ବସ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୧୨ ଯାତ୍ରୀ ଆହତ

ନୂଆପଡା : ବସ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୧୨ ଯାତ୍ରୀ ଆହତ। ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥର ତରବୋଡ଼ ସମ୍ଭବ ପ୍ରୋଜେକ୍ଟ ନିକଟରେ ଦୁର୍ଘଟଣା ଘଟିଛି । ଏଥିରେ ମୋଟ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ତରବୋଡ ସ୍ବାସ୍ଥ୍ୟକେନ୍ଦ୍ର…

ବଜ୍ରକାପ୍ତା ଡିଲ୍‌ ବେଳେ ୩ ଜଣଙ୍କୁ ମାଡ଼ି ବସିଲା ବନ ବିଭାଗ

ନବରଙ୍ଗପୁର ବନବିଭାଗକୁ ମିଳିଛି ସଫଳତା। ଜୀବନ୍ତ ବଜ୍ରକାପ୍ତା ମୁଲଚାଲ ସମୟରେ ମାଡି ବସିଲା ବନବିଭାଗ। ୩ ଅଭିଯୁକ୍ତ ଗିରଫ ବନ ବିଭାଗ। କୋଡିଙ୍ଗା ବନାଞ୍ଚଳ ଅଞ୍ଚଳରେ ବଜ୍ରକାପ୍ତାର ମୁଲଚାଲ ହେଉଥିବା ବିଶେଷସୂତ୍ରରୁ ଖବର ପାଇଁ ବନ ବିଭାଗ ଚଢ଼ଉ କରି ଅଭିଯୁକ୍ତଙ୍କୁ…

ବିଗୁଡୁଛି ଏୟାର କ୍ୱାଲିଟି, କେନ୍ଦ୍ର ନେଲା ବଡ଼ ନିଷ୍ପତ୍ତି

କଲବଲ କରୁଛି କୁହୁଡ଼ି। ଘନ କୁହୁଡି ଯୋଗୁ ଜିରୋ ଭିଜିବଲିଟି ପରିସ୍ଥିତି ସୃଷ୍ଟି ହୋଇଛି। ତା'ସହ ପ୍ରଦୂଷଣ ମାତ୍ର ମଧ୍ୟ ବଢ଼ିବାରେ ଲାଗିଛି। ବିଗିଡି ଯାଇଛି ଏୟାର କ୍ୱାଲିଟି। ଏହାକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବାୟୁର…

ବିନା ଟ୍ରେନିଙ୍ଗରେ ଏଭରେଷ୍ଟ ଚଢ଼ିଲେ ଓଡିଆ ମହିଳା ମମତା

କଟକ : ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ହେଉଛି ଏଭରେଷ୍ଟ, ଆଉ ଏହି ଏଭରେଷ୍ଟ ଚଢ଼ିଲେ ଓଡିଆ ଝିଅ । ଯାହାପରେ ଓଡିଆ ଝିଅ ହାସଲ କରିଛନ୍ତି ବଡ ସଫଳତା । ଏଭରେଷ୍ଟର ବେସ କ୍ୟାମ୍ପ ଆରୋହଣ କରିଛନ୍ତି ଓଡିଶାର ମହିଳା। ଓଡ଼ିଆ ମହିଳା…

ମାର୍ଚ୍ଚ ୧୫ ପୂର୍ବରୁ ମାଳଦ୍ୱୀପ ଛାଡନ୍ତୁ ଭାରତୀୟ ସେନା

ଭାରତ ଓ ମାଳଦ୍ୱୀପର ସମ୍ପର୍କ ଦିନକୁ ଦିନ ବିଗିଡିବାରେ ଲାଗିଛି। ରାଜନୈତିକ ବିବାଦ ଭିତରେ ଭାରତକୁ ନାଲି ଆଖି ଦେଖାଇଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଭାରତୀୟ ସେନାଙ୍କୁ ମାଳଦ୍ୱୀପ ଛାଡିବାକୁ ସେ କହିଛନ୍ତି। ଚୀନ୍‌ରୁ ଫେରିବା…

ପରିକ୍ରମା ପ୍ରକଳ୍ପରେ ମନ ମୋହୁଛି ସବୁଜବଳୟ

ପୁରୀ: ବହୁ ବର୍ଷର ଅପେକ୍ଷା ପରେ ଶେଷରେ ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହୋଇଛି। ଖଣ୍ଡୋଲାଇଟ୍‌ ପଥରରେ ନିର୍ମିତ କଳାକୃତି କଳିଙ୍ଗ ଉତ୍କର୍ଷ କଳାର ଗାଥା ବଖାଣୁଛି । ଆଉ ମାତ୍ର ୫ଦିନ ଅର୍ଥାତ୍ ଜାନୁଆରୀ ୧୭ତାରିଖରେ ଲୋକାର୍ପଣ…

ଫସିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, ମାମଲା ରୁଜୁ

ଆଇନ ଜାଲରେ ଫସିଲେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀ। ବଢ଼ିଲା ତାଙ୍କ ଅଡୁଆ। ତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ତେଲେଙ୍ଗାନା କଂଗ୍ରେସର ଜଣେ ନେତା ତାଙ୍କ ବିରୋଧରେ ଆଣିଲେ ଅଭିଯୋଗ। ଏହାକୁ ଆଧାର କରି ପୁଲିସ ଉପ-ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫ୍‌ଆଇଆର୍‌…

ବାଲେଶ୍ବରରୁ ନିର୍ବାଚନ ଲଢ଼ିବେନି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର  : ବାଲେଶ୍ବରରୁ ଲଢ଼ିବେନି ଅଶ୍ବିନୀ। ବାଲେଶ୍ବରରୁ ନିର୍ବାଚନ ଲଢ଼ିବେନି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କଟକରୁ ଲଢ଼ିବା ନେଇ ସମ୍ଭାବନା ଅଧିକା ରହିଛି । ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ ଖାଲି ଏତିକି କହିଛନ୍ତି,…

ସାଂସଦ ବ୍ରିଜଭୂଷଣ ଓ ସଞ୍ଜୟ ସିଂହଙ୍କୁ ବୋମା ଲଗାଇ ଉଡ଼ାଇ ଦେବାକୁ ଧମକ

କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପିର ବାହୁବଳି ସାଂସଦ ବ୍ରିଜଭୂଷଣ ଶରଣ ସିଂହ ଙ୍କୁ ହତ୍ୟା ଧମକ। କେବଳ ସେତିକି ନୁହେଁ ଭାରତୀୟ କୁସ୍ତି ମହାସଂଘର ନିଲମ୍ବିତ ସଞ୍ଜୟ ସିଂହଙ୍କୁ ମଧ୍ୟ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି।…

ଯାଜପୁରରେ ଚାଞ୍ଚଲ୍ୟ, ବାଡିପଟରୁ ମିଳିଲା ଶିଶୁର କଟାମୁଣ୍ଡ

ଯାଜପୁର: ଯାଜପୁରରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଘରପଛ ବାଡିରୁ ଏକ ଶିଶୁର କଟା ମୁଣ୍ଡ ଉଦ୍ଧାର କରାଯାଇଛି । ଯାଜପୁର ରୋଡ ଥାନା ଶଙ୍ଖଚିଲା ରାଧାନଗର ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନିୟ ଘଟଣା । ମୃତ ଶିଶୁର…