ଦୀର୍ଘ ୬୩ ବର୍ଷ ପରେ ଗୁଜରାଟର ଏକ ସହରରେ ମଦକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ଦୀର୍ଘ ୬୩ ବର୍ଷ ପରେ ଗୁଜରାଟର ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟି (GIFT)ରେ ଆଲକୋହଲକୁ ମିଳିଲା ଅନୁମତି। ୧୯୬୦ ମସିହାରୁ ଗିଫ୍ଟ ସହର ପ୍ରତିଷ୍ଠା ହେବା ପରଠୁ ଏଠାରେ ମାଦକଦ୍ରବ୍ୟ ବ୍ୟାନ୍ ହୋଇଥିଲା, ଯାହା ଏବେ ପ୍ରତ୍ୟାହାର କରାଯାଇଛି।…

ଦିନକରେ ୭୫୨ କୋଭିଡ ସଂକ୍ରମିତ ଚିହ୍ନଟ, ୪ ମୃତ

ନୂଆଦିଲ୍ଲୀ : ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦେଶରେ ଗୋଟିଏ ଦିନରେ ୭୫୨ କୋଭିଡ ମାମଲା ଚିହ୍ନଟ ହୋଇଛି, ଯାହା ମେ' ୨୧ ପରଠାରୁ ଅର୍ଥାତ୍ ସାତ ମାସ ମଧ୍ୟରେ ସର୍ବାଧିକ। ଏଥିସହ ଚାରି ଜଣ ସଂକ୍ରମିତଙ୍କ ମୃତ୍ୟୁ…

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌.ଏମ୍‌ ରାଜେନ୍ଦ୍ରନ୍‌ଙ୍କ ପରଲୋକ

ଚେନ୍ନାଇ : ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌.ଏମ୍‌ ରାଜେନ୍ଦ୍ରନ୍‌ଙ୍କର ଆଜି ପରଲୋକ ହୋଇଯାଇଛି।  ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ୧୯୯୯ ମହାବାତ୍ୟା ପରେ ସେ ଓଡ଼ିଶାର ରାଜ୍ୟପାଳ ଭାବେ…

ଲକ୍ଷ୍ୟରେ ରଖ ୫୦% ଭୋଟ୍‌: ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଆଉମାତ୍ର କେଇ ମାସ ବାକି ଥିବାବେଳେ ଦଳ ପାଇଁ ୫୦% ଭୋଟ୍‌ ସଂଗ୍ରହ ଲକ୍ଷ୍ୟରେ ରଖିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଏକ ରୁଦ୍ଧଦ୍ୱାର ବୈଠକରେ ଉଦବୋଧନ…

ସଞ୍ଜୟ ସିଂ WFI ଅଧ୍ୟକ୍ଷ ହେବାକୁ ନେଇ ଭାଙ୍ଗିପଡ଼ିଲେ ଭିନେଶ ଫୋଗାଟ, କ୍ୟାମେରା ସାମ୍ନାରେ କାନ୍ଦିଲେ

ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ସହଯୋଗୀ ସଞ୍ଜୟ ସିଂ ଡବ୍ଲୁଏଫ୍ଆଇ ନିର୍ବାଚନ ଜିତିବା ପରେ ବିବାଦ ଆହୁରି ବଢ଼ିଛି। ସାକ୍ଷୀ ମଲିକଙ୍କ ପରେ ଏବେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଶୁକ୍ରବାର କ୍ୟାମେରା ସାମ୍ନାରେ କାନ୍ଦି ପକାଇଛନ୍ତି।…

ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ଯାତ୍ରା ପାର୍ଟ-୨

ନୂଆଦିଲ୍ଲୀ : ଖୁବଶୀଘ୍ର ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ଯାତ୍ରା ପାର୍ଟ ଟୁ ଆରମ୍ଭ କରିବେ । ଏଥର ପୂର୍ବରୁ ପଶ୍ଚିମ ଭାରତ ଯାଏ ପଦଯାତ୍ରା କରିବେ ରାହୁଲ ଗାନ୍ଧି । ଏନେଇ ସଙ୍କେତ ଦେଇଛନ୍ତି କଂଗ୍ରେସ ନେତା କେ. ସି…

୧୪୬ ସାଂସଦଙ୍କ ନିଲମ୍ବନକୁ ବିରୋଧ, ଯନ୍ତର ମନ୍ତରରେ ‘INDIA’ ମେଣ୍ଟର ବିକ୍ଷୋଭ ପ୍ରଦର୍ଶନ

୧୪୬ ସାଂସଦଙ୍କ ନିଲମ୍ବନ ମାମଲାରେ ବିରୋଧୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗୁରୁବାର ଏଠାରେ ବିରୋଧୀ ସାଂସଦମାନେ ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ ଏବଂ ଆଜି ‘ଇଣ୍ଡିଆ’ ମେଣ୍ଟର ନେତୃତ୍ୱରେ ଯନ୍ତର ମନ୍ତରଠାରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏଠାରେ ମଞ୍ଚ ଉପରେ…

କାୟା ବିସ୍ତାର କରୁଛି ନୂଆ ସବ ଭାରିଆଣ୍ଟ JN.1 ମାମଲା: ଗତ ୨୪ ଘଣ୍ଟାରେ ଦେଶରେ ୩୨୮ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ। ଗତ କିଛି ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ କାୟା ବିସ୍ତାର କରୁଛି ନୂଆ ସବ ଭାରିଆଣ୍ଟ JN.1 ମାମଲା। ଗତ ୨୪ ଘଣ୍ଟାରେ ଦେଶରେ ୩୨୮ ନୂଆ ମାମଲା ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ…

ପ୍ରାଗର ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିଚାଳନା; ୧୪ ମୃତ, ୨୫ ଆହତ

ଚେକ ରାଜଧାନୀ ପ୍ରାଗର ଏକ ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିଚାଳନା। ଏଥିରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଗତକାଲି ଅପରାହ୍ନରେ ଆକ୍ରମଣ ଘଟିଥିବା ଚେକ ପୁଲିସ୍ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚେକ ପୁଲିସ…

‘ପଦ୍ମଶ୍ରୀ’ ଫେରାଇଲେ ପୁନିଆ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବା ଭଳି ଗମ୍ଭୀର ଅଭିଯୋଗରେ ଅଭିଯୁକ୍ତ କୁସ୍ତି ମହାସଂଘର ବିଦାୟୀ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘର ସଭାପତି ନିର୍ବାଚିତ ହେବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରି…