ବୋତ୍ସ୍ବାନାରୁ ଭାରତକୁ ଆସିବେ ଆଉ ୮ ଚିତା
ନୂଆଦିଲ୍ଲୀ: ଆଫ୍ରିକୀୟ ରାଷ୍ଟ୍ର ବୋତ୍ସ୍ବାନାରୁ ଖୁବ୍ଶୀଘ୍ର ଆଉ ୮ଟି ଚିତା ଭାରତ ଅଣାଯିବ ବୋଲି ଜଣାପଡିଛି। ଇତିମଧ୍ୟରେ ଭାରତ ଆସିବାକୁ ଥିବା ଦୁଇଟି ଅଣ୍ଡିରା ଚିତାଙ୍କୁ ଧରାଯାଇ ଗୋଟିଏ ମାସ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି। ଡାକ୍ତରୀ ପରୀକ୍ଷା ପରେ ଛଅ ମାଈ…
