ନିର୍ବାଚନ ଇସ୍ତାହାରରେ ବିଏସ୍‌କଓ୍ବୋଇ ବନ୍ଦ କରିବେ ବୋଲି ଲେଖନ୍ତୁ

ଭୁବନେଶ୍ୱର : ରାଜ୍ୟର ସବୁଠୁ ବଡ଼ ଯୋଜନା ବିଏସ୍‌କେୱାଇକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୟାଗଡ଼ ଜିଲାର ରଣପୁରଠାରେ ବୁଧବାର ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ…

ଜାଲ୍‌ ଦସ୍ତଖତରେ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ଜବାବ ତଲବ

କଟକ  : କେନ୍ଦ୍ରାପଡ଼ା ପୂର୍ବତନ ଅତିରିକ୍ତ ଜିଲାପାଳ ତଥା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତିଙ୍କ ଜାଲ୍‌ ଦସ୍ତଖତ କରି ମହାବିଦ୍ୟାଳୟରେ ୪୮ ଜଣକୁ ନିଯୁକ୍ତି ଘଟଣାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଗୁରୁବାର ଜବାବ ତଲବ କରିଛନ୍ତି। ପଟ୍ଟାମୁଣ୍ଡାଇ…

କୁହୁଡି ବହୁ ମାତ୍ରରେ ସଡକ ଦୁର୍ଘଟଣା ହେବାର ଆଶଙ୍କା, ପରାମର୍ଶ ଜାରି କଲା ପରିବହନ ବିଭାଗ

ଭୁବନେଶ୍ୱର,୧୧।୧: ରାଜ୍ୟରେ ଆଜିକାଲି ଘନ କୁହୁଡି ହେଉଥିବାରୁ ରାସ୍ତାରେ ବହୁ ମାତ୍ରରେ ସଡକ ଦୁର୍ଘଟଣା ହେବାର ଆଶଙ୍କା ରହି ଅଛି ଘନ କୁହୁଡି ସମୟରେ ସଡ଼କ ବ୍ୟବହାରକାରୀମାନଙ୍କ ଦ୍ୱାରା ନିମ୍ନ ଦୃଶ୍ୟମାନତା ଓ ସମ୍ଭାବ୍ୟ ଦୁର୍ଘଟଣାର ସମସ୍ୟାକୁ ଏଡେଇବା ପାଇଁ ରାଜ୍ୟରେ…

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି ।…

ଭାରତ ଯୋଡ଼ ନ୍ୟାୟ ଯାତ୍ରା: ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର : ଓଡ଼ିଶାରେ ୪ ଦିନ ରହିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଲୋଗୋ ଉନ୍ମୋଚନ ଅବସରରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼…

ନିଜ ବେକ କାଟି ଦେଲେ ଗଣିତ ସାର୍‌; କାରଣ ଖୋଜୁଛି ପୁଲିସ୍‌

ରାଇଘର : ନିଜ ବେକ କାଟି ଦେଲେ ଗଣିତ ସାର୍‌। ସ୍କୁଲ ନଯାଇ ଭଡ଼ା ଘରେ ଏଭଳି କାଣ୍ଡ ଘଟାଇଛନ୍ତି ଗଣିତ ସାର୍। କେଉଁ କାରଣରୁ ସାର୍‌ ନିଜର ବେକ କାଟିଲେ, ତାହା ଜଣାପଡ଼ିନି। କାରଣ ଜାଣିବା ପାଇଁ ଛାନ୍‌ଭିନ୍‌ ଚଳାଇଛି…

ଡିଲ୍‌ ବେଳେ ୨ଟି ବାଘଛାଲ ଜବତ, ୭ ଜଣ ଗିରଫ

ନୂଆପଡ଼ା : ବାଘଛାଲ ଡିଲ୍ ବେଲେ ମାଡ଼ିବସିଲା ବନ ବିଭାଗ। ୨ଟି ବାଘଛାଲ ଜବତ କରିବା ସହ ୭ ଜଣଙ୍କୁ ଗିରଫ କଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳର ୨ଟି ପୃଥକ ପୃଥକ ସ୍ଥାନରୁ ଏହି ବାଘଛାଲ ଜବତ ହୋଇଛି। ସୂଚନା ଅନୁସାରେ…

୪ର୍ଥ ପର୍ଯ୍ୟାୟରେ ୫ ଜିଲ୍ଲାର ୩୮୯ ରୂପାନ୍ତରିତ ଉଚ୍ଚବିଦ୍ୟାଳୟ ଲୋକାର୍ପିତ

ଭୁବନେଶ୍ବର: ରାଜ୍ୟର ଶିକ୍ଷାର ବିକାଶ ପାଇଁ ୫ଟି ଅଧୀନରେ ଉଚ୍ଚବିଦ୍ୟାଳୟ ଗୁଡ଼ିକର ‌ରୂପାନ୍ତରିଣ କାମ ଜାରି ରଖିଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ଆଜି ୪ର୍ଥ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୮୯ଟି ଉଚ୍ଚବିଦ୍ୟାଳୟର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ…

କୋଣାର୍କରେ ଟଳି ପଡ଼ିଲେ ମହାରାଷ୍ଟ୍ରର ମହିଳା ପର୍ଯ୍ୟଟକ

କୋଣାର୍କ : କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାକୁ ଆସିଥିଲେ ମହାରାଷ୍ଟ୍ରର ମହିଳା ପର୍ଯ୍ୟଟକ। ହେଲେ ବିଚ୍‌ ରାସ୍ତାରେ ଟଳି ପଡ଼ିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ଗଙ୍ଗା ସାଗର ବୁଡ଼ ପକାଇବା ପାଇଁ ଏକ ବସ୍‌ରେ ମହାରାଷ୍ଟ୍ରର…

ପାହାଡ଼ ଉପରେ ଠିଆ ହୋଇଛି ଭବ୍ୟ ମନ୍ଦିର, ପୂଜା ପାଇବେ ଶ୍ରୀରାମ

ନୟାଗଡ଼ : ପ୍ରକୃତି ମାଆ ସବୁଜିମା ଚାଦରରେ ଘୋଡେଇ ହୋଇଛି ଫତେଗଡ଼ ପାହାଡ଼। ସେହି ପାହାଡ଼ର ଶୀର୍ଷରେ ତିଆରି ଚାଲିଛି ଆକର୍ଷଣୀୟ ମନ୍ଦିର। ଶ୍ରୀମନ୍ଦିର, କୋଣାର୍କ ଓ ତାରାତାରିଣୀ ମନ୍ଦିର ଢାଞ୍ଚାରେ ନିର୍ମାଣ ଚାଲିଥିବା ଏହି ମନ୍ଦିରରେ ପୂଜା ପାଇବେ ମର୍ଯ୍ୟାଦା…