April 2024

ପୁରୀରେ ଝାଡ଼ାବାନ୍ତି ଆତଙ୍କ: ୩ ମୃତ, ଶତାଧିକ ଆକ୍ରାନ୍ତ

ପୁରୀ: ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ଆଉ କିଛି ମାସ ପରେ ପୁରୀ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କାଲି…

ଅଶ୍ଳୀଳ ଭିଡିଓ ମାମଲା: ଦେଶ ଛାଡ଼ି ପଳାଇଲେ ଦେବଗୌଡାଙ୍କ ନାତି!

ଦେଶ ଛାଡ଼ି ପଳାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡାଙ୍କ ନାତି ତଥା ଜନତା ଦଳ (ସେକ୍ୟୁଲାର) ସାଂସଦ ପ୍ରଜ୍ୱଳ ରେଭାନ୍ନା। ତାଙ୍କ ଅଶ୍ଳୀଳ ଭିଡିଓ କ୍ଲିପ୍ ମାମଲାର ତଦନ୍ତ ପାଇଁ କର୍ଣ୍ଣାଟକ ସରକାର ଏସଆଇଟି ଗଠନ କରିବାକୁ ନିଷ୍ପତ୍ତି ନିର୍ଦ୍ଦେଶ…

ଟ୍ରକକୁ ଧକ୍କା ଦେଲା ବସ୍ : ଡ୍ରାଇଭର ଓ ହେଲପର ମୃତ

ସୁବର୍ଣ୍ଣପୁର: ଟ୍ରକକୁ ଧକ୍କାଦେଲା ବସ୍, ଡ୍ରାଇଭର ଓ ହେଲ୍ପର ମୃତ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ମୃତକ ଦ୍ୱୟ ହେଲେ ଡ୍ରାଇଭର ଡମ୍ବରୁଧର ସ୍ୱାଇଁ (୫୩)ଏବଂ ହେଲପର ଶିବ୍ରମ ଗୌଡ଼ (୩୨) । ବଲାଙ୍ଗୀର- ସୋନପୁର…

ମେ ୬ରୁ ଓଜେଇଇ, ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ୍ କାର୍ଡ

ଭୁବନେଶ୍ଵର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୪ ଆସନ୍ତା ମେ’୬ ତାରିଖରୁ ଆରମ୍ଭ ହେବ । ଏହି ପରୀକ୍ଷା ସମ୍ପୂର୍ଣ୍ଣ ସିବିଟି (କମ୍ପ୍ୟୁଟର ବେସ ଟେଷ୍ଟ) ମୋଡରେ କରାଯିବ । ଏଥିପାଇଁ ଆରମ୍ଭ ହୋଇଛି ଆଡମିଟ୍ କାର୍ଡ ଡାଉନଲୋଡ ପ୍ରକ୍ରିୟା ।…

ଆପର ନିର୍ବାଚନୀ ପ୍ରଚାର ଗୀତ ଉପରେ ରୋକ୍ ଲଗାଇଲେ ECI

ନିର୍ବାଚନ ଆୟୋଗ (ECI) ଆମ୍ ଆଦମୀ ପାର୍ଟିର ପ୍ରଚାର ସଂଗୀତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦଳ ପକ୍ଷରୁ ରିଲିଜ୍ ହୋଇଥିବା ‘ଜେଲ୍ କେ ଜୱାବ ମେଁ ହମ୍ ଭୋଟ୍ ଦେଙ୍ଗେ’ ଗୀତ ଉପରେ କଟକଣା ଲଗାଯାଇଥିବା ଆପ୍ ନେତ୍ରୀ ଆତିଶୀ ମାର୍ଲେନା…

ଭୁବନେଶ୍ୱରରେ ବ୍ଲକିଂ ଚେକିଂ ବେଳେ ଜବତ ହେଲା ୩ ଲକ୍ଷ ୬୦ ହଜାର ଟଙ୍କା

ଭୁବନେଶ୍ୱର : ଭୁବନେଶ୍ୱରରେ ବ୍ଲକିଂ ଚେକିଂ ବେଳେ ୩ ଲକ୍ଷ ୬୦ ହଜାର ଟଙ୍କା ଜବତ । ଗତକାଲି ଚନ୍ଦ୍ରଶେଖରପୁର ଅଞ୍ଚଳରୁ ରାତି ପ୍ରାୟ ୨ଟା ବେଳେ କାରର ଡିକିରୁ ଟଙ୍କା ମିଳିଛି । ଏହାର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ…

ଭୁଶୁଡ଼ିଲା ପୁରୀ ରେଳଷ୍ଟେସନରେ ନିର୍ମାଣାଧୀନ ଛାତ, ୪ ଶ୍ରମିକ ଆହାତ

ପୁରୀ: ପୁରୀରେ ନିର୍ମାଣଧୀନ ଛାତ ଭୁଶୁଡିପଡିଲା ।ପୁରୀ ରେଲଓ୍ବେ ଷ୍ଟେସନରେ ନିର୍ମାଣଧୀନ କୋଠା ଛାତ ଭୁଶୁଡିପଡିଲା । ଘଟଣାସ୍ଥଳରୁ ୪ ଶ୍ରମିକଙ୍କୁ ଆହାତ ଅମସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ୪ ଶ୍ରମିକଙ୍କୁ ପୁରୀ ବଡ ମଡେକାଲରେ ଭର୍ତ୍ତି କରାଯାଇଛି।…

ହାତରେ ଠେଙ୍ଗାଧରି ଚେତାବନୀ ଦେଲେ ଲୋକେ

କଟକ : ‘ଗାଁ ରାସ୍ତା ଅବସ୍ଥା ଶୋଚନୀୟ। ପାଣି ଓ ଆଲୋକ ସମସ୍ୟାର ବି’ ସମାଧାନ କରାଯାଉ ନାହିଁ। ବର୍ଷବର୍ଷ ଧରି ପ୍ରଶାସନକୁ ଗୁହାରି କରି ନୟାନ୍ତ ହେଲୁଣି। ଆଉ ନିର୍ବାଚନରେ ଭୋଟ ଦେବୁନି।’ ହାତରେ ଠେଙ୍ଗାଧରି ଏହିଭଳି ଚେତାବନୀ ଦେଇଛନ୍ତି…

ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ପୁରୀ : ପୁରୀ ସହରରେ ବ୍ୟାପିଛି ଝାଡ଼ାବାନ୍ତି। ଶ୍ରୀକ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ଅଣାୟତ୍ତ ହେଲାଣି ଝାଡ଼ାବାନ୍ତି । ଏଯାବତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁରୀରେ ୨ ଜଣ ଆଖି ବୁଜି ସାରିଥିବା ବେଳେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ…

କାଲି ହାଇଭୋଲଟେଜ ପ୍ରଚାର; ମଇଦାନକୁ ଓହ୍ଲାଇବେ ନଡ୍ଡା ଓ ରାହୁଲ

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବେଳେ କ୍ୟାମ୍ପେନ୍‌ରେ କମ୍ପୁଛି ମଇଦାନ। ପ୍ରଚାର ପାଇଁ ମଇଦାନକୁ ଓହ୍ଲାଉଛନ୍ତି କଂଗ୍ରେସ, ବିଜେପି ଓ ବିଜେଡି ଦଳର ଷ୍ଟାର ପ୍ରଚାରକ। ହେଲେ କାଲି ହେବ ହାଇଭୋଲଟେଜ ପ୍ରଚାର। କାଲି…