2025

୨୧ ବର୍ଷ ହୋଇଥିଲେ ଆସନ୍ତାକାଲି ଠାରୁ କରିପାରିବେ ସୁଭଦ୍ରା ଆବେଦନ

ଭୁବନେଶ୍ୱର : ଆସନ୍ତାକାଲି ଠାରୁ କରିପାରିବେ ସୁଭଦ୍ରା ଆବେଦନ । ସୁଭଦ୍ରା ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ । ୨୧ ବର୍ଷ ହୋଇଥିଲେ କରିପାରିବେ ସୁଭଦ୍ରା ଆବେଦନ । ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯେଉଁମାନେ…

ପ୍ରୀତିରଞ୍ଜନଙ୍କ ଭଡ଼ା ଘରେ ଚଢ଼ାଉ

ନୂଆପଡା: ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ ହୋଇଛି । ନୂଆପଡା ଖରିଆର୍‌ ରୋଡରେ ଥିବା ତାଙ୍କ ବାସଭବନରେ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି ପ୍ରୀତିରଞ୍ଜନ । ଏହି…

କଟକ ମହାନଗର ନିଗମ କାଉନସିଲ ବୈଠକରେ କର୍ପୋରେଟରଙ୍କ ତୁମୁଳକାଣ୍ଡ

କଟକ : ଗ୍ଲାସ୍ ଭାଙ୍ଗିଲେ, ମାଇକ ଉପାଡ଼ିଲେ ଓ ଚେୟାର ଫିଙ୍ଗଲେ । କଟକ ମହାନଗର ନିଗମ-ସିଏମସି କାଉନସିଲ୍ ବୈଠକରେ କର୍ପୋରେଟରଙ୍କ ତୁମୁଳକାଣ୍ଡ। ଅନ୍ୟ ଜଣେ କର୍ପୋରେଟର ଏହାକୁ ବିରୋଧ କରିବାରୁ ଆହୁରି ବଢିଲା ବିବାଦ।କଟକ ମହାନଗର ନିଗମ କାଉନସିଲ୍ ବୈଠକରେ…

ଆସନ୍ତା ସପ୍ତାହରେ ଆଉ ଏକ ଲଘୁଚାପ!

ଭୁବନେଶ୍ୱର : ପୁଣି ଭିଜାଇବ ବର୍ଷା । ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ସପ୍ତାହରେ ଉତ୍ତର ବଙ୍ଗୋପ ସାଗରରେ କିମ୍ବା ଆଣ୍ଡାମାନ ସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ଆକଳନ କରିଛନ୍ତି ଅର୍ନ୍ତଜାତୀୟ ପାଣିପାଗ…

ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ

ରାୟଗଡ଼ା: ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ । ଅଧ୍ୟାପକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ । ପ୍ରତିବାଦରେ କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ରାୟଗଡ଼ା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷା ଅନୁଷ୍ଠାନରୁ ଆସିଛି…

ସରପ୍ରାଇଜ ଭିଜିଟ କରି ସରକାରୀ ଅଧିକାରୀଙ୍କ କାମ ତଦାରଖ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ । କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ । କାର୍ଯ୍ୟାଳୟକୁ ଠିକ୍ ଭାବେ ଆସୁଛନ୍ତି କି ନାହିଁ । ସଠିକ ସମୟରେ ଅଫିସ ଆସୁଛନ୍ତି କି ନାହିଁ ତାହା ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ଇ-କେୱାଇସି କରିନାହାନ୍ତି ୧୫ ଲକ୍ଷରୁ ଅଧିକ ହିତାଧିକାରୀ, ନ‌ଭେମ୍ବରରୁ ମିଳିବନି ଚାଉଳ

ଭୁବନେଶ୍ବର: ଇ-କେୱାଇସି କରି ନ ଥିଲେ ନ‌ଭେମ୍ବରରୁ ଆଉ ମିଳିବନି ଚାଉଳ । କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଏଭଳି ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ଆଜି ଅକ୍ଟୋବର ମାସ ଶେଷ ହେଉଛି । ତଥାପି ରାଜ୍ୟରେ…

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ପାଳିତ: ଗଣଦୌଡରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସାରା ଦେଶ ପାଳୁଛି ଲୌହମାନବ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଗଣଦୌଡ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକତା ଏବଂ ଆତ୍ମନିର୍ଭର ଭାରତର…

ଲୋକସଭା ନିର୍ବାଚନରେ ​​ଭୋଟ ଚୋରି କରି ଏନଡିଏ ସରକାର ଗଠନ କରିଛି: ରାହୁଲ

ନାଳନ୍ଦା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ତାଙ୍କର ସମ୍ପୂର୍ଣ୍ଣ ଶକ୍ତି ଖଟାଇ ଦେଇଛନ୍ତି ବିରୋଧୀ ଦଳ କଂଗ୍ରେସର ନେତା ରାହୁଲ ଗାନ୍ଧୀ। ରାହୁଲ ଲଗାତାର ଦ୍ୱିତୀୟ ଦିନ ପାଇଁ ବିହାର ବିଧାନସଭା ନିର୍ବାଚନ ରାଲି କରିଛନ୍ତି।…

ପଣବନ୍ଦୀ ଥିବା ୧୭ ଶିଶୁ ଉଦ୍ଧାର, ପୁଲିସ ଗୁଳିରେ ୟୁଟ୍ୟୁବର ନିହତ

ମୁମ୍ବଇର ରା’ ଷ୍ଟୁଡିଓରେ ପଣବନ୍ଦୀ ଡ୍ରାମା ଶେଷ ହୋଇଛି। ୩ ଘଣ୍ଟାର ହାଇଡ୍ରାମା ପରେ ପୁଲିସ ଗୁଳିରେ ପିଲାଙ୍କୁ ପଣବନ୍ଦୀ ରଖି ଆତଙ୍କ ସୃଷ୍ଟି କରିଥିବା ଜଣେ ୟୁଟ୍ୟୁବର ରୋହିତ ଆର୍ଯ୍ୟା ନିହତ ହୋଇଛି। ଏହା ସହିତ ସେ ପଣବନ୍ଦୀ ରଖିଥିବା…