April 2024

୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ନବରଙ୍ଗପୁର ସାଂସଦ ପାର୍ଥୀ ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝି ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ବିରୁଦ୍ଧରେ ଗର୍ଜିଛନ୍ତି। ଶାସକ ଦଳ ପାଇଁ ପ୍ରଚାରରେ ଆସି ଭି…

ଭିଭିପିଏଟି ଆବେଦନ ଖାରଜ ନେଇ ମୋଦୀଙ୍କ ବିରୋଧୀଙ୍କୁ ଶକ୍ତ ଚାପୁଡ଼ା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲା କଂଗ୍ରେସ

ନୂଆଦିଲ୍ଳୀ: ଗତକାଲି ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)କୁ ନେଇ ହୋଇଥିବା ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହ ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି…

ବିହାରରୁ ଉତ୍ତରପ୍ରଦେଶକୁ ଶିଶୁ ଚାଲାଣ, ୯୫ ଜଣଙ୍କୁ ଉଦ୍ଧାର କଲା ଶିଶୁ ଆୟୋଗ

ଲକ୍ଷ୍ନୌ : ବେଆଇନ ଭାବେ ଚାଲାଣ ହେଉଥିବା ୯୫ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଉତ୍ତରପ୍ରଦେଶ ଶିଶୁ ଆୟୋଗ। ବିହାରରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ବେଳେ ଚଢାଉ କରି ଆୟୋଗ ୯୫ ଜଣଙ୍କୁ ଉଦ୍ଧାର କରିଛି। ଅଯୋଧ୍ୟା ଶିଶୁ କଲ୍ୟାଣ ସମିତି…

ହେଲିକପ୍ଟରକୁ ଚଢ଼ିବା ବେଳେ ପଡ଼ିଗଲେ ଦିଦି

କୋଲକାତା: ନିର୍ବାଚନ ପ୍ରଚାର ବେଳେ ଆହତ ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ମମତା ପଶ୍ଚିମବଙ୍ଗର ଦୁର୍ଗାପୁରରେ ପହଞ୍ଚିଥିଲେ। ପ୍ରଚାର ଶେଷ ‌କରି ଫେରିବା ସମୟରେ ହେଲିକପ୍ଟରରେ ଚଢ଼ିବା ବେଳେ ଏହି ଦୁର୍ଘଟଣା…

ପୂରା ଦେଶ ଚାହୁଁଛି ‌ମୁଁ ରାଜନୀତିରେ ଯୋଗ ଦିଏ: ରୋବର୍ଟ ଭଦ୍ରା

ଋଷିକେଶ: ଆମେଥୀ ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରୋବର୍ଟ ଭଦ୍ରା ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପୂରା ଦେଶ ସେ ରାଜନୀତିରେ ପ୍ରବେଶ କରନ୍ତୁ…

ଜଳିଗଲା ୩୬ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌, ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ

ମୁମ୍ବାଇ : ଚାହୁଁ ଚାହୁଁ ଜଳି ଗଲା ଯାତ୍ରୀବାହୀ ବସ୍‌। ବସ୍‌ରେ ଥିଲେ ୩୬ ଯାତ୍ରୀ। ଏହି ପୂରା ଘଟଣା ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ଜାତୀୟ ରଜପଥରେ…

ଆପ୍‌ର ନିର୍ବାଚନୀ ପ୍ରଚାର ମଙ୍ଗ ଧରିବେ ସୁନୀତା

ନୂଆଦିଲ୍ଲୀ : ପ୍ରଚାର ମୈଦାନକୁ ଓହ୍ଲାଇବେ ସୁନୀତା କେଜ୍ରିଓ୍ୱାଲ। ଆମ୍‌ ଆଦମୀ ପାର୍ଟିର ନିର୍ବାଚନୀ ପ୍ରଚାରର ମଙ୍ଗ ଧରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ। ଏଥିପାଇଁ ଆପ୍‌ ପକ୍ଷରୁ ତାଙ୍କୁ ମିଳିଛି ବଡ଼ ଦାୟିତ୍ୱ। ଗତ ମାସରେ ଇଣ୍ଡିଆ ବ୍ଲକ୍…

୪୦ ଡିଗ୍ରି ଉପରେ ରାଜ୍ୟର ୩୨ ସହର; ୪୪.୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆହୁରି ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ନାହିଁ। ପାଣିପାଗ ବିଭାଗ ପକ୍ଷରୁ ଏଭଳି ସତର୍କ ସୂଚନା ଜାରି ହୋଇଛି। ଏହାରି ମଧ୍ୟରେ ରାଜ୍ୟର ୩୨ଟି ସହରର ତାପମାତ୍ରା ଆଜି…

ଶେଷ ହେଲା ୨ୟ ପର୍ଯ୍ୟାୟ ଭୋଟଗ୍ରହଣ, ଅପରାହ୍ଣ ୫ଟା ସୁଦ୍ଧା ୬୧% ମତଦାନ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ୨ୟ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇଛି । ଅପରାହ୍ଣ ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି । ତେବେ କେତେକ ବୁଥରେ ଲୋକେ ଏବେ ବି ଧାଡ଼ିରେ ଛିଡ଼ା ହୋଇଥିବାରୁ ସେଠାରେ ଭୋଟଗ୍ରହଣ ଜାରି…

ସନ୍ଦେଶଖାଲିରେ କମାଣ୍ଡୋ, ସିବିଆଇ ତଦନ୍ତ ବିରୋଧରେ ସୁପ୍ରିମକୋର୍ଟରେ ବେଙ୍ଗଲ ସରକାର

ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଆଜି ସିବିଆଇ ଟିମ ଏନଏସଜି କମାଣ୍ଡୋମାନଙ୍କୁ ନେଇ ସର୍ଚ୍ଚ ଅପରେସନ କରିଛି। ଏହି ସମୟରେ ସନ୍ଦେଶଖାଲିରୁ ବିଦେଶୀ ବନ୍ଧୁକ ଓ ଗୁଳିଗୋଳା ମିଳିଛି। ଏହାକୁ ନେଇ ବିବାଦ ମଧ୍ୟ ବଢ଼ିବାରେ ଲାଗିଛି। ଜାନୁଆରୀ ୫ ତାରିଖ ଇଡି ଅଧିକାରୀଙ୍କ…