ହେମନ୍ତ ସୋରେନଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ କି? ବିଜେପି ସାଂସଦଙ୍କ ବଡ ବୟାନ

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ବିଧାନସଭାରୁ ଇସ୍ତଫା ଦେବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ ହେମନ୍ତ ସୋରେନ ଖୁବଶୀଘ୍ର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ…

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର। ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୧୯୬୭) ଅନୁଯାୟୀ ସରକାର ତାକୁ ଆତଙ୍କବାଦୀ ଘୋଷଣା କରିଥିବା ଜଣାପଡ଼ିଛି। ଗୃହ ମନ୍ତ୍ରାଳୟ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ନିଷିଦ୍ଧ…

ସୁନାମୀ ଯୋଗୁଁ ଜାପାନର ପରମାଣୁ କେନ୍ଦ୍ରକୁ ନେଇ ଚିନ୍ତା

ନୂଆଦିଲ୍ଲୀ: ଜାପାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୁରନ୍ତ ପରେ ସୁନାମି ଆସିଥିଲା, ଯାହା ଫଳରେ ସହର ଭିତରକୁ ପାଣି ପଶିଯାଇଛି। ଏହି ଘଟଣା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଲହରର ଉଚ୍ଚତା ୧.୩ ଫୁଟ ପର୍ଯ୍ୟନ୍ତ ରହିଛି।…

ପରମାଣୁ ପ୍ରତିଷ୍ଠାନର ତାଲିକା ବିନିମୟ କଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ତିନି ଦଶନ୍ଧିରୁ ଅଧିକ ସମୟ ଧରି ଚାଲି ଆସିଥିବା ଏକ ଦ୍ୱିପାକ୍ଷିକ ଚୁକ୍ତି ଅନୁଯାୟୀ ଭାରତ ଏବଂ ପାକିସ୍ତାନ ସୋମବାର ସେମାନଙ୍କର ପରମାଣୁ ପ୍ରତିଷ୍ଠାନର ଏକ ତାଲିକା ଆଦାନ ପ୍ରଦାନ କରିଛନ୍ତି; ଯେଉଁଥିରେ ଉଭୟ ପକ୍ଷ ପରସ୍ପରର ପରମାଣୁ ପ୍ରତିଷ୍ଠାନ…

ନୂଆବର୍ଷ ପାର୍ଟି ସାରି ଫେରୁଥିବା ବେଳେ ଅଘଟଣ, ୬ ମୃତ

ରାଞ୍ଚି : ନୂଆବର୍ଷରେ ଘଟିଲା ଅଘଟଣ। ନ୍ୟୁ-ଇୟର୍‌ ପାଟ ସାରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା କାର୍‌। ଡିଭାଇଡର୍‌ରେ ପିଟି ହୋଇ ଚାଲିଗଲା ୬ ଜଣଙ୍କ ଜୀବନ। ଝାଡ଼ଖଣ୍ଡର ଜାମଶେଦପୁରରେ ଘଟିଛି ଏଭଳି କିଛି ଦୁର୍ଘଟଣା। ସୂଚନା ମୁତାବକ, ଜାମଶେଦପୁରର ବିଷ୍ଣୁପୁର…

କେନାଲ ନିକଟରୁ ମିଳିଲା ଅର୍ଜୁନ ପୁରଷ୍କାର ପ୍ରାପ୍ତ ଓ୍ୱେଟ୍‌ଲିଫ୍ଟରଙ୍କ ମୃତଦେହ

ନୂଆଦିଲ୍ଲୀ : କେନାଲ ନିକଟରୁ ମିଳିଲା ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ମୃତଦେହ। ସନ୍ଦିଗ୍ଧ ଅବସ୍ଥାରେ ୫୪ ବର୍ଷୀୟ ଡେପୁଟି ସୁପରିଟେଣ୍ତେଣ୍ଟ ଅଫ୍ ପୁଲିସ ଦଲବୀର ସିଂହ ଦେଓଲଙ୍କ ମୃତଦେହ ମିଳିଛି। ଦଳବୀର ସିଂହ ଜଣେ ଜଣାଶୁଣା ଓ୍ୱେଟ୍‌ଲିଫ୍ଟର୍‌ ମଧ୍ୟ ଥିଲେ।…

ବିଚ୍‌ ରାସ୍ତାରେ ଦଳିତ ମହିଳାଙ୍କୁ ପିଟିଲା ପୁଲିସ, ଭିଡିଓ ଭାଇରାଲ

ପାଟନା : ରକ୍ଷକ ସାଜିଲା ଆକ୍ରମଣକାରୀ। ଦାଦାଗିରି ଦେଖାଇଲା ପୁଲିସ। ବର୍ବରତାର ସବୁ ସୀମା ଟପିଲା। ବିଚ୍‌ ରାସ୍ତାରେ ଦଳିତ ମହିଳାଙ୍କୁ ପିଟିଲା। ବିହାରର ସୀତାମଢ଼ି ଅଞ୍ଚଳରେ ସର୍ବସମ୍ମୁଖରେ ଜଣେ ଦଳିତ ମହିଳାଙ୍କୁ ଜଣେ ପୁଲିସ କର୍ମଚାରୀ ମାଡ଼ ମାରିଛନ୍ତି। ଏହି…

ଶକ୍ତିଶାଳୀ ଭୂକମ୍ପ ପରେ ସୁନାମି, ଲୋକେ ଭୟଭୀତ

ଟୋକିଓ : ନୂଆବର୍ଷରେ ଭୟଙ୍କର ଭୂମିକମ୍ପ ଝଟ୍‌କାରେ ଦୋହଲିଲା ଜାପାନ। ୭.୫ ତିବ୍ରତାର ଭୂମିକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ଏହାରି ଭିତରେ ଜାପାନର ଉପକୂଳ ଅଞ୍ଚଳରେ ୫ ଫୁଟ ଉଚ୍ଛତାର ସୁନାମି ଲହଡି ମାଡ଼ ହୋଇଛି। ଏହାକୁ ନେଇ…

ଆମେରିକା, କାନାଡା ଓ ଲଣ୍ଡନରେ ଭାରତୀୟ ଦୂତାବାସ ଉପରକୁ ଆକ୍ରମଣ କରିଥିବା ୪୩ସନ୍ଦିଗ୍ଧଙ୍କୁ ଚିହ୍ନଟ

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ଏବଂ ଜୁଲାଇ ମାସରେ ଆମେରିକା, ଲଣ୍ଡନ ଏବଂ କାନାଡାରେ ଭାରତୀୟ ଦୂତାବାସକୁ ଟାର୍ଗେଟ କରାଯାଇଥିଲା। ଅନୁସନ୍ଧାନକାରୀ ସଂସ୍ଥା ଏନ୍ଆଇଏ ଏପର୍ଯ୍ୟନ୍ତ ଏହି ମାମଲାରେ ୪୩ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ଏହି ଘଟଣାକୁ ନେଇ ଗୃହ ମନ୍ତ୍ରାଳୟର…

ଠକେଇର ନୂଆ ଫର୍ମୁଲା, ଗର୍ଭବତୀ କରାଇଲେ ମିଳିବ ୧୩ ଲକ୍ଷ ଟଙ୍କା

ସାଇବର ଠକେଇ କଥା ପ୍ରାୟ ସମସ୍ତେ ଜାଣିଥିବେ। କିନ୍ତୁ ଏବେ ସାମ୍ନାକୁ ଆସିଛି ଠକେଇର ଏକ ନୂଆ ଫର୍ମୁଲା। ଯୁବକମାନଙ୍କୁ ଫସାଇବା ପାଇଁ ସାଇବର ଠକମାନେ ଆପଣାଇଛନ୍ତି ନୂଆ ଫଣ୍ଡା। ମହିଳାଙ୍କୁ ଗର୍ଭବତୀ କରାଇବାକୁ ଯୁବକଙ୍କୁ ଲକ୍ଷ ଲକ୍ଷ ଟଙ୍କାର କରୁଥିଲେ…