ସ୍ଵାତି ମାଲିୱାଲଙ୍କ ଘଟଣାରେ ଆପ୍କୁ ନଡ୍ଡାଙ୍କ କଡା ସମାଲୋଚନା
ନୂଆଦିଲ୍ଲୀ: ହିମାଚଳପ୍ରଦେଶର ଚମ୍ବାଠାରେ ଏକ ନିର୍ବାଚନ ରାଲିରେ ବିଜେପି ଅଧ୍ୟକ୍ଷ କଂଗ୍ରେସ ଏବଂ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ଉପରେ ଆକ୍ରମଣ କରିଛି। ସେ ରାହୁଲ ଗାନ୍ଧୀଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ନଡ୍ଡା କହିଛନ୍ତି ଯେ ଆଜିକାଲି ରାହୁଲ ଗାନ୍ଧୀ…
