ବୋରୱେଲରୁ ଉଦ୍ଧାର ନାବାଳିକା ମେଡିକାଲରେ ଆଖି ବୁଜିଲା
ଦୀର୍ଘ ୯ ଘଣ୍ଟା ବୋରୱେଲ ଭିତରେ ଛଟପଟ ହେବା ପରେ ଉଦ୍ଧାର ହୋଇଥିବା ନାବାଳିକା ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି। ବୋରୱେଲ ଭିତରେ ଫସି ଗୁରୁତର ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିବା ୫ ବର୍ଷୀୟା ନାବାଳିକା ମାହି ଶେଷରେ…
ଦୀର୍ଘ ୯ ଘଣ୍ଟା ବୋରୱେଲ ଭିତରେ ଛଟପଟ ହେବା ପରେ ଉଦ୍ଧାର ହୋଇଥିବା ନାବାଳିକା ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି। ବୋରୱେଲ ଭିତରେ ଫସି ଗୁରୁତର ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିବା ୫ ବର୍ଷୀୟା ନାବାଳିକା ମାହି ଶେଷରେ…
ଜୟପୁର: ଗୋଟିଏ ଜୁଇରେ ବାପା-ପୁଅଙ୍କ ଶବ ସତ୍କାର। ବାପାଙ୍କ ଶବ ସତ୍କାର ପାଇଁ ପ୍ରସ୍ତୁତ କରିବା ବେଳେ ଶବ ପାଲଟିଗଲା ପୁଅ। ଏହି ହୃଦୟ ବିଦାରକ ଘଟଣା କୋରାପୁଟ କାମତା ଅଞ୍ଚଳରେ ଦେଖିବାକୁ ମିଳିଛି। ଗତ ରାତିରେ ଲକ୍ଷଣ ମଣ୍ଡଳଙ୍କର କୋରାପୁଟରେ…
ନୂଆଦିଲ୍ଲୀ: ‘ଫୋବ୍ସ୍’ ପତ୍ରିକାର ବିଶ୍ବର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ୪ଜଣ ଭାରତୀୟ ମହିଳା ସ୍ଥାନିତ ହୋଇଛନ୍ତି। ଏହି ତାଲିକାର ୩୨ଶ ସ୍ଥାନରେ ଅଛନ୍ତି ନିର୍ମଳା ସୀତାରମଣ, ୬୦ତମ ସ୍ଥାନରେ ଅଛନ୍ତି ‘ଏଚ୍ସିଏଲ୍ କର୍ପୋରେସନ୍’ର ‘ସିଇଓ’…
ଜୟପୁର: ମାଲାକାନଗିରି, ଗଜପତି, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପରେ ଏବେ କୋରାପୁଟ ଜିଲାରେ ଗଡ଼ିବ ଲକ୍ଷ୍ମୀ ବସ । କୋରାପୁଟ ଜିଲ୍ଲାରେ ଆସନ୍ତା ୧୫ତାରିଖରେ ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାରମ୍ଭିକ ଭାବେ ୨୦ଟି…
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି। ଏଥି ସହିତ ଆଜିର କ୍ୟାବିନେଟ୍ ବୈଠକରେ ଗୋପାଳପୁରରେ ଶିଳ୍ପ କରିଡର…
ଭୁବନେଶ୍ବର : ବଲାଙ୍ଗିର ତୁଷୁରା ଏୟାରଷ୍ଟ୍ରୀପର ହେବ ନବୀକରଣ। ଏହି ଏୟାରଷ୍ଟ୍ରୀପର ଆଧୁନିକୀକରଣ ଯୋଜନାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥି ସହିତ ତୁଷୁରା ଏୟାରଷ୍ଟ୍ରୀପର ନବୀକରଣ ପାଇଁ ୬୫ କୋଟି ଟଙ୍କା ମଧ୍ୟ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ…
ଆୟ ବର୍ହିଭୁତ ସମ୍ପତ୍ତି ମାମଲା ରୁଜୁରେ ଓଡିଶା ଭିଜିଲାନ୍ସ ଏକ ନମ୍ବର। ୨୦୨୨ ମସିହାରେ ଦେଶରେ ସର୍ବାଗ୍ରେ ରହିଛି ଓଡିଶା। ଏନସିଆରବି ତଥ୍ୟ ଅନୁଯାୟୀ ଓଡ଼ିଶାରେ ସର୍ବାଧିକ ମାମଲା ରୁଜ୍ଜୁ ହୋଇଛି। ସାରା ଦେଶରେ ୨୦୨୨ ମସିହାରେ ୩୭୨ଟି ଡିଏ (…
ଆସନ୍ତାକାଲି ମେଣ୍ଟ ଦଳଗୁଡିକୁ ନେଇ ବସିଥାଆନ୍ତା ‘ଇଣ୍ଡିଆ’ ବୈଠକ। ହେଲେ କିଛି ଘଣ୍ଟା ପୂର୍ବରୁ ବୈଠକ ବସିବ ନାହିଁ ବୋଲି ସୂଚନା ଆସୁଛି। ମେଣ୍ଟ ଦଳର ବହୁ ବରିଷ୍ଠ ନେତା ଯୋଗଦେବେନି ବୋଲି ମନା କରିବାରୁ ବୈଠକକୁ ସ୍ଥଗିତ ରଖାଯାଇଛି। ଖବର…
କଶ୍ମୀର ବୁଲିବାକୁ ଆସିଥିଲେ। ହେଲେ ଆଉ ଫେରିଲେନି। ଖାଇକୁ ଖସିପଡିଲା କ୍ୟାବ୍। ଆଖି ବୁଜିଲେ ୭ ପର୍ଯ୍ୟଟକ। ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ଜୋଜିଲା ଦରେ ଅଞ୍ଚଳରେ…
ଭୁବନେଶ୍ବର: ଆନ୍ଧ୍ର ଉପକୂଳ ଛୁଇଁଲା ବାତ୍ୟା ‘ମିଗଜୋମ୍’ । ପ୍ରଚଣ୍ଡ ରୂପ ନେଇ ଦକ୍ଷିଣ ଆନ୍ଧ୍ରର ବାପାଟଲା ନିକଟରେ ଲ୍ୟାଣ୍ଡଫଲ୍ କଲା ‘ମିଗଜୋମ୍’ । ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଜାରି ରହିଛି ବର୍ଷା । ‘ମିଗଜୋମ୍’…