May 2024

ଜେଲ୍‌ ଗଲେ ପ୍ରଜ୍ଜ୍ୱଳଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବିଜେପି ନେତା

ବେଙ୍ଗାଲୁରୁ : ଜେଲ୍‌ ଗଲେ ଜେଡିଏସ୍ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡାଙ୍କ ନାତି ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନା ଆଣିଥିବା ବିଜେପି ନେତା। ଶୁକ୍ରବାର ବିଳମ୍ବିତ ରାତିରେ ଜି ଦେବରାଜେ ଗୌଡାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ…

ଜେଲ୍‌ରୁ ବାହାରିବା ପରେ ହନୁମାନଙ୍କ ଶରଣରେ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ : ଜେଲ୍‌ରୁ ବାହାରିବା ପରେ ହନୁମାନଙ୍କ ଶରଣରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜୁନ୍‌ ୨ ତାରିଖ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଗତକାଲି ସେ ଜେଲ୍‌ରୁ ମୁକୁଳିଛନ୍ତି। ତେବେ…

ଅମିତ ଶାହା ପ୍ରଧାନମନ୍ତ୍ରୀ ହେବେ, ଯୋଗୀ ପୋଛି ହୋଇଯିବେ : କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଜନସାଧାରଣଙ୍କୁ ସମ୍ବୋଧିତ କରୁଛନ୍ତି। ତିହାର ଜେଲରେ ୫୦ ଦିନରୁ ଅଧିକ ସମୟ ବିତାଇବା ପରେ ଅରବିନ୍ଦ କେଜ୍ରିୱାଲ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ଭେଟିଛନ୍ତି। ସେ ଭାରତୀୟ ଜନତା ପାର୍ଟି (ବିଜେପି) କୁ…

ୟୁରିଆ ଅଖାରେ ଯାଉଥିଲା ୭ କୋଟି ଟଙ୍କା, ଦୁର୍ଘଟଣା ଯୋଗୁ ରାସ୍ତାରେ ବିଛାଡି ହୋଇ ପଡ଼ିଲା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ପୋଲିସ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି। ପୂର୍ବ ଗୋଦାବରୀ ଜିଲ୍ଲାରେ ଏକ ଦୁର୍ଘଟଣା ସମୟରେ ରାସ୍ତାରେ ବିଛାଡି ହୋଇ ପଡ଼ିଥିବା ବାକ୍ସଗୁଡ଼ିକରୁ କୋଟି କୋଟି ଟଙ୍କା ଜବତ ହୋଇଛି। ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ପୋଲିସକୁ…

କାଗଜ ନଦେଖି ନବୀନ ଓଡ଼ିଶାର ୩୦ଟି ଜିଲ୍ଲାର ନାଁ କହିପାରିବେ କି ?

ଫୁଲବାଣୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫୁଲବାଣୀ ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ନବୀନଙ୍କୁ ତୀବ୍ର ସମାଲୋଚନା କରିବା ସହିତ ତାଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି ମୋଦି। କାଗଜ ନଦେଖି…

ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: କନ୍ଧମାଳ ଅଭିମୁଖେ ଯାତ୍ରା କରିବା ଆଗରୁ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ଏହା ସ୍ପଷ୍ଟ ଯେ ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ଗତକାଲି ରୋଡ ସୋ’ର…

ଓଡ଼ିଶାରେ ସିଏମ୍‌ଙ୍କ ଉପରେ ଜଣେ ସୁପର ସିଏମ୍ ଅଛନ୍ତି : ମୋଦୀ

ବରଗଡ଼: ୨୫ ବର୍ଷରେ ଏକ ପୀଢ଼ି ଯୌବନପ୍ରାପ୍ତ ହୋଇଥାଏ। କିନ୍ତୁ ୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି। ସାରା ଓଡ଼ିଶାରେ ବିଜେଡି ବିରୋଧରେ ଲୋକଙ୍କ ମନରେ କ୍ରୋଧ ଅଛି। କେତେ ଦିନ ଆଉ ସହିବା? ବୋଲି ଲୋକେ କହୁଛନ୍ତି।…

ରତ୍ନଭଣ୍ଡାର କଥା ଉଠାଇ ନବୀନ ପଟ୍ଟନାୟକଙ୍କ ସରକାରକୁ ସମାଲୋଚନା କଲେ ମୋଦି

ଫୁଲବାଣୀ : ଶୁକ୍ରବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଫୁଲବାଣୀରେ ଅନୁଷ୍ଠିତ ସଂକଳ୍ପ ସମାବେଶରେ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାର କଥା ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ନବୀନ ସରକାରଙ୍କୁ ତୀବ୍ର…

ଏବେ ନବୀନଙ୍କୁ ବିଦାୟ ଦେବାର ବେଳ ଆସିଯାଇଛି : ମୋଦି

ବଲାଙ୍ଗୀର : ‘ବିଜେଡି ସରକାର ବିଦାୟ ନେବ। କାଉଣ୍ଟ ଡାଉନ୍ ଆରମ୍ଭ ହୋଇସାରିଛି। ପୂରା ଓଡ଼ିଶା ଗୋଟିଏ ସ୍ୱରରେ କହୁଛି ଯେ ରାଜ୍ୟରେ ପ୍ରଥମ ଥର ପାଇଁ ହେବ ଡବଲ ଇଞ୍ଜିନ ସରକାର।’ ଶନିବାର ବଲାଙ୍ଗିରରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ…

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍‌ ଶୋ’

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା’ପରେ କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ବାହାରିଲେ…