ନାଇଟ୍ ପାଟ୍ରୋଲିଂ ବେଳେ ମାଡ଼ ଘଟଣା: ASIଙ୍କ ସମେତ ୪ ପୁଲିସ୍ କର୍ମଚାରୀଙ୍କ ବଦଳି
ଭଦ୍ରକ : ନାଇଟ୍ ପାଟ୍ରୋଲିଂ ବେଳେ ଗୋପୀନାଥ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାରେ ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନାର ଜଣେ ଏଏସ୍ଆଇଙ୍କ ସମେତ ୪ ପୁଲିସ୍ କର୍ମଚାରୀଙ୍କୁ ବଦଳି କରାଯାଇଛି। ସେମାନଙ୍କୁ ଭଦ୍ରକ ଜିଲ୍ଲା ପୁଲିସ୍…