April 2024

ବନ୍ଦ ଘରୁ ୧୩ ଯୁବତୀ ଉଦ୍ଧାର, ଚାକିରି କରାଇବା ନାରେ ରଖାଯାଇଥିଲା ବନ୍ଦୀ

ବାରିପଦା : ବନ୍ଦ ଘରୁ ୧୩ ଯୁବତୀ ଉଦ୍ଧାର । ବାରିପଦା ଭଞ୍ଜପୁର ଥାନା ଅଞ୍ଚଳରେ ଏକ ଭଡ଼ାଘରୁ ଯୁବତୀ ମାନଙ୍କୁ ଉଦ୍ଧାର କରାଯାଇଛି । ମୋଟା ଅଙ୍କର ଚାକିରି ଦେବା ଆଳରେ ଯୁବତୀଙ୍କୁ ଆଣି ଏହି ଘରେ ଅଟକ ରଖା…

ବିଧାନସଭା ନିର୍ବାଚନ ପାଇଁ ବିଜେପି ର ଆଉ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା

ଭୁବନେଶ୍ଵର: ବିଜେପି ଘୋଷଣା କଲା ବିଧାନସଭା ପ୍ରାର୍ଥୀ ତାଲିକା । ପୂର୍ବରୁ ୧୧୨ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ଆଜି ଆଉ ୨୧ଟି ବିଧାନସଭା ପାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ବର୍ତ୍ତମାନ ସୁଦ୍ଧା ୧୩୩ ବିଧାନସଭା…

ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍, ୩ ମୃତ, ୪୦ ଆହତ

ଯାଜପୁର: ଯାଜପୁର କୁଆଖିଆର ଓଲଟିଲା ଯାତ୍ରୀବାହୀ ବସ୍। କାଳିଆନନା ନାମକ ଏକ ବସ୍ କୋଲକାତା ଅଭିମୁଖେ ଯାଉଥିବା ବେଳେ କୁଆକିଆ ବାରବାଟୀ ନିକଟରେ ଭାରସାମ୍ୟ ହରାଇ ଓଭରବ୍ରିଜ୍‌ରୁ ଓଲଟି ପଡ଼ିଥିବା ସୂଚନା ମିଳିଛି। ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା…

ରାଜ୍ୟର ୧୮ ସହରରେ ଦିନର ତାପମାତ୍ରା ୪୦ ଡ଼ିଗ୍ରୀ ଅବା ଅଧିକ ରେକର୍ଡ

ଭୁବନେଶ୍ବର: ସୋମବାର ରାଜ୍ୟର ୧୮ ସହରରେ ଦିନର ତାପମାତ୍ରା ୪୦ ଡ଼ିଗ୍ରୀ ଅବା ଅଧିକ ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ସର୍ବାଧିକ ୪୧.୪ ଡ଼ିଗ୍ରୀ ଥିବାବେଳେ ଭୁବନେଶ୍ୱର, ଚାନ୍ଦବାଲି, ଏବଂ ନୂଆପଡାରେ ୪୧.୨ ଡ଼ିଗ୍ରୀ ରହିଛି। ଏହା ସହିତ ତାଲିକାରେ ଏସବୁ…

ନିର୍ବାଚନ ସମୀକ୍ଷା, ମାଲକାନଗିରିରେ ମାଓ ସମସ୍ୟା ନାହିଁ : ପୁଲିସ ଡିଜି

ମାଲକାନଗିରି: ପୁଲିସ୍ ଡିଜି ଅରୁଣ କୁମାର ଷଡଙ୍ଗୀ ମାଲକାନଗିରିର ସ୍ବାଭିମାନ ଅଂଚଳରେ ସ୍ଥିତି ଉଚ୍ଚସ୍ତରୀୟ ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ସ୍ବାଭିମାନ ଅଂଚଳ ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସେ ସ୍ଥିତି ସମୀକ୍ଷା କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର…

ଦିନ ୧୧ ରୁ ୩ଟା ମଧ୍ୟରେ ବାହାରେ କାମ କରିବେନି ଶ୍ରମିକ, ଚିଠି ଲେଖି ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର: ପ୍ରଚଣ୍ଡ ଖରା ତାତିରେ ସିଜୁଛନ୍ତି ରାଜ୍ୟବାସୀ । ସକାଳ ୮ଟାରୁ ଖରାର ପ୍ରକୋପ ଏତେ ଅଧିକ ରହୁଛି ଯେ, ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଏହାକୁ ନଜରରେ ରଖି ଶ୍ରମିକଙ୍କୁ ଖରାରେ କାମ କରାଇବାକୁ କଡାକଡି ଭାବେ ବାରଣ…

ଘେରିଲେ ଜମାକାରୀ, ମଞ୍ଚ ଛାଡି ଦୌଡ଼ିଲେ ବିଜେପି ସାଂସଦ

ବିଜେପି ନେତାଙ୍କୁ ଘେରିଲେ ଜମାକାରୀ। ନିଜ ପ୍ରଶ୍ନ ବାଣରେ କଲେ ଘାଇଲା। ଓଗାଳିଲେ ବାଟ। ଜମାକାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରି ମଞ୍ଚ ଛାଡି ଦୌଡିଲେ ବିଜେପି ସାଂସଦ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ବେଙ୍ଗାଲୁରୁ। ବେଙ୍ଗାଲୁରୁରେ ଏକ…

ମୋଦିଙ୍କ ଗ୍ୟାରେଂଟି” ପ୍ରସଙ୍ଗରେ ସର୍ବାଧିକ ଲାଭାନ୍ୱିତ ହେବ ଓଡିଶା: ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର: ୨୦୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶୃତି ପୂରଣ କରାଯାଇଛି । ଏହା ପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ…

ନିର୍ବାଚନ ଅଧିକାରୀଙ୍କ ଛାଟ; ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି

ରାଜନୀତିକ କାର୍ଯ୍ୟରେ ସମ୍ପୃକ୍ତିକୁ ନେଇ ବୌଦ୍ଧ ଜିଲ୍ଲାରେ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଛି। ଶିକ୍ଷକ ଜଣଙ୍କ ହେଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ। ତାଙ୍କ ବଦଳି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ…

ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ

ଭୁବନେଶ୍ୱର: ଯେତିକି ଯେତିକି ନିର୍ବାଚନ ପାଖେଇ ଆସୁଛି ସେତିକି ସେତିକି ରାଜ୍ୟରାଜନୀତି ସରଗରମ ହେବାରେ ଲାଗିଛି । ଆଉ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି । ସେହିପରି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ…