ଆଦିବାସୀ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର ଜନିତ କ୍ୟବିନେଟ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ଓ ରାଜ୍ୟରେ ପେସା ଆଇନ ଲାଗୁ କରିବା ଦାବିରେ ବିଶାଳ ଆଦିବାସୀ ସମାବେଶ
ଭୁବନେଶ୍ୱର : ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର କୁ ନିଷେଧ କରୁଥିବା ଆଇନ 1956 ର ରେଗୁଲେସନ 2, କୁ ସଂଶୋଧନ ମାଧ୍ୟମରେ, ବଡ ଶିଳ୍ପପତି ଓ ପୁଞ୍ଜିପତିଙ୍କ ସ୍ୱାର୍ଥରେ ବେଆଇନ ଭାବେ ଆଦିବାସୀ ଜମି କୁ ଅଣ ଆଦିବାସୀ…