କ୍ରୁଟ୍ ମୋ’ ବସ୍ ସଂଖ୍ୟାରେ ଯୋଗ ହେବ ୨୦୦ ଅତିରିକ୍ତ ଇ-ବସ୍
ଭୁବନେଶ୍ୱର : କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(crut) ଜନସାଧାରଣଙ୍କ ଯାତାୟାତର ଗତିଶୀଳତା, ପରିବେଶ ସ୍ଥିରତା ବୃଦ୍ଧି ଏବଂ ଜନ ପରିବହନରେ ପରିବର୍ତ୍ତନ ଆଣିବା ପାଇଁ ନଭେମ୍ବର ୨୦୧୮ରେ ୨୦୦ ଡିଜେଲ ବସ୍ ସହିତ ୫୫ ମିଡି ବସ୍ (୨୫ ନୂତନ ଏବଂ…