ବିଜେପିରେ ଯୋଗ ଦେଲେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଆଜି ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦଳର ରାଜ୍ୟ ସଭାପତି…

ଓଡ଼ିଆ କଳାକାର ଭାଗବତ ପ୍ରଧାନ, ଗୋପୀନାଥ ସ୍ବାଇଁଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ବର: ଭାରତ ସରକାର ୨୦୨୪ ମସିହା ପାଇଁ ସମ୍ମାନ ଜନକ ପଦ୍ମପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ୩୪ ଜଣ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ଏହି ତାଲିକାରେ ୨ ଜଣ ଅଛନ୍ତି। ଏହି ଦୁଇ ପ୍ରତିଭା…

ମେଡିକାଲ କଲେଜ ଚାକିରି ନାଁରେ ଠକେଇ ମାମଲା: ୯ ମାସ ପରେ ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ବସନ୍ତ ଗିରଫ

ସୁନ୍ଦରଗଡ଼: ୯ ମାସ ତଳେ ଚର୍ଚ୍ଚାକୁ ଆସିଥିବା ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଚାକିରି ନାଁରେ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ସୁନ୍ଦରଗଡ଼ କାଙ୍କେରଜୁରା ସ୍କୁଲ୍ ପ୍ରଧାନ ଶିକ୍ଷକ ବସନ୍ତ ତାଜନକୁ ଗୁରୁବାର ଟାଉନ ପୁଲିସ ଗିରଫ କରି…

ପୂର୍ଣ୍ଣ କାର୍ଯ୍ୟକ୍ଷମ ବିମାନବନ୍ଦର ଆଶା ଫିଟିଲା: ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଲେ ଜୁଏଲ

ରାଉରକେଲା: ରାଉରକେଲା ବିମାନବନ୍ଦରରେ ଲାଗିରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସାଂସଦ ଜୁଏଲ ଓରାମ ଆଜି ପୁନର୍ବାର ଦାବି କରିଛନ୍ତି। ବେସାମରିକ ବିମାନ ଚଳାଚଳା ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି ସବିଶେଷ ଆଲୋଚନା କରିବା ସହ ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ…

ମଣ୍ଡିରେ ଭିଜୁଛି ଧାନ, ମିଲରଙ୍କ ମନମାନି ନେଇ ବଢୁଛି ଚାଷୀ ଅସନ୍ତୋଷ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମିଲରଙ୍କ ମନମାନି ଯୋଗୁ ମଣ୍ଡିରେ ପଡ଼ି ରହିଛି ଟ୍ରକ୍‌ଟ୍ରକ୍‌ ଧାନ। ଚାଷୀଙ୍କ ଠାରୁ ଧାନ କିଣା ହୋଇ ମଧ୍ୟ ମଣ୍ଡିରୁ ମିଲକୁ ଉଠି ପାରୁନି ଧାନ। ଫଳରେ ଖରା ବର୍ଷା ଏବଂ ଶୀତ କାକରରେ ପଡି ରହିଛି…

ସମଲେଇ ପ୍ରକଳ୍ପର ଲୋକାର୍ପଣ: ୨୭ରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପ ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ। ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର…

ସାଧାରଣ ନିର୍ବାଚନରେ ହୋମ୍ ଭୋଟିଂ ବ୍ୟବସ୍ଥା: ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ଭୋଟରଙ୍କ ପାଇଁ ଲାଗୁ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରୀ ବ୍ୟବସ୍ଥା ସଂପର୍କରେ ନାନା ତଥ୍ୟ ସାମ୍ନାକୁ ଆସୁଛି। ଏଥର ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି। ଘରେ ରହି ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ଭୋଟର ଭୋଟ୍…

ଟ୍ରେନ୍‌ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ପରେ ରେଳଧାରଣାରୁ ଉଠିଲା ମୃତଦେହ

ରାୟଗଡ଼ା: ବୁଧବାର ରାତି ପ୍ରାୟ ୧୧ଟାରେ ରାୟଗଡ଼ା ଏବଂ ଜେକେପୁର ମଧ୍ୟରେ ଥିବା ଦେବଦଳାଗୁଡା ଗ୍ରାମ ନିକଟରେ ଘଟିଥିବା ଟ୍ରେନ ଧକ୍କାରେ ଦୁଇ ଜଣ ଯୁବକଙ୍କର ଅକାଳ ମୃତ୍ୟୁ ନେଇ ଉତ୍ତେଜିତ ଗ୍ରାମବାସୀ କ୍ଷତିପୂରଣ ପରେ ରେଳଧାରଣାରୁ ମୃତଦେହ ଉଠାଇଛନ୍ତି। ମୃତ…

ମେ’ ୬ରୁ ଓଜେଇଇ: ୩୩ଟି କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ। ଏଥିପାଇଁ ଆଜିଠାରୁ…

ଭୁବନେଶ୍ବରରେ ନବଜାତ ଶିଶୁର ମୃତଦେହ ଜାତୀୟ ରାଜପଥକଡ଼ କଣ୍ଟାବୁଦାରୁ ଉଦ୍ଧାର

ଭୁବନେଶ୍ବର: ପୁଣି ଥରେ ନବଜାତ ଶିଶୁ ଅଲୋଡ଼ା ହୋଇଛି। ରାଜଧାନୀ ଭୁବନେଶ୍ବରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମ‌ଞ୍ଚେଶ୍ବର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥକଡ଼ ଏକ କଣ୍ଟାବୁଦାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ନବଜାତର ଜନ୍ମ ପରେ…