December 18, 2023

ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ : ପାଣ୍ଡିଆନ

ଭୁବନେଶ୍ୱର: ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇହେବ । କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ବା ଶୋଇବାର ଅଭିନୟ କରୁଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ । ଆଜି କେନ୍ଦ୍ରାପଡ଼ାର ବିକାଶ ସମୀକ୍ଷା ସମୟରେ ବିକାଶ ବିରୋଧୀଙ୍କ ଆଡ଼କୁ…

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆସନ୍ତା ୨୨ରେ ହେବ ଶୁଭ ଖୁଣ୍ଟି ସ୍ଥାପନ

ବରଗଡ଼: ଆସନ୍ତା ଡ଼ିସେମ୍ବର ୨୨ ତାରିଖ ଦିନ ଅପରାହ୍ନରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହେବ। ଅପରାହ୍ନ ସମୟରେ ତଳିପଡା ସ୍ଥିତ ମାଁ ସମଲେଶ୍ଵରୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ହାଟପଦା ଠାରେ ହେବ ଶୁଭ…

ପୁଣିଥରେ କେଜ୍ରିୱାଲଙ୍କୁ ସମନ କଲା ଇଡି

ପ୍ରତ୍ୟାହୃତ ହୋଇ ସାରିଥିବା ତଥାକତିଥ ଦିଲ୍ଲୀ ଅବାକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ କରିଛି। ତାଙ୍କୁ ଗୁରୁବାର ଇଡି ମୁଖ୍ୟାଳୟରେ ହାଜର ହେବାକୁ ଇଡି କହିଛି। ଏହାପୂର୍ବରୁ ସମାନ ମାମଲାରେ…

ଆସନ୍ତାକାଲି ଦିଲ୍ଲୀ ଯିବେ କଂଗ୍ରେସ ଓ ବିଜେପି ନେତା

ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ନିର୍ବାଚନୀ ରଣନୀତି ଚୂଡ଼ାନ୍ତ କରିବେ । ଏଥିପାଇଁ ରାଜ୍ୟରେ ଦୁଇ ଦଳର ବରିଷ୍ଠ ନେତା ଓ ବିଧାୟକମାନେ ଭିନ୍ନ ଭିନ୍ନ ଭାବେ ଦିଲ୍ଲୀ…

ଫେରିଲା କରୋନା! ସବୁ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

ପୁଣି ଥରେ ଡରାଇବା ଆରମ୍ଭ କଲାଣି ମହାମାରୀ କରୋନା। କରୋନାର ସବଭ୍ୟାରିଏଣ୍ଟ ଜେଏନ ୧ ଭାରତରୁ ଠାବ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର…

ଶ୍ରୀମନ୍ଦିର ନାଟ ମଣ୍ଡପ ପୁନରୁଦ୍ଧାର କାର୍ଯ୍ୟ: ଆମିକସ୍ କ୍ୟୁରି ଦାଖଲ କଲେ ଷ୍ଟାଟସ୍ ରିପୋର୍ଟ

ପୁରୀ: ଶ୍ରୀମନ୍ଦିର ନାଟ ମଣ୍ଡପର ପୁନରୁଦ୍ଧାର କାର୍ଯ୍ଯ ନେଇ ଆମିକସ୍ କ୍ୟୁରୀ ଏନ୍. କେ. ମହାନ୍ତି ସୋମବାର ଓଡ଼ିଶା ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ବିମ ଡିଜାଇନ୍ ନେଇ ଡିସେମ୍ବର ୧୯ରୁ ୨୧ ତାରିଖ ମଧ୍ୟରେ ବୈଠକ ବସି ଆଲୋଚନା…

ଶୀତ ଅଧିବେଶନରେ ଉଭୟ ଗୃହରୁ ୭୮ ସାଂସଦ ନିଲମ୍ବିତ

ଲୋକସଭା ପରେ ରାଜ୍ୟସଭାରୁ ନିଲମ୍ବିତ ହେଲେ ୪୫ ସାଂସଦ। ଲଗାତାର ଭାବେ କଂଗ୍ରେସ ସାଂସଦମାନେ ଗୃହରେ ହଟ୍ଟଗୋଳ କରିବାରୁ ଆଜି ତିନି ଥର ଗୃହ ମୁଲତବୀ ରହିଥିଲା। ଶେଷରେ ୪୫ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧଡଖଡ।…

ଆସିଲେନି ମ୍ୟାଡାମ୍‌, ରାଗରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଲୋକେ

ଚାନ୍ଦବାଲି : ଲୋକେ ଅପେକ୍ଷା କରିଛନ୍ତି ମିଟିଙ୍ଗ ହେବ । କିନ୍ତୁ ଆସିଲେନି ମ୍ୟାଡାମ୍‌ । ଶନିବାର ହେଲାନି ତେଣୁ ସୋମବାର ହେବ କହିଥିିଲେ । ସେଥିପାଇଁ ସମସ୍ତଙ୍କୁ ନୋଟିସ ବି ହେଇଥିଲା, କିନ୍ତୁ ଠିକ୍‌ ସମୟରେ ମ୍ୟାଡାମ୍‌ ମନା କରିଦେଲେ।…

ଶକ୍ତି ମଲ୍ଟଏୟାର ପ୍ରାଇଭେଟ୍ ଲିମିଟେଡ ଉପରେ ଶେଷ ହେଲା ଆୟକର ରେଡ୍

ଢେଙ୍କାନାଳ: ତୁମୁସିଂହା ଥାନା ଅନ୍ତର୍ଗତ ମଦ ପ୍ରସ୍ତୁତକାରୀ ସଂସ୍ଥା ଶକ୍ତି ମଲ୍ଟଏୟାର ଓ ଲେମୋନେଡସ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆୟକର ବିଭାଗ ପକ୍ଷରୁ ୩ ଦିନ ଧରି ଚାଲିଥିବା ଚଢ଼ଉ ସୋମବାର ଶେଷ ହୋଇଛି। ଏହି ଚଢ଼ାଉ ସମୟରେ ଆୟକର ଅଧିକାରୀମାନେ…

ଅନଲାଇନରେ ପାଣ୍ଠି ମାଗିବା ଅଭିଯାନ ଆରମ୍ଭ କଲା କଂଗ୍ରେସ

ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଏବେ ପାଣ୍ଠି ଚିନ୍ତା ଘାରିଛି। ଏଥିପାଇଁ ଦଳ ପକ୍ଷରୁ ଆଜି ଠାରୁ ବଧିବଦ୍ଧ ଭାବେ ପାଣ୍ଠି ସଂଗ୍ରହ ଆରମ୍ଭ କରାଯାଇଛି। ଦେଶ ପାଇଁ ଦାନ ଅଭିଯାନ ନାଁରେ କଂଗ୍ରେସ ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ…