ଆସନ୍ତାକାଲି ଓଡିଶା ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷର…

WFI ଉପରୁ ହଟିଲା ବ୍ୟାନ୍‌, ଭାଙ୍ଗିଲା ଆଡ ହକ୍ କମିଟି

ଭାରତୀୟ କୁସ୍ତି ମହାସଂଘ ତଥା ଡବ୍ଲୁଏଫ୍ଆଇ ଉପରୁ ହଟିଲା ବ୍ୟାନ୍‌। ଏଥିସହ ଭାରତୀୟ କୁସ୍ତି ମହାସଂଘ ପାଇଁ ଗଠନ କରିଥିବା ଆଡ୍‌ ହକ୍ କମିଟିକୁ ମଧ୍ୟ ଭଙ୍ଗ କରାଯାଇଛି। ଏନେଇ ଇଣ୍ଡିଆନ୍‌ ଅଲିମ୍ପିକ୍ ଆସୋସିଏସନ୍‌ ଘୋଷଣା କରିଛି। ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ…

‘ଜନଜାତି ସମ୍ପ୍ରଦାୟ ପାଇଁ ସରକାର ଅନେକ ଉନ୍ନତିମୂଳକ ପଦକ୍ଷେପ ନେଇଛନ୍ତି’

ଭୁବନେଶ୍ବର: ବିଜେଡି ଜାତୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଜନଜାତି ସମ୍ପ୍ରଦାୟ ଉପରେ ଗୁରୁତ୍ବାରୋପ କରିଛନ୍ତି । ସେ କହିଛନ୍ତି ଯେ, ଜନଜାତି ସମ୍ପ୍ରଦାୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହା ଓଡ଼ିଶାରେ ୨୨.୮% ବା ଏକ କୋଟି ଲୋକ । ଏମାନଙ୍କ…

ଇଞ୍ଜିନିୟର ଛାତ୍ରଙ୍କୁ ମାଡ ମାରି ଜଣେ ଗିରଫ

ଭୁବନେଶ୍ବର: ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କୁ ମାଡ ମାରିବା ଅଭିଯୋଗରେ ଜଣଙ୍କୁ ଗିରଫ । ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଧୀନ ଡିଏନ ରେଗାଲିଆ ମଲ୍ ନିକଟରେ । ଗିରଫ ଅଭିଯିକ୍ତ ଜଣକ ହେଲା ବିଜୟ ପାଟଶାଣୀ (୧୯)…

ବେଙ୍ଗଲ ଡିଜିପି ଓ ୬ ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ଇସିଙ୍କ ନିର୍ଦ୍ଦେଶ

ଲୋକସଭା ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ୍‌ରେ ନିର୍ବାଚନ ଆୟୋଗ। ବିଦା ହେଲେ ୬ ରାଜ୍ୟର ଗୃହ ସଚିବ। ନିର୍ବାଚନ ଆୟୋଗ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପଶ୍ଚିମବଙ୍ଗ…

ଭାଉଜକୁ ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟାକାଣ୍ଡ; ପିଟି ପିଟି ଭାଇର ଜୀବନ ନେଲା ଭାଇ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ମଝିହରା ମହଲା ସାହିରେ ପ୍ରେମକୁ ନେଇ ହତ୍ୟାକାଣ୍ଡ। ଭାଉଜଙ୍କୁ ଏକ ତରଫା ପ୍ରେମ କରିବା ପଡିଲା ମହଙ୍ଗା। ନିଜ ସ୍ତ୍ରୀ ନିକଟକୁ ଆସୁଥିବା ଅଶ୍ଳୀଳ ମେସେଜକୁ ବିରୋଧ କରିବା ନେଇ ହେଲା…

ଓକିଲ ସଂଘର ସଭାପତିଙ୍କୁ ରୋକଠୋକ ଶୁଣାଇଲେ ସିଜେଆଇ

ସୁପ୍ରିମକୋର୍ଟ ବାର୍‌ ଆସୋସିଏସନର ସଭାପତିଙ୍କୁ ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ରୋକଠୋକ ଶୁଣାଇଛନ୍ତି। ନିର୍ବାଚନୀ ବଣ୍ଡ ସମ୍ପର୍କିତ ଆବେଦନର ଶୁଣାଣି ବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ କଡ଼ା ଭାଷାରେ ଓକିଲ ସଂଘର ସଭାପତିଙ୍କୁ ତାଗିଦ କରିଛନ୍ତି। ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ…

ଉଲିବୁରୁ ଖଣି ଦୁର୍ନୀତି ମାମଲା, ଗୁପ୍ତା ବ୍ରଦର୍ସଙ୍କୁ ଇଡି ଟିମ ର ଜେରା

ଭୁବନେଶ୍ବର: ଉଲିବୁରୁ ଖଣି ଦୁର୍ନୀତି ମାମଲା ଘାଣ୍ଟୁଛି ଇଡି। ଦୁଇ ଭାଇ ଦୀପକ ଗୁପ୍ତା ଓ ଚାମ୍ପକ ଗୁପ୍ତାଙ୍କୁ ମାରାଥନ ଜେରା କରୁଛି ଇଡି ଟିମ। ୧୮ ଶହ କୋଟି ଦୁର୍ନୀତି ମାମଲାର ଖୋଳତାଡ଼ କରୁଛି ଇଡିର ଏକ ସ୍ବତନ୍ତ୍ର ଟିମ୍।…

କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ: କଂଗ୍ରେସ ନେତା ମହମ୍ମଦ ମୋକିମ୍‌ ଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ଦୁଇ ସପ୍ତାହ ତଳେ…

‘ଦେଶର ପ୍ରତ୍ୟେକ ମା’-ଝିଅ ଶକ୍ତି ସ୍ୱରୂପା, ମୁଁ ତାଙ୍କ ପୂଜାରୀ’

'ଦେଶର ପ୍ରତ୍ୟେକ ମା' ଓ ଝିଅ ଶକ୍ତି ସ୍ୱରୂପା। ମୁଁ ତାଙ୍କ ଶକ୍ତି ରୂପର ପୂଜା କରେ। ମୁଁ ତାଙ୍କ ପୂଜାରୀ। ସେମାନଙ୍କ ରକ୍ଷା ପାଇଁ ମୁଁ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛି।' ଏଭଳି କିଛି କହି ତେଲଙ୍ଗାନାରେ ବିରୋଧୀଙ୍କ…