ଧାର୍ଯ୍ୟ ସମୟରେ ସରିବନି ତୀର୍ଥଯାତ୍ରୀ କେନ୍ଦ୍ର: ଏକକାଳୀନ ୩ହଜାର ବ୍ୟକ୍ତିଙ୍କ ପାଇଁ ଧ୍ୟାନ ଯୋଗ କେନ୍ଦ୍ର
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସର୍ବାଧିକ ବଜେଟ୍ରେ ନିର୍ମିତ ହେଉଛି ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର। ବୃହତ୍ତର ପାର୍କିଂ ସମସ୍ୟା ଦୂର କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ତେବେ ଯୋଗ, ପ୍ରାଣାୟମ ଓ ଧ୍ୟାନର ବିଶାଳ କ୍ଷେତ୍ର ପାଲଟିବ…