ଲାଞ୍ଚନେଇ ଧରାପଡିଲେ ଆରଆଇ ଓ ଏଆରଆଇ
ସୁବର୍ଣ୍ଣପୁର : ଲାଞ୍ଚ ନେବା ହେଲା କାଳ l ଲାଞ୍ଚନେଇ ଧରାପଡିଲେ ଆରଆଇ ଓ ଏଆରଆଇ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ସର୍କଲର ଆରଆଇ ରାଜେନ୍ଦ୍ର ମିଶ୍ର ଏବଂ ଏଆରଆଇ ପଞ୍ଚାନନ ଡାଙ୍ଗ ଆଜି ଲାଞ୍ଚନେଇ ଭିଜିଲାନ୍ସ…
ସୁବର୍ଣ୍ଣପୁର : ଲାଞ୍ଚ ନେବା ହେଲା କାଳ l ଲାଞ୍ଚନେଇ ଧରାପଡିଲେ ଆରଆଇ ଓ ଏଆରଆଇ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ସର୍କଲର ଆରଆଇ ରାଜେନ୍ଦ୍ର ମିଶ୍ର ଏବଂ ଏଆରଆଇ ପଞ୍ଚାନନ ଡାଙ୍ଗ ଆଜି ଲାଞ୍ଚନେଇ ଭିଜିଲାନ୍ସ…
ଭୁବନେଶ୍ୱର: ଝାରସୁଗୁଡାର ବିଧାନସଭା ଅଧୀନରେ ହୋଇଥିବା ଭୋଟିଂ ମେସିନର ପୁନଃ ଯାଂଚ ହେବ। ଝାରସୁଗୁଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଲି ଦାସ ଏ ନେଇ କରିଥିବା ଆବେଦନକୁ ନିର୍ବାଚନ କମିଶନ ଗ୍ରହଣ କରିଛନ୍ତି। ଝାରସୁଗୁଡ଼ାରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ…
ଅବକାରୀ ନୀତି ଦୁର୍ନୀତି ମାମଲାରେ ଜାମିନ ପାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜୋରଦାର ଝଟକା ଲାଗିଛି। ତଳ କୋର୍ଟ ଦେଇଥିବା ଜାମିନ ନିର୍ଦ୍ଦେଶ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ଅସ୍ଥାୟୀ ଭାବେ ରୋକ ଲଗାଇ ଦେଇଛନ୍ତି। ଫଳରେ ତିହାର ଜେଲରୁ ଆଜି…
ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଛି। ଗ୍ରୀଷ୍ମ ଲହରିରେ ବ୍ରେକ୍ ଲାଗିଛି। ଲୋକଙ୍କୁ ଆଶ୍ବସ୍ତି ମିଳିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ…
ଭୁବନେଶ୍ବର: ହକି ପାଇଁ ଓଡ଼ିଶାକୁ ବିଶ୍ଵରେ ଗୋଟିଏ ଅଲଗା ପରିଚୟ ମିଳିଛି। ଭାରତୀୟ ହକି ଦଳର ବିକାଶରେ ଓଡ଼ିଶାର ପ୍ରଶଂସନୀୟ ଅବଦାନ ରହିଛି ବୋଲି ରାଜ୍ୟ ଅତିଥି ଭବନ ଠାରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ…
ପ୍ରାୟ ଅଢ଼େଇ ବର୍ଷ(୩୧ ମାସ) ପରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ବିଧାନସଭାକୁ ଫେରିଛନ୍ତି। ୨୦୨୧ର ପ୍ରତିଜ୍ଞା ପୂରଣ ହେବାରୁ ସେ ବିଧାନସଭାରେ ପାଦ ରଖିଛନ୍ତି। ୩୧ ମାସ ତଳେ ଏହି ବିଧାନସଭାରେ ତାଙ୍କ ପରିବାର ଲୋକଙ୍କ…
ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଶୃଙ୍ଖଳିତ ସ୍ନାନଯାତ୍ରା ନେଇ ପୁରୀ ଏସପି ପିନାକ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ନେଇ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମୁଦାୟ ୪ ଜଣ ଏସପି…
ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପିଏ ପ୍ରୀତମ କୁମାରଙ୍କ ଲିଙ୍କ ନିଟ ପେପର ଲିକ ସହ ରହିଥିବା ଅଭିଯୋଗ ହୋଇଛି। ବିହାରର ଉପ ମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଏପରି ଅଭିଯୋଗ ଆଣିବା ପରେ ତଦନ୍ତକାରୀ ସଂସ୍ଥା ମଧ୍ୟ ତେଜସ୍ୱୀଙ୍କ ପିଏ ପ୍ରୀତମ…
ଅନୁଗୁଳ: ଓଡ଼ିଶାରେ ପୁଣି ଜାପାନିଜ୍ ଏନ୍ସେଫାଲିଟିସ୍ (ଜେଇ) ଆତଙ୍କ ଦେଖା ଦେଇଛି । ଏହି ଜେଇ ରୋଗରେ ଅନୁଗୁଳ ଜିଲ୍ଲାରୁ ୪ ଜଣ ପୀଡ଼ିତ ଥିବା ଜଣାପଡ଼ିଛି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ତନାଘନା ଆରମ୍ଭ କରିଛି । ଅନୁଗୁଳରେ…
ଭୁବନେଶ୍ବର: କେତେକ ଅସନ୍ତୁଷ୍ଟ କର୍ମୀ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରିଥିବା ଜଣାଯାଇଛି। ସେମାନେ ମୁହଁରେ ମୁଖା ପିନ୍ଧି ଆସି କାଳିମାଡ଼ କରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଯୁବକମାନେ କାଳିମାଡ଼ କରିବା ସହ ପିସିସି ସଭାପତିଙ୍କ ବିରୋଧରେ…