2024

ଟିକରପଡ଼ା ମହାନଦୀ କୂଳରୁ ୮ ବର୍ଷର ନାବାଳକକୁ ଘୋଷାଡିନେଲା କୁମ୍ଭୀର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଟିକରପଡ଼ା ଘାଟ ସାହି ଅଞ୍ଚଳରରେ ଦେଖିବାକୁ ମିଳିଛି ଶୋକାକକୂଳ ପରିବେଶ । ମହାନଦୀ କୂଳରୁ ୮ ବର୍ଷର ନାବାଳକକୁ ଘୋଷାଡିନେଲା କୁମ୍ଭୀର । ମୃତ ନାବାଳକର ଘର ଟିକରପଡ଼ା ଘାଟ ସାହି ଅଞ୍ଚଳରରେ ବୋଲି ଜଣାଯାଇଛି ।…

ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କଲା ନୀତୀଶ କୁମାରଙ୍କ ଜେଡିୟୁ

ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ଜେଡିୟୁ ପୁଣିଥରେ ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା କିମ୍ବା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛି। ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ଏନଡିଏର ସହଯୋଗୀ ଦଳ ହେଉଛି ନୀତୀଶ କୁମାରଙ୍କ ଜେଡିୟୁ। ଆଜି…

ବଦଳିବ ‘ଲକ୍ଷ୍ମୀ’ ବସର ନାଁ, ହେବ ‘ମୁଖ୍ୟମନ୍ତ୍ରୀ ବସ ସେବା’

ଭୁବନେଶ୍ବର: ହଟିବ ଲକ୍ଷ୍ମୀ ବସର ନାଁ । ଲେଖା ହେବ ‘ମୁଖ୍ୟମନ୍ତ୍ରୀ ବସ ସେବା’ । ଲକ୍ଷ୍ମୀ ବସ୍‌ ଭବିଷ୍ୟତ ନେଇ ଆଜି ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଲକ୍ଷ୍ମୀ ବସ୍‌ ନାଁ ବଦଳାଇ ଏହାକୁ ମୁଖ୍ୟମନ୍ତ୍ରୀ…

ସଞ୍ଜୟ ଝା ହେଲେ ଜେଡିୟୁର କାର୍ଯ୍ୟକାରୀ ସଭାପତି

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ରାଜ୍ୟସଭା ସାଂସଦ ସଞ୍ଜୟ ଝା। ଆଜି ବସିଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା…

ଚଢ଼ା ଦରରେ ଜିନିଷ ବିକ୍ରି କଲେ ବନ୍ଧା ହେବେ ବ୍ୟବସାୟୀ : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର : ବେଲଗାମ ପରିବା ଦର । କଞ୍ଚା ପରିବା ସହ ଆଳୁ ଦର ବି ନିୟନ୍ତ୍ରଣ ବାହାରେ । ଦୀର୍ଘ ଦିନ ଧରି ପିରବା ଦର ଖସିବାର ନାଁ ଧରୁନି । ଯାହାକି ସାଧାରଣ ଲୋକଟିଏ ପାଇଁ ଚିନ୍ତାର କାରଣ…

ଓଡିଶା ସ୍ୱାର୍ଥକୁ ନେଇ ସାଲିସ କରାଯିବନି : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ବିରୋଧୀ ସିଟରେ ବସିବା ପରେ ଏବେ ପୂରା ଆକ୍ଟିଭ୍ ବିଜେଡି ସୁପ୍ରିମୋ ନବୀନ ଓ ତାଙ୍କ ଦଳୀୟ ନେତା । ବିରୋଧୀ ହୋଇ କ୍ରମାଗତ ଭାବେ ଶାସକଙ୍କୁ ଘେରିବାରେ ଲାଗିଛି ବିଜେଡି । ସେ ରାଜ୍ୟ ହେଉକି କେନ୍ଦ୍ର ଏବେ…

ବରିଷ୍ଠ କଂଗ୍ରେସ ନେତା ଧର୍ମପୁରି ଶ୍ରୀନିବାସଙ୍କ ପରଲୋକ

ବରିଷ୍ଠ କଂଗ୍ରେସ ନେତା ଧର୍ମପୁରି ଶ୍ରୀନିବାସଙ୍କ ପରଲୋକ ଘଟିଛି। ହୃତଘାତରେ ପ୍ରାଣ ହରାଇଛନ୍ତି ଏହି ବରିଷ୍ଠ ନେତା। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ପରିବାରବର୍ଗଙ୍କ କହିବାନୁସାରେ, କିଛି ଦିନ ହେବ ଶ୍ରୀନିବାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା।…

କେନ୍ଦ୍ର ସରକାରଙ୍କ ସଚିବ ପଦବୀରେ ଓଡ଼ିଶା IAS ଅଧିକାରୀ ଅନୁ ଗର୍ଗ

ଭୁବନେଶ୍ୱର : ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ମିଳିଲା ACC ଅନୁମତି । କେନ୍ଦ୍ରରେ ସଚିବ ବା ସଚିବ ରାଙ୍କର ପୋଷ୍ଟ ପାଇଁ ଅନୁମତି ଦେଲା ACC । ୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡର IAS ଅନୁ ଗର୍ଗ । ଅନୁ…

ଦିଲ୍ଲୀ ବର୍ଷାରେ ଗଲାଣି ୬ ଜଣଙ୍କ ଜୀବନ

୮୮ ବର୍ଷର ରେକର୍ଡ ଭାଙ୍ଗିଛି ଦିଲ୍ଲୀ ବର୍ଷା। ଅବିଶ୍ରାନ୍ତ ବର୍ଷାରେ ବେହାଲ ରାଜଧାନୀ ବାସିନ୍ଦା। ରାସ୍ତାଘାଟଠୁ ନେଇ ବିମାନବନ୍ଦର ସବୁଠି ଜଳବନ୍ଦୀ ପରିସ୍ଥିତି। ବର୍ଷା କାରଣରୁ ଏପର୍ଯ୍ୟନ୍ତ ୬ ଜଣଙ୍କ ଜୀବନ ମଧ୍ୟ ଗଲାଣି, ଏମାନଙ୍କ ମଧ୍ୟରେ ୨ ଜଣ ଛୋଟ…

ଧାନ ମଣ୍ଡିରେ ଲାଗିବ ସିସିଟିଭି, ମିଲକୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ୍: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ବର: ଧାନ ମଣ୍ଡିରେ ଲାଗିବ ସିସିଟିଭି। ମଣ୍ଡିରୁ ମିଲକୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ୍। ରାଜ୍ୟରେ ଦୁର୍ନୀତିକୁ ରୋକିବାକୁ କିଛି ଏଭଳି ଢଙ୍ଗରେ ତତ୍ପର ହେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କହିବା ମୁତାବକ,…