April 2024

ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ପୁଣି ରାଜଧାନୀ ଭୁବନେଶ୍ୱରରେ ୪୩ଡିଗ୍ରୀ ଟପିଲା ତାତି । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୩.୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦିନ ୨ଟା ୩୦ ସୁଦ୍ଧା ୪୩.୨ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠାରୁ…

ସିସୋଦିଆଙ୍କୁ ଝଟ୍‌କା, ପୁଣି ବଢ଼ିଲା ହେପାଜତ ଅବଧି

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟରୁ ଲାଗିଛି ଝଟ୍‌କା। ପୁଣି ଥରେ ତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ବଢ଼ାଇ ଦିଆଯାଇଛି। ଆସନ୍ତା ମେ’ ୭ ତାରିଖ…

ମାଲକାନଗିରିରେ ବିଜେଡିର ୨, କଂଗ୍ରେସର ୨ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ମାଲକାନଗିରି: ଆଜି ମାଲକାନଗିରି ବିଧାନସଭା ଆସନ ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନରୁ କଂଗ୍ରେସ ଏବଂ ବିଜେଡିର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଗରମକୁ ଖାତିରି ନକରି ବିଜେଡି ଓ କଂଗ୍ରେସ ନିଜ ନିଜର ପରାକ୍ରମ ଆଜି ମାଲକାନଗିରିରେ ଦେଖାଇଛନ୍ତି। ବିଜେଡିର ମାଲକାନଗିରି…

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ କୋର୍ଟ ଯାଇଥିଲେ, ଏବେ ଗଣିବେ ୫ ଲକ୍ଷ

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଦାଏର କରିଥିବା ବ୍ୟକ୍ତିଙ୍କୁ ହାଇକୋର୍ଟ ଝଟକା। ସେ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ଓଡ଼ିଶା ହାଇକୋର୍ଟ ଯାଇଥିଲେ। କିନ୍ତୁ କୋର୍ଟ ଏବେ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଫାଇନ ଲାଗୁ କରିଛନ୍ତି। ରାଜନୀତିକ ଉଦ୍ଦେଶ୍ୟ…

କଟକ ବାରବାଟୀ ରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ମୋକିମଙ୍କ ଝିଅ

କଟକ: ଚଳିତ ନିର୍ବାଚନ ଲଢ଼ିବେ କି ମୋକିମଙ୍କ ଝିଅ ! କଟକ ବାରବାଟୀ ରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ମୋକିମଙ୍କ ଝିଅ । ବର୍ତମାନ କଟକ ବାରବାଟୀରୁ କଂଗ୍ରେସ ବିଧାୟକ ଅଛନ୍ତି ମହମ୍ମଦ ମୋକିମ । କିନ୍ତୁ ଏବେ ମହମ୍ମଦ ମୋକିମଙ୍କ…

ଉତ୍ତରାଧିକାର ଟ୍ୟାକ୍ସ: ମୋଦି କହିଲେ, କଂଗ୍ରେସର ଲୁଟ୍‌ ଜୀନ୍ଦଗି କେ ସାଥ୍‌ ଭି, ଜୀନ୍ଦଗି କେ ବାଦ୍‌ ଭି

ମଙ୍ଗଳସୂତ୍ର ପରେ ଏବେ ଉତ୍ତରାଧିକାର ଟ୍ୟାକ୍ସ ନେଇ ଆରମ୍ଭ ହୋଇଛି ରାଜନୈତିକ ଲଢ଼େଇ। ନିକଟରେ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା ଆମେରିକାରେ ଉତ୍ତରାଧିକାରୀ ଟ୍ୟାକ୍ସକୁ ନେଇ ଏକ ବୟାନ ଦେଇଥିଲେ। ତାଙ୍କର ସେହି ବୟାନକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି…

କାର୍ ଭିତରୁ ୩୦ ଲକ୍ଷ ଜବତ

ମାଲକାନଗିରି : କାର୍ ଭିତରୁ ୩୦ ଲକ୍ଷ ଟଙ୍କା ଜବତ । ମାଲକାନଗିରି ଛତିଶଗଡ଼ ସୀମାରୁ ୩୦ ଲକ୍ଷ ଟଙ୍କା ଜବତ ହୋଇଛି । ଛତିଶଗଡ଼ରୁ ଆସୁଥିବାବେଳେ ଚାଲାଣଗୁଡ଼ାରୁ କାର୍ ସହ ଟଙ୍କା ଜବତ କରାଯାଇଛି । ଛତିଶଗଡ଼ରୁ ମାଲକାନଗିରି ଆସୁଥିଲା…

ରାଜ୍ୟ ସରକାରଙ୍କ ବିରୋଧରେ ଲୋକାର୍ପିତ ହେଲା ବିଜେପିର ଚାର୍ଜସିଟ୍

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍ ଲୋକାର୍ପିତ । ଚାର୍ଜସିଟ୍‌ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । କେତେଦିନ ସହିବା, ପରିବର୍ତ୍ତନ ଆଣିବା’ ନାଁରେ ତିଆରି ହୋଇଛି ଚାର୍ଜସିଟ୍ । ଓଡିଶା ଅସ୍ମିତା ପାଇଁ ଲଢେଇ ଡାକରା ଦେଇଥିବା…

ମଞ୍ଚ ଉପରେ ଚେତାଶୂନ୍ୟ ହେଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକାରୀ

ନିର୍ବାଚନ ପାଇଁ ଚାଲିଥିଲା ରାଲି। ମଞ୍ଚ ଉପରେ ଠିଆ ହୋଇ ମନ୍ତ୍ରୀ ଲୋକଙ୍କୁ ଦେଉଥିଲେ ଭାଷଣ। ଏତିକି ବେଳେ ହଠାତ୍‌ ଚେତାଶୂନ୍ୟ ହୋଇପଡିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ। ମହାରାଷ୍ଟ୍ରର ୟବତମାଲରେ ନିର୍ବାଚନ ରାଲିରେ ଘଟିଛି ଏଭଳି କିଛି ଘଟଣା। ଆଜି କେନ୍ଦ୍ର…

୩୬ଟି ସ୍ଥାନରେ ନିର୍ବାଚନୀ ପ୍ରଚାର କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତ ସାଧାରଣ ନିର୍ବାଚନ ପାଇଁ ଆଜି ପ୍ରଚାର ଆରମ୍ଭ କରିଦେଇଛନ୍ତି।‌ ସେ ଆସନ୍ତା ମେ’ ମାସ ୨୯ ତାରିଖ ଭିତରେ ମୋଟ୍‌ ୩୬ଟି ସ୍ଥାନରେ ନିର୍ବାଚନ ପ୍ରଚାର…