December 21, 2023

ଆର୍ମି ଟ୍ରକ୍ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା, ୩ଯବାନ ସହିଦ୍

ଶ୍ରୀନଗର: ପୁଣି ଯବାନମାନଙ୍କୁ ଟା‌ର୍ଗେଟ କଲେ ଆତଙ୍କବାଦୀ। ଆଜି ଯବାନମାନଙ୍କୁ ନେଇ ଯାଉଥିବା ଏକ ଆର୍ମି ଟ୍ରକ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବା ଡେରା କି ଗଲି(ଡିକେଜି)ରେ ଏହି ଘଟଣା ଘଟିଛି। ଏହି ଆକ୍ରମଣରେ…

ବିଜେଡିରେ ମିଶିଲେ ପୁରୀ ଜିଲ୍ଲାର ବିଜେପି ନେତା ଓ ଶତାଧିକ କର୍ମୀ

ଭୁବନେଶ୍ବର: ଶଙ୍ଖ ଭବନରେ ଆଜି ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲା। ବ୍ରହ୍ମଗିରି ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ…

ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଛି ଝାଡ଼ାବାନ୍ତି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା। ଉଭୟ ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଛି ଝାଡ଼ାବାନ୍ତି । ଏନେଇ ସୂଚନା ଦେଇଛନ୍ତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ପ୍ରାୟ ୧୪ ଶହ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି…

ଲୋକସଭାରେ ପାସ ହେଲା ସିଇସି ବିଲ୍‌

ଗଣ ନିଲମ୍ବନ ପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ସଦସ୍ୟଙ୍କ ମରୁଡ଼ି ଦେଖିବାକୁ ମିଳିଛି। ଲୋକସଭାରୁ ଦୁଇ ତୃତୀୟାଂଶ ବିରୋଧୀ ସଦସ୍ୟଙ୍କ ନିଲମ୍ବନ ହୋଇଛନ୍ତି। ଏହା ସତ୍ତ୍ୱେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ କମିଶନ ନିଯୁକ୍ତି ବିଲ୍‌ ଲୋକସଭାରେ ଆଜି ସରକାର…

ଡକାୟତି ଯୋଜନା ଚାଲିଥିବାବେଳେ କାବୁ କଲା ପୋଲିସ, ୫ ଗିରଫ

ଭୁବନେଶ୍ବର: ଡକାୟତି ଯୋଜନା ଚାଲିଥିବାବେଳେ ଏହାକୁ ପଣ୍ଡ କଲା ପୋଲିସ । ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଞ୍ଚେଶ୍ଵର ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କ ଭିତରୁ ୪ ଜଣ ହେଲେ ଅମରନାଥ…

ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା

ଭୁବନେଶ୍ଵର: ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା । ବର୍ତ୍ତମାନ ସୁଦ୍ଧା ୨ଟି ବହୁତଳ ପ୍ରାସାଦ, ୫ଟି ପ୍ଲଟ୍, ୧ କୋଟି ୨୧ ଲକ୍ଷ ଟଙ୍କାର ଡିପୋଜିଟ, ୫୩୬ ଗ୍ରାମ୍ ସୁନା, ୧ ଲକ୍ଷ…

ସଂସଦ ସୁରକ୍ଷା ତ୍ରୁଟି ମାମଲା : ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ୧୫ ଦିନ ଯାଏ ବୃଦ୍ଧି

ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ୧୫ ଦିନ ବଢାଇଛନ୍ତି କୋର୍ଟ । ପଟିୟାଲା ହାଉସ କୋର୍ଟ ଏମାନଙ୍କ ଅବଧି ୫ ଜାନୁଆରୀ ପର୍ଯ୍ୟନ୍ତ ବଢାଇଛି । ଅଭିଯୁକ୍ତ ନିଲମ, ମନୋରଂଜନ, ସାଗର ଏବଂ…

ବିଳମ୍ବରେ ପାନ୍ ଆଧାର ଲିଙ୍କ୍ କରିଥିବା ଲୋକଙ୍କଠାରୁ ୨୧୨୫ କୋଟି ଆଦାୟ

ନୂଆଦିଲ୍ଲୀ: ଯେଉଁମାନେ ପାନ୍-ଆଧାର ସଂଯୋଗ କରିବାରେ ବିଳମ୍ବ କରିଛନ୍ତି ସେମାନଙ୍କଠାରୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୨,୧୨୫ କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି ବୋଲି ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୩୦ ଜୁନ୍ ୨୦୨୩ ମାଗଣାରେ ପାନ୍-ଆଧାର ଲିଙ୍କ୍ କରିବାର ଶେଷ…

ଶ୍ରୀମନ୍ଦିରରେ ପାଣ୍ଡିଆନ ଓ କାମିଆ ଜାନିଙ୍କ ପ୍ରବେଶ ପ୍ରସଙ୍ଗ, ଉଭୟଙ୍କ ଗିରଫଦାରୀ ଦାବି କଲା ବିଜେପି

ଭୁବନେଶ୍ୱର: 5-T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର କାମିଆ ଜାନିଙ୍କ ଶ୍ରୀମନ୍ଦିର ଭିତରେ ପ୍ରବେଶ କୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ଯାହାକୁ ନେଇ ଉଭୟଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛି…

ଲୋକସଭାରୁ ଆଉ ୩ ସାଂସଦ ନିଲମ୍ବିତ, ମୋଟ ସଂଖ୍ୟା ୧୪୬ ଛୁଇଁଲା

ନୂଆଦିଲ୍ଲୀ: ଲୋକସଭାର ଆଉ ୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଗୃହ ଅବମାନନା ଅଭିଯୋଗରେ ଲୋକସଭା ବାଚସ୍ପତି ଓମ ବିର୍ଲା କଂଗ୍ରେସ ସାଂସଦ ନକୁଳ ନାଥ, ଡିକେ ସୁରେଶ ଓ ଦୀପକ ବୈଜଙ୍କୁ ଚଳିତ ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରିଛନ୍ତି। ଏହାକୁ…