ସ୍କୁଲ ନିକଟରୁ ଜବତ ହେଲା ବିପୁଳ ବିସ୍ଫୋରକ ସାମଗ୍ରୀ, ହାଇ ଆଲର୍ଟ

ସ୍କୁଲ ନିକଟରୁ ଜବତ ହେଲା ବିପୁଅ ବିସ୍ଫୋରକ ସାମଗ୍ରୀ। ଏକ ଟ୍ରାକ୍ଟର ଭିତରୁ ଜିଲେଟିନ୍‌ ଛଡ ଓ ଡେଟୋନେଟର୍ସ ଜବତ ହୋଇଛି। ଏହାକୁ ନେଇ ଆକ୍ସନ ମୁଡ୍‌କୁ ଆସିଛି ପୁଲିସ। ଚାରିଆଡେ ହାଇ ଆଲର୍ଟ ଜାରି ହୋଇଛି। ରବିବାର ରାତିରେ ଏହି…

ଟ୍ରାଫିକ୍‌ ସିଗନାଲ୍‌ ଭାଙ୍ଗିଲେ ଗାଡ଼ି ଜବତ ସହ ରଦ୍ଦ ହେବ ଡିଏଲ୍‌

ଭୁବନେଶ୍ବର: ଏଣିକି ଆଉ ଟ୍ରାଫିକ୍‌ ସିଗନାଲ୍ ଡେଇଁ ଯାଇପରିବେନି ଅମାନିଆ ଡ୍ରାଇଭର । କଡ଼ା କଡ଼ି ହେଲା ଟ୍ରାଫିକ ବ୍ୟବସ୍ଥା । ଟ୍ରାଫିକ୍ ପୋଷ୍ଟରେ ରେଡ୍ ଲାଇଟ୍ ଜଳିବା ପରେ ନିୟମ ଭାଙ୍ଗି ଗଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଫାଇନ…

ପୁରୀରେ ପିଲା ଚୋରୀ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼

ପୁରୀ: ପୁରୀରେ ମାତିଛନ୍ତି ପିଲାଚୋର । ପିଲାଚୋରୀ ସନ୍ଦେହରେ ୩ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକ ନିସ୍ତୁକ ମାଡ଼ ମାରି ଲହୁଲହାଣ କରିଛନ୍ତି । ପିଲା ଚୋର ସନ୍ଦେହରେ ଏହି ଯୁବକମାନେ ଗାଁରେ ପଶିଥିବା ଭାବି ଗାଁ ଲୋକେ ନିସ୍ତୁକ ମାଡ଼…

JMM ଛାଡି ସଙ୍ଗେ ସଙ୍ଗେ ବିଜେପିରେ ସାମିଲ ହେଲେ ସୀତା ସୋରେନ୍‌

ବିଜେପିରେ ସାମିଲ ହେଲେ ଜେଏମ୍‌ଏମ୍‌(ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା)ର ପ୍ରମୁଖ ଶିବୁ ସୋରେନ୍‌ଙ୍କ ବଡ ବୋହୂ ସୀତା ସୋରେନ୍‌। କିଛି ସମୟ ପୂର୍ବେ ସେ ଜେଏମ୍‌ଏମ୍‌ର ପଦ ଓ ପ୍ରାଥମିକତା ସଦସ୍ୟରୁ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଥିଲେ। ଏହାର ତୁରନ୍ତ ପରେ…

ଚଳନ୍ତା ବସରେ ହଠାତ୍ ଅସୁସ୍ଥ ହୋଇପଡିଲେ ଡ୍ରାଇଭର, ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍

କଟକ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ ତାକୁ କି କରିପାରେ ବଳବନ୍ତ। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କଟକରେ । ଚଳନ୍ତା ବସରେ ଘଟିଛି ଦୁର୍ଘଟଣା। ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୂଚନା ଅନୁସାରେ, ଚଳନ୍ତା ବସରେ ହଠାତ୍…

ଅଲିଭ ରିଡଲେ ସୁରକ୍ଷା ପାଟ୍ରୋଲିଂ ବେଳେ ଆକ୍ରମଣ

ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନ କର୍ମଚାରୀଙ୍କୁ ଆକ୍ରମଣ । ଗତକାଲି ବନବିଭାଗର ଏକ ୧୧ ଜଣିଆ ଟିମ୍ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ହୁକିଟୋଲା ଫ୍ରଣ୍ଟ ଅଞ୍ଚଳକୁ ଯାଇଥିଲେ । ମହାନଦୀ ପାଖରେ ବିରଳ ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଂ…

ନିର୍ବାଚନ ପ୍ରସ୍ତୁତି ନେଇ ଓଡ଼ିଶା ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଆଗାମୀ ନିର୍ବାଚନ ପାଇଁ ଡିଜି କ୍ୟାମ୍ପ୍ ଅଫିସରେ ଓଡିଶା ପୋଲିସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ଏଡିଜି ହେଡକ୍ବାଟର ଆରକେ ଶର୍ମା,…

ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା

ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ। ଜଗତସିଂହପୁର ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାରେ ସେ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ, ଗୃହ ବିଭାଗ ସଚିବ ଓ…

ସୁନ୍ଦରଗଡ଼ ଜିଲ୍ଲାରେ ମହାବଳ ବାଘ ଠାବ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ମହାବାଳ ବାଘ ଠାବ ହୋଇଛି । ଦୀର୍ଘ ଦୁଇ ଦଶନ୍ଧି ପରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବନବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ ମହାବଳ ଟ୍ରାପ୍ ହେବା ପରେ ଏହି ଖବର ସାମ୍ନାକୁ ଆସିଛି…

ଆଜାମ ଖାନଙ୍କୁ ପୁଣି ୭ ବର୍ଷ ଜେଲ୍‌

ଜେଲରେ ଥିବା ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କୁ ପୁଣି ଝଟକା। ୨୦୧୬ ମସିହା ଡୁଙ୍ଗାରପୁର ମାମଲାରେ ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟ ତାଙ୍କୁ ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି।…