National & International

ଭାରତ ସରକାରଙ୍କ ତରଫରୁ ଆଲର୍ଟ ମେସେଜ୍, ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ହେଲା SACHET ଟେଷ୍ଟିଂ

ନୂଆଦିଲ୍ଲୀ : ଆପଣଙ୍କ ମୋବାଇଲକୁ ହଠାତ୍ ଏକ ପପଅପ୍ ମେସେଜ ଆସିଲା, ଆଉ ସାଇରନ କରି ଶବ୍ଦ କଲା । ତେବେ ଭୟଭୀତ ହୁଅନ୍ତୁ ନାହିଁ । ଏହା ଭାରତ ସରକାରଙ୍କ ତରଫରୁ ପଠାଯାଇଥିବା ଏକ ଆଲର୍ଟ ମେସେଜ । ଏହି…

ପଶ୍ଚିମବଙ୍ଗର ୧୫ଟି ବୁଥରେ ରିପୋଲିଂ, ସନ୍ଧ୍ୟା ୫ ସୁଦ୍ଧା ୮୬.୯୦% ମତଦାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ଏବଂ ମଗରହାଟ ପଶ୍ଚିମରେ ଥିବା ୧୫ ଟି ପୋଲିଂ ବୁଥରେ ଆଜି ପୁନଃ ମତଦାନ କରାଯାଉଛି। ଭୋଟ ଅନିୟମିତତାର ଅଭିଯୋଗ ପରେ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଥିଲେ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ…

ଇରାନକୁ ଝଟକା ଦେବାକୁ ହର୍ମୁଜ ପ୍ରଣାଳୀକୁ ଅସ୍ତ୍ର କରିବେ ଟ୍ରମ୍ପ, ଦୀର୍ଘକାଳୀନ ଅବରୋଧ ଯୋଜନା

ୱାସିଂଟନ: ହର୍ମୁଜ ପ୍ରଣାଳୀ ହେଉଛି ବିଶ୍ୱବ୍ୟାପୀ ଇନ୍ଧନ ଯୋଗାଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ। ତେବେ ଗତ ୨ ମାସ ଧରି ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏହି ମାର୍ଗ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ…

ବାଂଲାଦେଶରେ ମହାମାରୀ ରୂପ ନେଲାଣି ମିଳିମିଳା: ଗଲାଣି ରେକର୍ଡ ସଂଖ୍ୟକ ଲୋକଙ୍କ ଜୀବନ

ଢ଼ାକା: ମିଳିମିଳାର ଘାତକ ଲହରୀର ସାମ୍ନା କରୁଛି ବାଂଲାଦେଶ। ଟିକାକରଣରେ ଚାମ୍ପିୟନ ବାଂଲାଦେଶ ଏବେ ମିଳିମିଳା ମହାମାରୀ ଗତି କରୁଛି। ମିଳିମିଳା ପାଇଁ ଦେଶରେ ରେକର୍ଡ ସଂଖ୍ୟକ ଲୋକଙ୍କ ଜୀବନ ଗଲାଣି। ମିଳିମିଳା ଯୋଗୁ ମାର୍ଚ୍ଚ ୧୫ରୁ ଇତି ମଧ୍ୟରେ ୨୫୦…

ବଦଳିଲା ପାନ୍ କାର୍ଡ ନିୟମ ; ନମାନିଲେ ୧୦ ହଜାର ଜରିମାନା!

ନୂଆଦିଲ୍ଲୀ : ବଦଳିଲା ପାନ୍ କାର୍ଡ ନିୟମ। ମେ ମାସ ଆରମ୍ଭ ହେବା ସହିତ ପାନ କାର୍ଡ ସହିତ ଜଡିତ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ ସମୟ ମଧ୍ୟରେ ଆବଶ୍ୟକୀୟ ପଦକ୍ଷେପ ନ ନିଅନ୍ତି, ତେବେ…

ପତ୍ନୀଙ୍କୁ ମାରି ସିମେଣ୍ଟ ପ୍ଲାଷ୍ଟର କଲା ସ୍ୱାମୀ

ଗୁଜରାଟ : ସୁରଟର ଗୋଡାଦରା ଅଞ୍ଚଳରୁ ଚାଞ୍ଚଲ୍ୟକର ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯାହା ସହରକୁ ସ୍ତବ୍ଧ କରି ଦେଇଛି। ଏଠାରେ ଜଣେ ବ୍ୟକ୍ତିଙ୍କ ଉପରେ ନିଜ ପତ୍ନୀଙ୍କୁ ହତ୍ୟା କରି ମୃତଦେହକୁ ଅଭିବନ ଉପାୟରେ ଲୁଚାଇ ରଖିଥିବା ଅଭିଯୋଗ…

ଇଭିଏମ୍ ଟ୍ୟାମ୍ପରିଂ ହୋଇଥିଲେ ସାନି ମତଦାନ

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ଅନେକ ସ୍ଥାନରେ ଇଭିଏମ୍ ରେ କଳା/ଧଳା ଟେପ୍ ଲଗାଯିବା ଏବଂ ଇଭିଏମ୍ ଟ୍ୟାମ୍ପରିଂର ଅଭିଯୋଗ ଆସିଛି। ଅଭିଯୋଗ ହୋଇଛି ଯେ ଇଭିଏମ୍ ରେ ଭାରତୀୟ ଜନତା…

ସରିଲା ପଶ୍ଚିମବଙ୍ଗ ନିର୍ବାଚନ, ଅପରାହ୍ଣ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

କୋଲକାତା: ସରିଲା ପଶ୍ଚିମବଙ୍ଗ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ। ଅପରାହ୍ଣ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ ହୋଇଛି । ଇଭିଏମରେ ସିଲ୍ ହୋଇଯାଇଛି ନେତାଙ୍କ ଭାଗ୍ୟ। ଆସନ୍ତା ମେ ୪ରେ ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର। ଆଜି ଦ୍ବିତୀୟ…

୫୯୪ କିମି ଲମ୍ବା ଗଙ୍ଗା ଏକ୍ସପ୍ରେସ ୱେ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ବାରାଣସୀ : ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୯୪ କିମି ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେକୁ ଉଦଘାଟନ କରିଛନ୍ତି । ପ୍ରାୟ ୩୬୨୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଗଙ୍ଗା ଏକ୍ସପ୍ରେସ ୱେ ହେଉଛି ଉତ୍ତର ପ୍ରଦେଶର ସବୁଠାରୁ ଲମ୍ବା…

ଗାଜିଆବାଦରେ ଗୌର ଗ୍ରୀନ୍ ଆଭେନ୍ୟୁ ସୋସାଇଟିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଫ୍ଲାଟ୍

ଗାଜିଆବାଦ : ୟୁପି ଗାଜିଆବାଦରେ ଭୟାବହ ଅଗ୍ନିକାଣ୍ଡ । ଗାଜିଆବାଦ ଇନ୍ଦିରାପୁରମର ଅଭୟ ଖଣ୍ଡରେ ଥିବା ଗୌର ଗ୍ରୀନ୍ ଆଭେନ୍ୟୁ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଏତେ ଭୟଙ୍କର ଥିଲା ଯେ ଅନେକ ମହଲାକୁ ବ୍ୟାପି ଯାଇଛି । ଏପରିକି…