କୋଟିପତି ଏମଭିଆଇ ପଞ୍ଚାନନ ବେହେରା ଗିରଫ

ଭୁବନେଶ୍ୱର : କୋଟିପତି ଏମଭିଆଇ ଗିରଫ । ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ପାଖରେ ଆୟ ଠାରୁ ୨୯୩ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି । ତାଙ୍କର ଭୁବନେଶ୍ବରରେ…

ପରଲୋକରେ ଆଳିର ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀ

ଆଳି/ରାଜକନିକା : ପରଲୋକରେ ଆଳିର ପୂର୍ବତନ ବିଧାୟିକା ତଥା ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ମାଆ ସୁଶ୍ରୀ ଦେବୀ। ୭୩ ବର୍ଷ ବୟସରେ ଆଜି କଟକ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ୧୦ ଅକ୍ଟୋବର ୧୯୫୦ରେ ଜନ୍ମ ଗ୍ରହଣ କରିଥିବା ସୁଶ୍ରୀ…

ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ମୟୂରଭଞ୍ଜ: ପ୍ରେମିକ ଦିଅର ଆଗରେ ସ୍ୱାମୀ ହେଲା ତୁଚ୍ଛ । ସ୍ୱାମୀ ଏବଂ ପ୍ରେମିକ ଦିଅର ମଧ୍ୟରେ ଝଗଡା ହେବାରୁ ପ୍ରେମିକ ପକ୍ଷରେ ରହି ସ୍ୱାମୀକୁ କାଠ ଫାଳିଆରେ ବାଡେଇ ମାରିଲା ସ୍ତ୍ରୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଉଦଳା…

ଭୁବନେଶ୍ୱରରୁ ଅନ୍ତଃରାଜ୍ୟ ଠକଙ୍କୁ ଗିରଫ କଲା EOW

ଭୁବନେଶ୍ୱର : ଚାକିରି ନାଁରେ ଠକେଇ। ୩ ଜଣ ଅନ୍ତଃରାଜ୍ୟ ଠକଙ୍କୁ ଗିରଫ କଳା EOW। ଭୁବନେଶ୍ୱରରୁ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW। ହାଇଦ୍ରାବାଦର ୨ ଜଣ ଓ ବାଲେଶ୍ୱରର ଜଣେ ଗିରଫ। ଏମାନଙ୍କ ପାଖରୁ ଲ୍ୟାପଟପ୍, ୮ଟି ମୋବାଇଲ,…

ମାରୁତି ଦ୍ୱିତୀୟ ଉତ୍ପାଦନ କାରଖାନା ଗୁଜରାଟରେ ସ୍ଥାପନ କରିବ

ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆ ଗୁଜୁରାଟରେ ଏହାର ଦ୍ୱିତୀୟ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ୩୫,୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ସୁଜୁକି ମୋଟର କର୍ପୋରେସନର ସଭାପତି ତୋଶିହିରୋ ସୁଜୁକି ବୁଧବାର କହିଛନ୍ତି। ଗାନ୍ଧିନଗରରେ ଆୟୋଜିତ ଦଶମ ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ୍‌…

ସେନା ବନାମ ସେନା: ଉଦ୍ଧବ ଠାକେରଙ୍କୁ ବଡ଼ ଝଟକା, ସିନ୍ଦେ ସରକାରର ବିଜୟ

ସୁପ୍ରିମକୋର୍ଟଙ୍କ ଛାଟ ପରେ ଶିବସେନା ବନାମ ଶିବସେନା ବିବାଦ ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ରର ବିଧାନସଭା ବାଚସ୍ପତି ରାହୁଲ ନାରୱେକର। ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ସହ ଥିବା ବିଧାୟକଙ୍କ ପଦ କାଏମ ରଖିଛନ୍ତି। ସିନ୍ଦେ ଗୋଷ୍ଠୀ…

ନବଜୋତ ସିଂ ସିଦ୍ଧୁଙ୍କ ରାଲିକୁ ନେଇ କଂଗ୍ରେସରେ ତୀବ୍ର ଅସନ୍ତୋଷ

ଚଣ୍ଡୀଗଡ଼: କଂଗ୍ରେସର ବରିଷ୍ଠ ନେତା ନବଜୋତ ସିଂ ସିଦ୍ଧୁଙ୍କ ଦ୍ୱାରା କରାଯାଉଥିବା ରାଲିକୁ ବିରୋଧ କରି ପଞ୍ଜାବ କଂଗ୍ରେସର ଅନେକ ନେତାଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି | ଆଉ ଏହାକୁ ନେଇ ଦଳର ନବନିଯୁକ୍ତ ପଞ୍ଜାବ ପ୍ରଭାରୀ ଦେବେନ୍ଦ୍ର ଯାଦବ କହିଛନ୍ତି…

ବାଣପୁରକୁ ୩୩କୋଟି, ଫ୍ରେବୃଆରି ଶେଷରେ ଚିଲିକାକୁ ଗଡ଼ିବ ଲକ୍ଷ୍ମୀ ବସ୍ : କାର୍ତ୍ତିକ ପାଣ୍ଡିଆନ

ଖୋର୍ଦ୍ଧା: ବାଣପୁରକୁ ୩୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର ପାଇଁ ପ୍ରତିଶ୍ରୁତି । ଚିଲିକା ନିର୍ବାଚନୀମଣ୍ଡଳୀରେ ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଗଡିବ । ଆସନ୍ତା ପ୍ରେବୃଆରି ଶେଷ ଆଡକୁ ଏହାର ଶୁଭାରମ୍ଭ ହେବ ବୋଲି କହିଛନ୍ତି 5T ଓ ନବୀନ ଓଡିଶା…

ଶ୍ରୀଜଗନ୍ନାଥ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ଗଡ଼ିବ ସ୍ୱତନ୍ତ୍ର ବସ୍। ଶ୍ରୀଜଗନ୍ନାଥ ବସରେ ପୁରୀ ଆସିବେ ଶ୍ରଦ୍ଧାଳୁ। ୬୦ଟି ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ପୁରୀକୁ ଆସିବେ। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ବସର ଶୁଭାରମ୍ଭ କରିବେ। ଏନେଇ…

ରାଜଧାନୀରେ ଚୋରକୁ ଧରିବ Google ମ୍ୟାପ୍

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି ଡ଼କାୟତି । ଗତ କିଛି ଦିନ ହେବ ଘରେ ପଶି କଳା କନା ବୁଲାଇବା ଠାରୁ ଆରମ୍ଭ କରି ରାସ୍ତାରେ ଚେନ୍ ଲୁଟେରାଙ୍କ ପ୍ରାଦୁର୍ଭାବ ବଢୁଛି । ଏଭଳି ଘଟଣା ପୋଲିସ…