April 2024

ବିଜେଡି ଯୁବ ଉପସଭାପତି ରାକେଶ ନାୟକଙ୍କ ସହ ପଦ୍ମ ଧରିଲେ ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି “ଡବଲ ଇଞ୍ଜିନ ସରକାର ଗଠନ” କରିବା ପାଇଁ ପ୍ରତ୍ୟେକ ଦିନ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି । ନୂତନ କାର୍ଯ୍ୟକର୍ତ୍ତାମାନେ ଦଳର ଶକ୍ତିକୁ ମଜଭୁତ କରିବା ସହ ସୁଦୃଢ଼ କରୁଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲା…

ଦିଲ୍ଲୀ ଏୟାରପୋର୍ଟରୁ ଧରା ପଡ଼ିଲେ ନକଲି ପାଇଲଟ

ନିଜକୁ ପାଇଲଟ୍‌ର ପରିଚୟ ଦେଇ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ବୁଲୁଥିବା ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ କରି ଅର୍ଦ୍ଧସମାରିକ ବାହିନୀ। ନକଲି ପାଇଲଟ ଜଣଙ୍କ ହେଉଛନ୍ତି ସଙ୍ଗୀତ ସିଂହ। ତାଙ୍କ ଘର ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ…

ବିଜେପିରେ ମିଶିଲେ ବିଧାୟକ ପର୍ଶୁରାମ ଧଡା

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ଛାଡିଥିବା ସୋର ବିଧାୟକ ପର୍ଶୁରାମ ଧଡା ବିଜିପିରେ ଯୋଗଦେଇଛନ୍ତି । ସେ ନିଜର ବହୁ ନେତା ଓ କର୍ମୀଙ୍କ ସହ ଆନୁଷ୍ଠାନିକଭାବେ ଦଳରେ ସାମିଲ…

‘ମୁଁ ପୂର୍ବ ଜନ୍ମରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲି’

‘ପଶ୍ଚିମବଙ୍ଗବାସୀଙ୍କ ଏତେ ଭଲ ପାଇବା ଦେଖି ମୋ’ ହୃଦୟ ତରଳି ଯାଉଛି। କାରଣ ଏତେ ଭଲ ପାଇବା ମୁଁ କେବେ ମୋ’ ଜୀବନରେ ପାଇନି। ଏପରି ଲାଗୁଛି ଯେପରି ପୂର୍ବ ଜନ୍ମରେ ମୁଁ ପଶ୍ଚିମ ବଙ୍ଗରେ ଜନ୍ମ ହୋଇଥିଲି, ନଚେତ ଆସନ୍ତା…

ଉମରକୋଟ ଗସ୍ତବେଳେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ

ନବରଙ୍ଗପୁର: ନିର୍ବାଚନ ପ୍ରଚାର ପାଇଁ ଉମରକୋଟ ଯାଇଥିବା ବେଳେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ନିବାର୍ଚନ ଅଧିକାରୀ । ହେଲେ ଯାଞ୍ଚ ସମୟରେ କିଛି ମିଳିନଥିବା ସୂଚନା ରହିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଏପ୍ରିଲ ୨୮ରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଉଭୟ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଛନ୍ତି। କଂଗ୍ରେସ ମଧ୍ୟ ଖୁବ ଶୀଘ୍ର ରାଜ୍ୟରେ ନିର୍ବାଚନୀ ପ୍ରଚାର ଆରମ୍ଭ କରବାକୁ ଯାଉଛି। ଓଡ଼ିଶାରେ ନିର୍ବାଚନ…

ସାଧାରଣ ନିର୍ବାଚନ ୨୦୨୪: ବରଗଡରେ ନାମାଙ୍କନ ଭରିଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ

ବରଗଡ଼: ସାଧାରଣ ନିର୍ବାଚନ ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ବରଗଡ଼ ଲୋକସଭା ଏବଂ ପଦ୍ମପୁର, ବିଜେପୁର, ବରଗଡ଼ ଅତାବିରା ଏବଂ ଭଟଲି ବିଧାନସଭା ଆସନ ପାଇଁ ଆଜି ଅର୍ଥାତ୍ ୨୬ ଏପ୍ରିଲ ରୁ ନାମାଙ୍କନ ପତ୍ର ଦାଖଲ…

ହଠାତ୍ ହୁତୁ ହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍, ଅଳ୍ପକେ ବଞ୍ଚିଲେ ୪୦ ଯାତ୍ରୀ

ଢେଙ୍କାନାଳ: ବସ୍‌ରେ ହଠାତ୍‌ ଲାଗିଲା ନିଆଁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥରେ । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ଖବର ମୁତାବକ, ଅନୁଗୁଳ…

ପୁଲିସ ଅଧିକାରୀଙ୍କ ନାମରେ ସିଇଓଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଏସ୍‌ଡିପିଓଙ୍କ ନାମରେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ଫେରାଦ ହେଲେ ରାମଚନ୍ଦ୍ରପୁର ସାଳଦେଇ ଗ୍ରାମର ବାସିନ୍ଦା। ଗ୍ରାମବାସୀ ଏସ୍‌ଡିପିଓ ପ୍ରଶାନ୍ତ ବେହେରାଙ୍କନାମରେ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ ମଲ୍ଲି ଜେନା ନାମକ ଜଣେ ମହିଳା…

ଉମରକୋଟ ଓ ଝରିଗାଁରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ନବରଙ୍ଗପୁର: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ଓ…