ତୃତୀୟ ଦିନରେ ଜମୁଛି ଧନୁଯାତ୍ରା

ବରଗଡ: ତୃତୀୟ ଦିନରେ ଜମୁଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଗୋପପୁରରେ ଶ୍ରୀକୃଷ୍ଣ ଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି ନନ୍ଦରାଜା ଓ ନନ୍ଦରାଣୀ । ସେଥିପାଇଁ ଆୟୋଜନ କରିଛନ୍ତି ନନ୍ଦୋତ୍ସବ । କୃଷ୍ଣ ଜନ୍ମ ପରେ ସାରା ଗୋପପୁର ହୋଇପଡ଼ିଛି…

ଉତ୍ସର୍ଗୀକୃତ ମନୋଭାବ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୪୬ କର୍ମଚାରୀ ସମ୍ମାନିତ

ଭୁବନେଶ୍ବର: ପୂର୍ବତଟ ରେଳପଥ ବୁଧବାର ଭୁବନେଶ୍ୱରର ରେଳ ଅଡିଟୋରିୟମ ଠାରେ ବିଶିଷ୍ଟ ରେଳ ସେବା-୨୦୨୩ ପୁରସ୍କାର ସମାରୋହ ପାଳନ କରିଛି। ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମସ୍ତ ରେଳବାଇ କର୍ମଚାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା…

ମୋତେ ଅଯୋଧ୍ୟା ଯିବାକୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ ମିଳିନାହିଁ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଜାନୁଆରୀ ୨୨ରେ ହେଉଛି । ଏଥିପାଇଁ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ନେତା, ଅଭିନେତା ଓ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି। ସେପଟେ ଆମ୍ ଆଦମୀ ପାର୍ଟିର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌, ୧୦ ହଜାର ଟଙ୍କା ଜରିମାନା

ଫୁଲବାଣୀ: ଫୁଲବାଣୀ ଏଡିଜେ(ପୋକ୍‌ସୋ) କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀ ଯୁବକ ଦୁଃଶାସନ ପ୍ରଧାନ(୪୩)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ଶୁଣାଣି କରିଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୧…

ରାମ ମନ୍ଦିର ପ୍ରତିଷ୍ଠା ଦିନ ଏହି ସବୁ ରାଜ୍ୟରେ ସ୍କୁଲ୍-କଲେଜ ଛୁଟି ସହ ବନ୍ଦ ରହିବ ମଦ-ମାଂସ ଦୋକାନ

ରାମ ମନ୍ଦିର ପ୍ରତିଷ୍ଠା ନେଇ ଚଳ ଚଞ୍ଚଳ ଅଯୋଧ୍ୟା ନଗରୀ। ଦୀର୍ଘ ପାଞ୍ଚ ଶହ ବର୍ଷର ଅପେକ୍ଷା ପରେ ଜନ୍ମଭୂମିରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମା ପୂଜା ପାଇବ। ଏଥିପାଇଁ 22 ଜାନୁଆରୀକୁ ଶୁଭ ସମୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ କେବଳ ଯେ…

ଗୁଡ଼ି ସୂତା ଲାଗି ୭ ବର୍ଷର ଶିଶୁ ଗୁରୁତର

ଭୁବନେଶ୍ୱର  : କଲବଲ କରୁଛି ଗୁଡ଼ି ସୂତା । ପୁଣି ବଡ଼ ଅଘଟଣ । ଗୁଡ଼ି ସୂତା ଲାଗି ୭ ବର୍ଷର ଶିଶୁ ଗୁରୁତର। ଗୁରୁତର ଶିଶୁକୁ ପ୍ରଥମେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।…

ତେଲେଙ୍ଗାନାରେ ୧୨,୦୦୦ କୋଟିରୁ ଅଧିକ ପୁଞ୍ଜି ନିବେଶ କରିବ ଆଦାନୀ ଗ୍ରୁପ୍‌

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ ତେଲେଙ୍ଗାନା ରାଜ୍ୟ ସରକାରଙ୍କ ସହଯୋଗରେ ଏକାଧିକ କ୍ଷେତ୍ରରେ ୧୨,୪୦୦ କୋଟି ଟଙ୍କା (୧.୪୯ ବିଲିୟନ ଡଲାର)ରୁ ଅଧିକ ପୁଞ୍ଜି ନିବେଶ କରିବାକୁ ୪ଟି ଚୁକ୍ତି ସ୍ୱାକ୍ଷର କରିଛି। ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ…

ସପରିବାର କଂଗ୍ରେସକୁ ଫେରିଲେ ଗିରିଧର ଗମାଙ୍ଗ

ଭୁବନେଶ୍ବର: କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଆଜି ଦିଲ୍ଲୀ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପତ୍ନୀ ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ଯୋଗ ଦେଇଛନ୍ତି । କଂଗ୍ରେସ…

ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣର ମିଳିତ ତଦନ୍ତ କରିବେ ସିବିଆଇ ଓ ଏସଆଇଟି

କୋଲକାତା: ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କୁ ହୋଇଥିବା ଆକ୍ରମଣ ମାମଲାରେ କାଲକାଟା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ମିଳିତ ତଦନ୍ତ ସିବିଆଇ ଓ ପୁଲିସର  ଏସଆଇଟି ଦ୍ୱାରା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର ପଶ୍ଚିମବଙ୍ଗ ପୁଲିସର ଏସଆଇଟି ଟିମ୍…

ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବ ବେଳେ ଭାବବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନବୀନଙ୍କ ଆଖିରେ ଲୁହ। ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବ ବେଳେ ଭାବବିହ୍ବଳ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ। ଜଗନ୍ନାଥ ଭାବ ପ୍ରେମରେ ନିମଗ୍ନ ହେବା ସହ ନବୀନଙ୍କ ଆଖି ଛଳ ଛଳ ହୋଇଥିଲା। ଆପେଆପେ ଲୁହରେ ଭିଜିଯାଇଥିଲା ଆଖି । ମୁଖ୍ୟମନ୍ତ୍ରୀ ଭକ୍ତି…