୫ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ବର: ଆାସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ କାର୍ଯ୍ୟକ୍ରମରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନିକ ପ୍ରସ୍ତୁତି ପାଇଁ ସମ୍ପର୍କରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ବସିଥିଲା…

ବିଜେପିକୁ AIADMKର ଖୋଲା ଚ୍ୟାଲେଞ୍ଜ

କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛି ଦଳର ପୁରୁଣା ସହଯୋଗୀ AIADMK। ବିରୋଧୀ ମେଣ୍ଟ ଇଣ୍ଡିଆରେ AIADMK ନଥିଲେ ମଧ୍ୟ ତାମିଲନାଡୁରେ ବିଜେପିକୁ ଦଳ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି। ବିଜେପିର ଯଦି ଦମ ଅଛି, ତା’ହେଲେ ଦଳ ଦୁଇ କେନ୍ଦ୍ରମନ୍ତ୍ରୀ…

ସ୍କୁଲରେ ମାତାଲ ଶିକ୍ଷକ: କହିଲେ ମୁଁ ପ୍ରତିଦିନ ପିଏ, ଫଟୋ ଉଠାଇଲେ ଉଠାଅ

ସ୍କୁଲ ଭିତରେ ମାତାଲ ଶିକ୍ଷକ। ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ବସି ପିଉଛନ୍ତି ମଦ। ହାତରେ ମଦ ବୋତଲ ଓ ଗ୍ଲାସ୍‌ ଧରି ତିଆରି କରୁଛନ୍ତ ପେଗ୍‌। ବାରଣ କରିବା ପରେ ବେଧଡକ ଅନ୍ଦାଜରେ କହିଲେ ମୋ ଇଚ୍ଛା ଯାହା କରିବାର ଅଛି…

୯୭୭ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ୯୭୭ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର। ୮୭ ଜଣ ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ , ୫୭ ସମବାୟ ସମିତି ନିରୀକ୍ଷକ ଏବଂ ସୂଚନା ଓ ଲୋକସଂପର୍କ ବିଭାଗରେ ଗ୍ରୁପ ସି ସ୍ତରରେ ୩୧ ଜଣଙ୍କୁ ନିଯୁକ୍ତି…

ଖରାଦିନ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି । ଖରାଦିନ ପାଇଁ ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ବ୍ୟବସ୍ଥା କରାଇବାକୁ ଚିଠି ଲେଖିଛି ବିଭାଗ । ଏହା ସହ ସମସ୍ତ ସମସ୍ତ…

ଛୁରୀ ଭୁଷି ମାରିଦେଲେ ଲିଭଇନ ପାର୍ଟନର

ପୁଣିଥରେ ଲିଭଇନ ସମ୍ପର୍କର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ନିଜ ଲିଭଇନ ପାର୍ଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ମହିଳା। ଉଭୟ ଏକାଠି କୋଲକାତାରେ ରହୁଥିଲେ। କିନ୍ତୁ ଘର ଭିତରେ ହିଁ ମହିଳା ଜଣଙ୍କ ତାଙ୍କ ପାର୍ଟନରଙ୍କୁ ଛୁରୀ…

ଆତ୍ମଘୋଷିତ ବାବା ଆଶାରାମକୁ ସୁପ୍ରିମକୋର୍ଟ ଝଟକା

ଆତ୍ମଘୋଷିତ ବାବା ଆଶାରାମକୁ ଆଜି ସୁପ୍ରିମକୋର୍ଟ ଝଟକା ଲାଗିଛି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଆଶାରାମ ସ୍ୱାସ୍ଥ୍ୟଗତ ଆଳ ଦେଖାଇ ଦଣ୍ଡାଦେଶକୁ କୋହଳ ପାଇଁ ଆବେଦନ କରିଥିଲା। କିନ୍ତୁ ସୁପ୍ରିମକୋର୍ଟ ଏପରି ଆବେଦନକୁ ଶୁଣାଣି ପାଇଁ…

ରାଜଧାନୀରେ ଯୁବ କଂଗ୍ରେସ ବିକ୍ଷୋଭ: ପୋଲିସ ଉପରକୁ ଅଣ୍ଡାମାଡ଼

ଭୁବନେଶ୍ବର: ସରକାରଙ୍କ ବିରୋଧରେ ତାତିଲା ଯୁବ କଂଗ୍ରେସ । ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଯୁବ କଂଗ୍ରେସର ପ୍ରତିବାଦ । ରଣହୁଙ୍କାର ଦେଇ ନବୀନ ନିବାସ ଅଭିମୁଖେ ମାଷ୍ଟରକ୍ୟାଣ୍ଟିନରୁ ବାହାରିଥିଲା ଯୁବ କଂଗ୍ରେସ ରାଲି । ରାଲିରେ ସାମିଲ ହୋଇଥିଲେ ଶତାଧିକ…

ବିଚ୍‌ ରାସ୍ତାରେ ଆପ୍‌ ନେତାଙ୍କୁ ଗୁଳି କରି ହତ୍ୟା

ଆମ ଆଦମୀ ପାର୍ଟି ନେତାଙ୍କ ଉପରେ ବିଚ୍‌ ରାସ୍ତା ଉପରେ ଆଖିବୁଜା ଗୁଳିମାଡ଼। ଚାରିପଟୁ ଘେରି ଯାଇ ଗୁଳିମାଡ଼ କରି ଆପ୍‌ ନେତାଙ୍କୁ ହତ୍ୟା କଲେ ଆକ୍ରମଣ କାରୀ। ପଞ୍ଜାବର ତରନତାରନରେ ଘଟିଛି ଏଭଳି କିଛି ଘଟଣା। ନିକଟରେ ଆଇଏନଏଲଡି ନେତା…

ମୋଦୀଙ୍କ ବୈଠକରେ ୧୦୦ ଲୋକସଭା ପ୍ରାର୍ଥୀ ଚୂଡାନ୍ତ କଲା ବିଜେପି

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାଙ୍କ ବାସଭବନରେ ବିଳମ୍ବିତ ରାତିରେ ବୈଠକ ଡାକିବା ପରେ ବିଜେପି ୧୦୦ ଲୋକସଭା ପ୍ରାର୍ଥୀ ଚୂଡାନ୍ତ କରିଛି। ନୂତନ ତାଲିକା ଆଗାମୀ ଦିନରେ ଘୋଷଣା କରାଯିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ଏହି ତାଲିକାରେ…