April 2024

ଭାଇସ୍ ଆଡମିରାଲ ଦୀନେଶ କେ ତ୍ରିପାଠୀ ନୌସେନାର ପରବର୍ତ୍ତୀ ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ : ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ଦୀନେଶ କେ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ମାସ ୩୦ ତାରିଖରେ ଅବସର ନେଉଥିବା ଆଡମିରାଲ ଆର ହରି କୁମାରଙ୍କ ସ୍ଥାନରେ ସେ ଦାୟିତ୍ୱ ତୁଲାଇବେ।…

ଅନନ୍ୟ ପରମ୍ପରା ଠାକୁରାଣୀ ଘଣ୍ଟଯାତ୍ରା ଉଦଯାପିତ, ଭକ୍ତଙ୍କ ପିଠିରେ ଚଢି ଆସ୍ଥାନକୁ ଗଲେ ମା’

ଲାଞ୍ଜିଗଡ: ଲାଞ୍ଜିଗଡର ଇଷ୍ଟଦେବୀ ମା’ ଠାକୁରାଣୀ ଗତ ୯ ଦିନ ଧରି ଦ୍ବାର ଦ୍ବାର ବୁଲି ଭକ୍ତଙ୍କୁ ଦର୍ଶନ ଦେବାପରେ ଶୁକ୍ରବାର ନିଜ ଆସ୍ଥାନରେ ବିରାଜମାନ କରିଛନ୍ତି । ପୂଜକ ଭକ୍ତଙ୍କ ପିଠିରେ ଚଢି ମା’ଙ୍କୁ ଆସ୍ଥାନକୁ ନେଇଥିଲେ। ଦ୍ୱିତୀୟ ତିଥିରୁ…

ପଳାଶପଙ୍ଗା ଅଞ୍ଚଳରେ ପାନୀୟଜଳର ଅଭାବ

କେନ୍ଦୁଝରଗଡ଼ ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ଓ ଏହାର ଆଖପାଖ ପଞ୍ଚାୟତ ଅଞ୍ଚଳରେ ଗତ କିଛିବର୍ଷ ଧରି ପାନୀୟଜଳର ଘୋର ଅଭାବ ପରିଲକ୍ଷିତ ହେଉଛି। ପଳାଶପଙ୍ଗା ଅଞ୍ଚଳରେ ୩ଟି ସ୍ପଞ୍ଜ ଲୁହାକାରଖାନା ଓ ୪ଟି କ୍ରସର କାର୍ଯ୍ୟକ୍ଷମ ଥିବାବେଳେ ଏମାନେ ସମସ୍ତେ…

ଫ।ର୍ମାସିଷ୍ଟ ଓ ଲାବୋରଟୋରି ଟେକନିସିଆନମାନଙ୍କ ତାଲିମ କର୍ମଶାଳା

ଭୁବନେଶ୍ଵର: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ରାଜ୍ୟରେ ଅବସ୍ଥାପିତ କର୍ମଚାରୀ ରାଜ୍ୟ ବୀମା ଯୋଜନା ଡାକ୍ତରଖାନାମାନଙ୍କରେ କାର୍ଯ୍ୟ କରୁଥିବା ଫ।ର୍ମାସିଷ୍ଟ ଓ ଲାବୋରଟୋରି ଟେକନିସିଆନମାନଙ୍କ ନିମନ୍ତେ ଏକ ଦ୍ଵିଦିବସୀୟ ତାଲିମ କର୍ମଶାଳା ରାଜ୍ୟ ଶ୍ରମ ସଂସ୍ଥାନରେ ଉଦଘାଟିତ…

ଭାଜପାରେ ମିଶିବେ ସୌମ୍ୟରଞ୍ଜନ ଓ ପାଟ୍ଟଶାଣୀ !

ଭୁବନେଶ୍ବର : ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା ହେଉଛି କି ବିଜେଡିର ବଡ଼ ନେତା ତଥା ଏମପି ପ୍ରସନ୍ନ ପାଟ୍ଟଶାଣୀ ଓ…

ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଓ ହିଟ ରିଲେଟେଡ ଇଲନେସ…

ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର : ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଟ୍ରେନ୍‌ ନମ୍ବର ୦୮୨୬୩ ଓ ୦୮୨୬୪…

ପାଣି ମିଳୁନି : ଜଙ୍ଗଲ ଛାଡ଼ୁଛନ୍ତି ବନ୍ୟଜନ୍ତୁ

ବାରିପଦା : ଶିମିଳିପାଳରେ ଜଳଉତ୍ସଗୁଡ଼ିକ ଶୁଷ୍କ ଅବସ୍ଥାକୁ ଆସିଯାଇଥିବାରୁ ଶୋଷ ମେଣ୍ଟାଇବା ପାଇଁ ବନ୍ୟଜନ୍ତୁଙ୍କ ପାଇଁ ପର୍ଯ୍ୟାପ୍ତ ପାଣି ମିଳୁନି। ତା’ ସାଙ୍ଗକୁ ଜଙ୍ଗଲ ନିଆଁ ମଧ୍ୟ ସେମାନଙ୍କ ପାଇଁ କାଳ ସାଜିଛି। ଖାଦ୍ୟ ଓ ପାଣି ଅନ୍ବେଷଣରେ ବନ୍ୟଜନ୍ତୁମାନେ ଏବେ…

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ଜାରି: ଆରମ୍ଭ ହେଲା ନାମାଙ୍କନପତ୍ର ଦାଖଲ

ଭୁବନେଶ୍ବର: ମେ’ ୧୩ ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏନେଇ ଆଜି ବିଜ୍ଞପ୍ତି ଜାରି ହେବା ସହ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା‌ ଆରମ୍ଭ ହୋଇଛି। ଓଡ଼ିଶାରେ ୪ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର,…

ପାଣିବୋତଲ ପାଣି ଟେଷ୍ଟିଂ ହେଲାପରେ ବାହାରିଲା ‘କୋଲିଫର୍ମ’

ଭୁବନେଶ୍ବର : ନିର୍ମଳ ଦେଖାଯାଉଥିବା ସବୁ ବୋତଲ ପ୍ୟାକ୍‌ ପାଣି ବିଶୁଦ୍ଧ ନୁହେଁ। ବାହାରୁ ବୋତଲ ଚିକ୍କଣ ଦିଶୁଥିଲେ ବି ଭିତରେ ଲୋକଙ୍କୁ ବିକ୍ରି ଚାଲିଛି ବ୍ୟାକ୍ଟେରିଆଯୁକ୍ତ ପାଣି। କିଛି ଦିନ ତଳେ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଖୋର୍ଦ୍ଧା ଜିଲ୍ଲାର…