ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି, ପରିକ୍ରମା ପ୍ରକଳ୍ପ ପାଇଁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର: ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ…

ମାଟ୍ରିମୋନିରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ଠକୁଥିଲେ

ଭୁବନେଶ୍ୱର : ଶିକ୍ଷାଗତ ଯୋଗ୍ୟତା ନବମ ଫେଲ୍‌, ହେଲେ କାମ ଥିଲା ଅତି ଚତୁର। ମାଟ୍ରିମୋନି ଆପ୍‌ରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍‌ରେ ଦେଇଥିଲେ ସୁନ୍ଦରୀ ଯୁବତୀଙ୍କ ଫଟୋ। ବିବାହ ପାଇଁ କନ୍ୟା ଖୋଜୁଥିବା ଯୁବକଙ୍କ ସହ ଚାଟ୍‌ କରି…

ଶାମ୍ବ ଦଶମୀ: ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର,୨୦।୧: ଶନିବାର ପବିତ୍ର ଶାମ୍ବ ଦଶମୀ । ଏହି ଅବସରରେ ଅର୍କକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ସୂର୍ଯ୍ୟ ଉପାସକମାନେ ଭୋରୁଭୋରୁ ଚନ୍ଦ୍ରଭାଗାଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ ଦେବା ସହ ସହ…

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଚାରିଲେ-‘ଏ ମାହଲ ମାଣ୍ଡା କେଉଁଠୁ ଆସିଲା’

ଭୁବନେଶ୍ୱର,୨୦।୧: କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଆସିଥିବା ଆଡମିଟ କାର୍ଡରେ ”ମାହାଲ ମାଣ୍ଡା” ନାଁ ଆସିବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଲାଗି ରହିଛି। ଏହାପରେ ପରୀକ୍ଷାର୍ଥୀମାନେ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଦ୍ୱାରା ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା…

କଲରାପତରିଆ ବାଘର ଛାଲ ଜବତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ରାଣୀପଥ ଗାଁ ନିକଟରେ ଏସ୍‌ଟିଏଫ୍ ଟିମ୍ ଆଜି ଚଢ଼ାଉ କରି ଗୋଟିଏ କଲରାପତରିଆ ବାଘର ଛାଲ ଜବତ କରିଛି। ଏହା ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ଯୌତୁକ ପାଇଁ ବଧୂହତ୍ୟା, ଶାଶୁଘର ଲୋକେ ଫେରାର

ସାତ ଜନମର ସାଥୀ ହେବା ପାଇଁ କେତେ ଆଶା ନେଇ ଆସିଥିଲେ ଗୀତା! ହେଲେ ସାତ ଜନମ କଣ, ଏଇ ଜନ୍ମରେ ସାଥ୍‌ ଦେଇପାରିଲାନି ଜୀବନ ସାଥୀ। ଯୌତୁକ ପାଇଁ ପତ୍ନୀକୁ ମାରିଦେଲା! ଅଳତା ଲିଭିବା ଆଗରୁ ଗାଁ ଶ୍ମଶାନରେ ଜଳିଲା…

ଶାମ୍ୱ ଦଶମୀରେ ଅର୍କ କ୍ଷେତ୍ରରେ ବୁଲିଲା ସୂର୍ଯ୍ୟ ରଥ

କୋଣାର୍କ : ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ। ଘରେ ଘରେ ହୋଇଛି ସୂର୍ଯ୍ୟ ପୂଜା। ମହିଳାମାନେ ନିଜ ପରିବାରକୁ ବ୍ୟାଧି ମୁକ୍ତ ରଖିବା ପାଇଁ ସକାଳେ ସୂର୍ଯ୍ୟ, ମଧ୍ୟାହ୍ନ ସୂର୍ଯ୍ୟ ଓ ଅପରାହ୍ନ ସୂର୍ଯ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ପୂଜା କରିଛନ୍ତି।…

କ୍ରିପ୍ଟୋ କରେନ୍ସି କାରବାର ନାଁରେ ନୀରିହ ଲୋକଙ୍କ ଭବିଷ୍ୟତ ସହ ଖେଳିଥିବା ପ୍ରଶାନ୍ତଙ୍କ ସହ ୭ ଗିରଫ

ବଲାଙ୍ଗୀର : ପ୍ରଶାନ୍ତ ମେହେର 12th ଫେଲ୍‌ ! କିନ୍ତୁ କ୍ରିପ୍ଟୋ କରେନ୍ସି କାରବାର ନାଁରେ ନୀରିହ ଲୋକଙ୍କ ଭବିଷ୍ୟତ ସହ କରୁଥିଲା ଖେଳ। ଆଉ ଲୋଭ ଦେଖାଇ ଲୁଟି ନେଇଥିଲା ୧୦ କୋଟିରୁ ଅଧିକ ଟଙ୍କା। ସେହି ଟଙ୍କାରେ ନାମୀଦାମୀ…

ଆଗାମୀ ତିନି ଦିନ ପଡ଼ିବ ଘନ କୁହୁଡ଼ି, ୨୬ ଯାଏଁ ଅଛି ବର୍ଷା

ଭୁବନେଶ୍ବର : ଆଗାମୀ ତିନି ଦିନ ରାଜ୍ୟର କିଛି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ସେଥିପାଇଁ ସଂପୃକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ସେହିପରି ଆଗାମୀ ୬ ଦିନ ଯାଏ ଅର୍ଥାତ୍ ୨୬…

ବାପାଙ୍କ ପରେ ‘ଜଙ୍ଘା ବଡ଼ଦେଓ’ଙ୍କୁ କାନ୍ଧେଇଲେ ବିଧାୟିକା ଦୀପାଳି ଦାସ

ଝାରସୁଗୁଡ଼ା : ବାପା ସ୍ୱର୍ଗତ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ‘ଜଙ୍ଘା ବଡ଼ଦେଓ’ଙ୍କୁ ପୂଜା କରିଛନ୍ତି ବିଜେଡି ବିଧାୟିକା ଦୀପାଳି ଦାସ। ସେ ଖାଲି ପୂଜା କରିନାହାନ୍ତି, ‘ଜଙ୍ଘା ବଡ଼ଦେଓ’ଙ୍କୁ କାନ୍ଧେଇ ନୃତ୍ୟ ପରିବେଷଣ କରିଛନ୍ତି। ବାପାଙ୍କ କଥା ମନେ…