ହମାସକୁ ସଂପୂର୍ଣ୍ଣ ରୂପେ ବିନାଶ ନକଲା ପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ଶେଷ ହେବ ନାହିଁ: ନେତନ୍ୟାହୁ

ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଘୋଷଣା କରିଛନ୍ତି ଯେ ଯେପର୍ଯ୍ୟନ୍ତ ଇସ୍ରାଏଲ ତା’ର ସମସ୍ତ ଲକ୍ଷ୍ୟ ହାସଲ ନ କରିଛି, ସେ ପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ସମାପ୍ତ ହେବ ନାହିଁ। ବିଶେଷ କରି, ହମାସକୁ ଯେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ରୂବେ ବିନାଶ…

ଦିଲ୍ଲୀରେ ଆସନ୍ତା ୫ ଦିନ ସ୍କୁଲ୍ ଛୁଟି

ଦିଲ୍ଲୀରେ ଆଗାମୀ ୫ ଦିନ ଯାଏ ସ୍କୁଲ୍‌ ଛୁଟି ରହିବ। ୫ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରଙ୍କ ପାଇଁ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ସରକାର। ପ୍ରବଳ ଶୀତ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିବା ଆଜି ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶି କହିଛନ୍ତି। ସେ…

ଉତ୍ତରାଖଣ୍ଡରେ ୧୬ ବର୍ଷରେ ବାଘ ସଂଖ୍ୟାରେ ୩୧୪% ବୃଦ୍ଧି

ଗତ ୧୬ ବର୍ଷରେ ଉତ୍ତରାଖଣ୍ଡରେ ବାଘଙ୍କ ସଂଖ୍ୟାରେ ୩୧୪% ବୃଦ୍ଧି ଘଟିଛି। ୨୦୦୬ରୁ ୨୦୨୨ ମଧ୍ୟରେ ରାଜ୍ୟରେ ବାଘଙ୍କ ସଂଖ୍ୟାରେ ଏହି ବୃଦ୍ଧି ଘଟିଛି। ଶନିବାର ଉତ୍ତରାଖଣ୍ଡର ଚିଫ୍ ୱାଇଲ୍‌ଡ ଲାଇଫ୍ ୱାର୍ଡେନ୍‌ ସମୀର ସିହ୍ନା ଏହି ସୂଚନା ଦେଇଛନ୍ତି। ଶ୍ରୀ…

ଉତ୍ତର ଭାରତରେ ପ୍ରବଳ ଶୀତ ଜାରି

ଉତ୍ତର ଭାରତର ଅନେକ ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। ସେହିପରି କେନ୍ଦ୍ରୀୟ ଭାରତର କିଛି ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ପ୍ରବଳ ଶୀତ ହେଉଥିବା ବେଳେ ଆହୁରି ଦୁଇ ତିନି…

୨୦୨୪ ହେବାକୁ ଯାଉଛି ବିଶ୍ୱର ନିର୍ବାଚନ ବର୍ଷ, ୬୦ ଦେଶରେ ୨୦୦ କୋଟି ଭୋଟର ବାଛିବେ ସରକାର

ନୂଆଦିଲ୍ଲୀ : ସାରା ପୃଥିବୀରେ ୨୦୨୪ ହେବାକୁ ଯାଉଛି ନିର୍ବାଚନର ବର୍ଷ। କାରଣ ଚଳିତ ବର୍ଷ ବିଶ୍ୱର ପ୍ରାୟ ଅଧିକାଂଶ ଦେଶରେ ହେବ ନିର୍ବାଚନ। ସଂକ୍ଷେପରେ କହିବାକୁ ଗଲେ ବିଶ୍ୱ ଜନସଂଖ୍ୟାର ଅଧା ଭାଗ ଲୋକ ଏହି ବର୍ଷ ଭୋଟ୍ ଦେଇ…

ମହାଦେବ ବେଟିଂ ଆପ୍‌: ଚାର୍ଜସିଟ୍‌ରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ

ନୂଆଦିଲ୍ଲୀ : ମହାଦେବ ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ଫସିଲେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାରି କରିଥିବା ଚାର୍ଜସିଟ୍‌ରେ ତାଙ୍କ ନାଁ ରହିଛି। ଏହାକୁ ନେଇ ତାଙ୍କ ଅଡୁଆ ବଢ଼ିପାରେ ବୋଲି କୁହାଯାଉଛି। ଚାର୍ଜସିଟରେ ନାଁ…

ମାତ୍ର ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ କଲେ ଡେବ୍ୟୁ କଲେ ବୈଭବ

ପାଟନା : କ୍ରିକେଟ ଜଗତର ବହୁ କିମ୍ବଦନ୍ତୀ ଖେଳାଳିଙ୍କୁ ପଛରେ ପକାଇ ଇତିହାସ ସୃଷ୍ଟି କରିଛନ୍ତି ବିହାରର ବୈଭବ ସୂର୍ଯ୍ୟବଂଶୀ। ସେ ମାତ୍ର ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ ଡେବ୍ୟୁ କରି ଚର୍ଚ୍ଚାରେ ଅଛନ୍ତି। ଏହି ସଫଳତା ସହ ସେ…

ଅଯୋଧ୍ୟାର ଭବ୍ୟ ମନ୍ଦିରରେ ପୂଜା ପାଇବେ କଳା ରଙ୍ଗର ପଥରରେ ତିଆରି ରାମ ଲଲା

ଅଯୋଧ୍ୟା : ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ ପ୍ରତିଦିନ ଆସୁଛି କିଛି କିଛି ରୋଚକ ତଥ୍ୟ। ଆଜି ରାମ ଲଲାଙ୍କ ମୂର୍ତ୍ତିକୁ ନେଇ ଆସିଛି ଏକ ତଥ୍ୟ। ରାମ ଲଲାଙ୍କର ୫ ବର୍ଷର ଶିଶୁ…

ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ବାଂଲାଦେଶ ଫେରାର ଉଦ୍ୟମରେ ଅଛନ୍ତି ଟିଏମସି ନେତା ଶାହାଜାହାନ ଶେଖ, ଲୁକ ଆଉଟ ନୋଟିସ ଜାରି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଣେ ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଛି । ଏହା ମଧ୍ୟ ଜଣାପଡିଛି ଯେ ଇଡି ଚଢ଼ାଉ ସମୟରେ ଶାହାଜାହାନ ଶେଖ ତାଙ୍କ ଘରେ ଥିଲେ ଏବଂ ଇଡି ଅଧିକାରୀଙ୍କ ଉପରେ…

ଗୁଗଲ କ୍ରୋମ୍ ରେ ୱେବସାଇଟ୍ ବ୍ରାଉଜ କରୁଥିବା ୟୁଜର୍ସଙ୍କ ଡାଟାକୁ କେହି ଟ୍ରାକ୍ କରିପାରିବେ ନାହିଁ

ନୂଆଦିଲ୍ଲୀ: ନୂଆ ବର୍ଷ ଅର୍ଥାତ୍ ୨୦୨୪ ପରେ ଗୁଗୁଲ୍ ନିଜର ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ଏକ ନୂଆ ଉପହାର ଦେଇଛି। ଏବେ ଗୁଗଲର କ୍ରୋମ୍ ରେ ୱେବସାଇଟ୍ ବ୍ରାଉଜ କରୁଥିବା ୟୁଜର୍ସଙ୍କ ଡାଟାକୁ କେହି ଟ୍ରାକ୍ କରିପାରିବେ ନାହିଁ। ଯେତେବେଳେ ବି…