ରାଜ୍ୟରେ ଅଂଶୁଘାତ ନେଲାଣି ୪୧ ଜୀବନ
ରାଜ୍ୟରେ ଚଳିତ ବର୍ଷ ଏଯାବତ୍ ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ସତ୍ୟବ୍ରତ ସାହୁ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଂଶୁଘାତଜନିତ ମୃତ୍ୟୁ ନେଇ ୧୬୧ଟି ଅଭିଯୋଗ ଆସିଥିଲା। ଶବ ବ୍ୟବଚ୍ଛେଦ ଓ…
ରାଜ୍ୟରେ ଚଳିତ ବର୍ଷ ଏଯାବତ୍ ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ସତ୍ୟବ୍ରତ ସାହୁ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଂଶୁଘାତଜନିତ ମୃତ୍ୟୁ ନେଇ ୧୬୧ଟି ଅଭିଯୋଗ ଆସିଥିଲା। ଶବ ବ୍ୟବଚ୍ଛେଦ ଓ…
ଭୁବନେଶ୍ବର: ଗତ ୧୩ ତାରିଖରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିଦିଆଯିବା ପରେ ସିଂହଦ୍ବାର ସାମ୍ନାରେ ଆଉ ପୂର୍ବଭଳି ଭିଡ଼ ରହୁନାହିଁ ଏକଥା ସତ। କିନ୍ତୁ ଶ୍ରୀମନ୍ଦିର ପରିସର ଭିତରେ ପ୍ରବଳ ଭିଡ଼ ଲାଗି ରହୁଛି। ଶ୍ରୀ ମନ୍ଦିରର ଚାରି ଦ୍ୱାର ଖୋଲିବାକୁ…
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ଗଣ୍ଡଗୋଳ। ପରସ୍ପରକୁ ଢେଲା ପଥର ମାଡ଼ କରିଛନ୍ତି। ଏଥିରେ ୪ରୁ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ବାଲେଶ୍ୱର ଟାଉନ୍ରେ । ଏହି ଗଣ୍ଡଗୋଳ ଯୋଗୁଁ ଟାଉନ ଥାନା ପୀର…
ଭୁବନେଶ୍ବର: ଦେଶରେ ମୌସୁମୀ ଆଗମନର ୨ ସପ୍ତାହ ଅତିକ୍ରମ କରିଛି, କିନ୍ତୁ ଗ୍ରୀଷ୍ମ ପ୍ରବାହରେ ଲଗାମ ଲାଗୁ ନାହିଁ। ବରଂ ପ୍ରବଳ ଖରା ଓ ଗରମରେ ଓଡ଼ିଶା ଭାଜି ହେଉଛି। ଗ୍ରୀଷ୍ମଲହରି ଆହୁରି ଜାରି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…
ପଶ୍ଚିବମଙ୍ଗର ସିଲିଗୁଡ଼ି ଠାରେ ଆଜି କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଗୋଟିଏ ମାଲବାହୀ ଟ୍ରେନ ଧକ୍କା ଦେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୩୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଯୋଗୁ ସିଆଲଦାକୁ ଯାଉଥିବା କାଞ୍ଚନଜଙ୍ଗା ଟ୍ରେନର ୩ଟି ବିଗ କ୍ଷତିଗ୍ରସ୍ତ ହୋଇଛି।…
ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା ସୋମବାର ନିଜ ବିଭାଗର ସମୀକ୍ଷା କରିଛନ୍ତି । ପୋଖରୀପୁଟ ସ୍ଥିତ ମିଶନ ଶକ୍ତି ଭବନରେ ପହଞ୍ଚି ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ଓ ମିଶନ ଶକ୍ତି ନିର୍ଦ୍ଦେଶକ ବିନୀତ ଭରଦ୍ବାଜଙ୍କ…
ଭୁବନେଶ୍ବର: ଛୁଟି ଦିନରେ ବି କାମ ଚାଲିଛି। ଓଡ଼ିଶାରେ ୩୬୫ ଦିନ କାମ ହେବ। ଏଭଳି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ଥିଲା।…
ନିଜର କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର। ଅଭ୍ୟାସଗତ ଭାବେ ବିଳମ୍ବରେ ଅଫିସ ଆସି ଶୀଘ୍ର ଯାଉଥିବା କର୍ମଚାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ବିଳମ୍ବରେ ଆସି ଶୀଘ୍ର ଅଫିସ ଛାଡ଼ୁଥିବା ଘଟଣାକୁ ଅଧିକୃତ ଅଧିକାରୀମାନେ ଗୁରୁତ୍ୱର ସହ ନେବାକୁ…
ଭୁବନେଶ୍ୱର: ପଶ୍ଚିମବଙ୍ଗର ଜଳପାଇଗୁଡି ନିକଟରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ ରେ ପୋଷ୍ଟ କରି ଏହି ଘଟଣା ଅତ୍ୟନ୍ତ…
ଭୁବନେଶ୍ବର: କୃଷି ବିଭାଗ ଦାୟିତ୍ୱ ନେବା ପରେ କୃଷି ଭବନରେ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ। ସେ କୃଷି ଭବନ ଯାଇ ବୁଲି ଦେଖିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ କୃଷି କ୍ଷେତ୍ରରେ କିଭଳି ପ୍ରଗତି ହେବ,…