National & International

ଦିଲ୍ଲୀ ବିବେକ ବିହାରରେ ଭୟଙ୍କର ଅଗ୍ନିକାଣ୍ଡ, ୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ:ଦିଲ୍ଲୀର ବିବେକ ବିହାରର ଏକ ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ ଟା ୪୭ ମିନିଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇ…

ଗୁରୁଗ୍ରାମରେ ଅନୁଷ୍ଠିତ ହେବ ଅଷ୍ଟମ ରଜ ମହୋତ୍ସବ, ଆରମ୍ଭ ହୋଇଛି ପ୍ରସ୍ତୁତି

ନୂଆଦିଲ୍ଲୀ: ରବିବାର, ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କଳିଙ୍ଗ ଭାରତୀ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ମହାସମାରୋହ, ଆଗାମୀ ଜୁନ ୧୩ ଓ ୧୪ ତାରିଖ ଦୁଇଦିନ ଧରି ସନ୍ଧ୍ୟା ୫ ରୁ ରାତି ୧୦…

ଆସନ୍ତା ୨୫ ଓ ୨୬ରେ ଦେଶବ୍ୟାପୀ ଧର୍ମଘଟ, ୫ ଦଫା ଦାବି ନେଇ AISBISF ପକ୍ଷରୁ ବନ୍ଦ ଡାକରା

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା । ବିଭିନ୍ନ ଦାବି ପୂରଣ ନେଇ ‘ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନ୍’ ବା AISBISF ପକ୍ଷରୁ ଚଳିତ ମାସ ୨୫ ଏବଂ ୨୬…

ସ୍ତ୍ରୀ ଓ ୪ ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ସାଲୁନ କର୍ମଚାରୀ

ଗୁରୁଗ୍ରାମ: ଗୁରୁଗ୍ରାମରେ ପାରିବାରିକ ବିବାଦ ଯୋଗୁଁ ଅକାଳରେ ଚାଲି ଯାଇଛି ୫ ଜୀବନ। ୩୯ ବର୍ଷୀୟ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ୪ ପିଲାଙ୍କୁ ବିଷ ଦେଇ ହତ୍ୟା କରିବା ପରେ ଛୁରିରେ କଚଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…

ପୁଣେରେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା: ଅଭିଯୁକ୍ତ ଗିରଫ

ପୁଣେ: ମହାରାଷ୍ଟ୍ର ପୁଣେରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ଅତି ନୃଶଂସଭାବେ ଦୁଷ୍କର୍ମ ଓ ହତ୍ୟା କରାଯିବା ପରି ଅତିସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି। ଦୁଷ୍କର୍ମ ଅଭିଯୁକ୍ତ ୬୫ ବର୍ଷୀୟ ଦିନ ମଜୁରିଆ ଭୀମରାଓ କାମ୍ବଲେକୁ ଗିରଫ କରାଯାଇଛି। ଏହି ଘଟଣାକୁ…

ଯୁଦ୍ଧ ପାଇଁ ବନ୍ଦ ହେଲା ଆମେରିକାର ସବୁଠାରୁ ଶସ୍ତା ସ୍ପିରିଟ୍ ଏୟାରଲାଇନ୍ସ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ସଂଘର୍ଷ ମଧ୍ୟରେ ବୃଦ୍ଧି ପାଉଥିବା ଆର୍ଥିକ ଅସୁବିଧା ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ଆମେରିକାର ସବୁଠାରୁ ଶସ୍ତା ବିମାନ ସେବା ସ୍ପିରିଟ୍ ଏୟାରଲାଇନ୍ସ ତୁରନ୍ତ କାର୍ଯ୍ୟ ବନ୍ଦ କରିଛି ବୋଲି ଶନିବାର ଘୋଷଣା କରିଛି। ଏନେଇ…

ପଶ୍ଚିମବଙ୍ଗରେ ଭୋଟ ଗଣତି ପାଇଁ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷକ ଓ ୭୭ ପୁଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭୋଟ ଗଣନା ପୂର୍ବରୁ ନିର୍ବାଚନ ଆୟୋଗ ଶନିବାର ରାଜ୍ୟରେ ଅତିରିକ୍ତ ୧୬୫ ଜଣ ଗଣନା ପର୍ଯ୍ୟବେକ୍ଷକ ଏବଂ ୭୭ ଜଣ ପୁଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଅତିରିକ୍ତ ଗଣନା ପର୍ଯ୍ୟବେକ୍ଷକ ପ୍ରତି ନିର୍ବାଚନମଣ୍ଡଳୀରେ ପୂର୍ବରୁ ନିୟୋଜିତ ୨୯୪ ଜଣ…

ଛତିଶଗଡ଼ରେ ମାଓ ହିଂସା: ଆଇଇଡି ବିସ୍ଫୋରଣରେ ୩ ଯବାନ ସହିଦ

ଛତିଶଗଡ଼ : ଛତିଶଗଡ଼ କାଙ୍କେର ଜିଲ୍ଲାରେ ପୁଣି ମାଓ ହିଂସାକାଣ୍ଡ । କାଙ୍କେର ଜିଲ୍ଲା ଡିଆରଜିର ୩ ଯବାନ ସହିଦ ହୋଇଛନ୍ତି । ମାଓ ଦମନ ଅପରେସନରେ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ଯବାନ ମାନଙ୍କୁ ଟାର୍ଗେଟ୍ କରି ପୂର୍ବରୁ…

ମମତାଙ୍କ ଦାବିକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭୋଟ ଗଣତି ପୂର୍ବରୁ ଟିଏମସିକୁ ସୁପ୍ରିମକୋର୍ଟଙ୍କ ଝଟକା । କେନ୍ଦ୍ରୀୟ କର୍ମଚାରୀଙ୍କୁ ଷ୍ଟ୍ରଙ୍ଗରୁମ ବାହାରେ ରଖିବା ଆବେଦନକୁ ଝଟକା । ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ । ଭୋଟ୍ ଗଣତିକୁ ନେଇ ମମତାଙ୍କ ଦାବିକୁ କୋର୍ଟ୍…

ଇରାନରେ ବୋମା ବିସ୍ଫୋରଣ: ୧୪ IRGC ସୈନିକ ମୃତ, ୨ ଆହତ

ନୂଆଦିଲ୍ଲୀ: ଇରାନରେ ବଡ଼ ଦୁର୍ଘଟଣା । ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ଜାରି ରହିଥିବା ବେଳେ, ଅନେକ ବଡ଼ ଘଟଣା ଘଟିଛି । ପ୍ରଥମତଃ, ଇରାନରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଇରାନର…