ପୋଙ୍ଗଲ ଉତ୍ସବ ପାଳନ କରାଯାଉଛି।…