May 2024

ଦାରିଦ୍ର୍ୟ ଓ ମାନବ ବିକାଶ ନିରୀକ୍ଷଣ ସଂସ୍ଥାର କାହାଣୀ ଭିତ୍ତିକ ମୂଲ୍ୟାଙ୍କନ ନୀତି ଆୟୋଗ ସମ୍ମିଳନୀରେ ପ୍ରସଂଶିତ

ଭୁବନେଶ୍ବର:ଓଡ଼ିଶା ସରକାରଙ୍କ ଦାରିଦ୍ର୍ୟ ଓ ମାନବ ବିକାଶ ନିରୀକ୍ଷଣ ସଂସ୍ଥା (PHDMA) ର ସଦସ୍ୟ ସଚିବ ରୂପା ରୋଶନ ସାହୁ PHDMAର ଗୁଣାତ୍ମକ ନିରୀକ୍ଷଣ ଆଭିମୁଖ୍ୟ କିପରି ନୀତି ନିର୍ଧାରଣରେ ସହାୟକ ହୁଏ, ସେହି ବିଷୟରେ ଭାରତ ସରକାରଙ୍କ ନୀତି ଆୟୋଗର…

କଂଗ୍ରେସକୁ ୮୫ ପଇସାର ହିସାବ ମାଗିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଆଜି ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଂଗ୍ରେସକୁ ୪୦ ବର୍ଷ ପୁରୁଣା ହିସାବ ମାଗି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ୪୦ ବର୍ଷ ପୁରୁଣା ରାଜନୈତିକ ବିବୃତ୍ତି ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଂଗ୍ରେସକୁ…

ବିଜେଡିର ଇସ୍ତାହାରକୁ ଧମେନ୍ଦ୍ରଙ୍କ କଟାକ୍ଷ: ଫମ୍ପା ପ୍ରତିଶ୍ରୁତି

ସମ୍ବଲପୁର: ବିଜେଡିର ନିର୍ବାଚନୀ ଇସ୍ତାହାରକୁ କଟାକ୍ଷ କରି କହିଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଘୋଷଣାପତ୍ରରେ କିଛି ନୂଆ ନାହିଁ, ଲୋକଙ୍କୁ ଦେଇଛନ୍ତି ଫମ୍ପା ପ୍ରତିଶ୍ରୁତି, ୨୪ ବର୍ଷ ପରେ ମୌଳିକ ସମସ୍ୟାର କିଛି ବି ସମାଧାନ ହୋଇନାହିଁ । ଗତକାଲି…

ବ୍ରିଜଭୂଷଣଙ୍କ ବିରୋଧରେ ମିଳିଲା ଯୌନ ନିର୍ଯାତନାର ତଥ୍ୟ, ଚାର୍ଜଫ୍ରେମ କଲେ କୋର୍ଟ

ବଢ଼ିଲା ବିଜେପି ସାଂସଦ ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡ଼ୁଆ। ଆଜି ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି। ତାଙ୍କ ବିରୋଧରେ ୬ ଜଣ ମହିଳା ରେସଲର…

କୋର୍ଟରେ ହାଜର ହେଲେନି ଅନୁଭବ, ବ୍ୟକ୍ତିଗତ କାରଣ ଦର୍ଶାଇ ମାଗିଲେ ସମୟ

କଟକ: ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣିରେ ଆଜି କୋର୍ଟରେ ହାଜର ହୋଇଥାନ୍ତେ ଅନୁଭବ । ହେଲେ ଆଜି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ହାଜର ହେଲେନି ସାଂସଦ ଅନୁଭବ ମହାନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ…

NEETରେ କପି ଦେବାକୁ ମୁଣ୍ଡ ପିଛା ଡିଲ୍‌ ହୋଇଥିଲା ୧୦ ଲକ୍ଷ, ୩ ଜଣ ବନ୍ଧା ହେଲେ

ସର୍ବଭାରତୀୟ ସ୍ତରରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ନିଟ୍‍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି । ତେବେ ଏହି ପରୀକ୍ଷାରେ କପି ଯୋଗାଇ ପାସ୍‌ କରାଇ ଦେବାକୁ ୧୬ ଛାତ୍ରଙ୍କ ସହ ହୋଇଥିଲା ଡିଲ୍‌ । ମୁଣ୍ଡ ପିଛା…

୨୦୩୪ ସୁଦ୍ଧା ଓଡ଼ିଶା ହେବ ଶ୍ରେଷ୍ଠ ରାଜ୍ୟ: ବିଜେଡି

ଭୁବନେଶ୍ବର: ନିର୍ବାଚନୀ ଇସ୍ତାହାରକୁ ନେଇ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ବିଜେଡି କହିଛି ଯେ ଘୋଷଣାପତ୍ରରେ ସବୁ ବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯାଇଛି। ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ବ୍ୟବସ୍ଥା ରହିଛି। ୨୦୩୪ ସୁଦ୍ଧା…

‘ପାକିସ୍ତାନ ରଖିଛି ପରମାଣୁ ବୋମା, ତେଣୁ ତା’ର ସମ୍ମାନ କର’

ବିବାଦ କଂଗ୍ରେସର ପିଛା ଛାଡ଼ୁନି। ନିର୍ବାଚନ ବେଳେ ବର୍ଣ୍ଣ ବୈଷମ୍ୟ ଉପରେ ବିବାଦୀୟ ବୟାନ ଦେଇ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା ଇସ୍ତଫା ଦେବା ପରେ ଏବେ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ଏକ ବୟାନକୁ ନେଇ ବିବାଦ…

କଲରା ପତରିଆ ବାଘ ଆକ୍ରମଣରେ ଜଣେ ମୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଅଞ୍ଚଳ ମାନକୁଣ୍ଡା ଜଙ୍ଗଲରେ କଲରା ପତରିଆ ବାଘ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି। ସୂତ୍ରରୁ ପ୍ରକାଶ ଯେ ନାକାଟିଦେଉଳ ରେଞ୍ଜ…

ଅକ୍ଷିମୁଠି ଅନୁକୂଳ କଲେ ଧର୍ମେନ୍ଦ୍ର ଓ ପ୍ରଣବ

ସମ୍ବଲପୁର : ଅକ୍ଷୟ ତୃତୀୟାରେ ନେତାଙ୍କ ଅକ୍ଷିମୁଠି ଅନୁକୂଳ । ଜମିରେ ହଳ ଧରିଲେ ନେତା । ସମ୍ବଲପୁର ରେଙ୍ଗାଳୀ ବ୍ଲରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଶତାଧିକ ଲୋକଙ୍କ ଗହଣରେ ପବିତ୍ର ଅକ୍ଷିମୁଠି…