କଂଗ୍ରେସ ଦଳରୁ ଜଟଣୀ ବିଧାୟକ ସୁରେଶ ରାଉତରାୟ ବହିଷ୍କୃତ
ଭୁବନେଶ୍ୱର: କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟ ବହିଷ୍କୃତ । ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି ।…
ଭୁବନେଶ୍ୱର: କଂଗ୍ରେସ ଦଳରୁ ବରିଷ୍ଠ ନେତା ସୁରେଶ ରାଉତରାୟ ବହିଷ୍କୃତ । ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି ।…
କେରଳରେ ଆଜି ନିଜ ଦଳ ପାଇଁ ଜୋରଦାର ପ୍ରଚାର କରିଛନ୍ତି ନରେନ୍ଦ୍ର ମୋଦି। ସେ କେରଳର କ୍ଷମତାସୀନ ଏଲଡିଏଫ ଓ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ଉପରେ ବର୍ଷିଛନ୍ତି। ଏଲଡିଏଫ ଓ ୟୁଡିଏଫ ରାଜ୍ୟର ସ୍ଥିତିକୁ ଆହୁରି ଖରାପ କରି ଦେଇଛନ୍ତି।…
ନୂଆଦିଲ୍ଲୀ: ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂ ପଦ୍ମ ଧରିଛନ୍ତି। ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ପ୍ରଭାସ କିଛି ଦିନ ତଳେ ବିଜେଡି ଛାଡିଥିଲେ। ବିଜେପିରେ ଯୋଗଦେବା ପରେ ସେ…
ପାରାଦୀପ: ମତ୍ସ୍ୟ ସଂରକ୍ଷଣକୁ ଆଖି ଆଗରେ ରଖି ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ସମୁଦ୍ରରେ ମାଛ ଧରା ବନ୍ଦ ରହିବ। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଛି। ଓଡ଼ିଶା…
କୋଟିପତିରୁ ହେଲେ ସନ୍ନ୍ୟାସୀ। ସାଂସାରିକ ମୋହ ଛାଡିବାକୁ କଲେ ନିଷ୍ପତ୍ତି। ଦାନ କରିଦେଲେ ନିଜ ଜୀବନ ଯାକାର ଅର୍ଜିତ ପୁଞ୍ଜି। ବୌଦ୍ଧ ଭିକ୍ଷୁ ପାଲଟିବା ପାଇଁ ତ୍ୟାଗ କରିଦେଲେ ନିଜର ସମସ୍ତ ସୁଖ ସୁବିଧା। ଗୁଜରାଟର କନଷ୍ଟ୍ରକସନ ବ୍ୟବସାୟର ଭାବେଶ ଭାଇ…
ଭୁବନେଶ୍ୱର: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକା । ଆଜି ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କ ସହ ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ।…
ଅବାକରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଭେଟିଛନ୍ତି ତାଙ୍କ ପଞ୍ଜାବ ପ୍ରତିପକ୍ଷ ଭଗୱନ୍ତ ସିଂହ ମାନ୍। ଉଭୟ ବେଶ କିଛି ସମୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କେଜ୍ରିୱାଲଙ୍କୁ…
ଭୁବନେଶ୍ୱର : କ୍ରିପ୍ଟୋ କରେନ୍ସିରେ ବିନିଯୋଗ ନାଁରେ ୧୪ କୋଟି ଟଙ୍କା ଠକେଇ । ଅଭିଯୋଗ ପରେ ୨ କାର୍ପଟଦାରଙ୍କୁ ଗିରଫ କଲା ଭୁବନେଶ୍ବର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ୨ ଅଭିଯୁକ୍ତ ହେଲେ ରାଜସ୍ଥାନ ଅନୁପଗଡ଼ର ବେଦ ପ୍ରକାଶ…
ନୂଆପଡା: ବାଇକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ । ନୂଆପଡା ଜିଲ୍ଲା ସିନାପାଲି ଥାନା ସାଲେବିହିଡି ହନୁମାନ ଛକ ବିଜୁ ଏକ୍ସପ୍ରେସ ୱେ ରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।…
ଡାହାଣୀ ସନ୍ଦେହରେ ହତ୍ୟା କରିବା ପଡ଼ିଲା ମହଙ୍ଗା। ରାଜୁ ପାନ୍ନା ନାମକ ବ୍ୟକ୍ତିକୁ ରାଉରକେଲା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଆଜି କେସର ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି। ୧୦ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ପାରିପାଶ୍ୱିକ…