ମଣିପୁରରେ ପୁଣି ହିଂସା, କମାଣ୍ଡୋଙ୍କୁ ଗୁଳି କରି ହତ୍ୟା
ମଣିପୁରରେ ଥମୁନି ହିଂସା। ପୁଣି ଏଠାରେ ସୁରକ୍ଷାକର୍ମୀ ଓ ଦୁର୍ବୃତ୍ତ ମୁହାଁମୁହିଁ ହୋଇଛନ୍ତି। ମଣିପୁରର ତେଙ୍ଗନୋଉପଲ ଜିଲ୍ଲାର ସୀମାବର୍ତ୍ତ ସହର ମୋରେହରେ ସୁରକ୍ଷାକର୍ମୀ ଓ କୁକି ସମ୍ପ୍ରଦାୟର କିଛି ଦୁର୍ବୃତ୍ତ ମଧ୍ୟରେ ଗୁଳିମାଡ ହୋଇଛି। ଏନେଇ ପୁଲିସ ସୂଚନା ଦେଇଛି। ସୂଚନା ମୁତାବକ, ଦୁର୍ବୃତ୍ତମାନେ…