2025

ନାବାଳିକାଙ୍କୁ ଅସଦାଚରଣ, ବାବା ଗିରଫ

ଭୁବନେଶ୍ୱର : ଆଶ୍ରମରେ ବାବାଙ୍କ ବ୍ୟାଡ଼ ଟଚ୍ ଅଭିଯୋଗ । ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ମହିମା ବାବା ଅମର ଦାସ ଗିରଫ । ନନ୍ଦନକାନନ ଥାନା କେନ୍ଦୁପାଟଣା ଦାଢ଼ରେ ଘଟଣା ଘଟିଛି । ପୂଜା ପାଇଁ ଯାଇଥିବାବେଳେ ନାବାଳିକାଙ୍କୁ ବାବା ଅସଦାଚରଣ…

ଟ୍ରାକ ଉପରେ ଧସିଲା ପଥର, କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ବାତିଲ

ଜୟପୁର: ରେଳପଥ ଉପରେ ପଡିଲା ପଥର। ରେଳ ଚଳାଚଳ ବନ୍ଦ। ଆନ୍ଧ୍ର-ଓଡିଶା ଛତିଶଗଡକୁ ସଂଯୋଗ କରୁଥିବା ବିଶାଖାପାଟଣା-କିରାଣ୍ଡୁଲ କେକେ ରେଳପଥରେ ଅଘଟଣ ଘଟିଛି। ଭୋର୍ ୪ଟା ସମୟରେ ଆନ୍ଧ୍ର ପ୍ରଦେଶର ଟ୍ୟାଡା-ଚିପୁପାଲି ରେଳପଥ ଉପରେ ବିରାଟ ପଥର ଖସିପଡିଥିଲା। ପଥର ସହ…

ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗ୍ରାମାଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର…

ଶାସନ ନୁହେଁ, ସେବା ହିଁ ରାଜ୍ୟ ସରକାରଙ୍କର ମୂଳମନ୍ତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ…

ମାଓବାଦୀଙ୍କୁ ଧରାଇଲେ ମିଳିବ ପୁରସ୍କାର

କଲ୍ୟାଣସିଂହପୁର: ମାଓବାଦୀଙ୍କୁ ଧରାଇଲେ ପୁରସ୍କାର ରାଶି ପ୍ରଦାନ କରାଯିବ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଓଡିଶା ପୁଲିସ୍‌ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। କଲ୍ୟାଣସିଂହପୁର ଜଗନ୍ନାଥ ମନ୍ଦିର ପାଚେରୀ, ସମିତି ଓ ତହସିଲଦାର କାର୍ଯ୍ୟାଳୟର ଫାଟକରେ ଏ ନେଇ ପୋଷ୍ଟର ମଧ୍ୟ…

ସାପ କାମୁଡ଼ାରେ ଭଉଣୀ ମୃତ, ଭାଇ ଗୁରୁତର

ହରଭଙ୍ଗା : ସାପ କାମୁଡ଼ାରେ ଭଉଣୀ ମୃତ, ଭାଇ ଗୁରୁତର । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଡମକୁଜ ଗାଁରେ ଦୁଃଖଦ ଘଟଣା ଘଟିଛି। ଗତକାଲି ରାତିରେ ଉଭୟ ଭାଇ-ଭଉଣୀ ଘରେ ଶୋଇଥିବାବେଳେ ଏକ ବିଷାକ୍ତ ଚିତି ସାପ ତାଙ୍କୁ କାମୁଡିଥିଲା।…

‘ନୂଆପଡ଼ା ଉପନିର୍ବାଚନ ପରେ ଘୋଷଣା ହେବ ବୋର୍ଡ-ନିଗମ ପଦବୀ’

ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନ ପରେ ଘୋଷଣା ହେବ ବୋର୍ଡ ନିଗମ ପଦପଦବୀ । ସୂଚନା ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । କହିଲେ, ନୂଆପଡ଼ା ଉପନିର୍ବାଚ ପରେ ବୋର୍ଡ ନିଗମ କମିଶନ ପଦ ପଦବୀ ହେବ ଘୋଷଣା ।…

ଝିଅକୁ ଅସଦାଚରଣ କରିବାରୁ ଯୁବକଙ୍କୁ ହତ୍ୟାକରି ଆତ୍ମସମର୍ପଣ କଲା ବାପା

କାମାକ୍ଷାନଗର : ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଞ୍ଚଳରେ ଚାଞ୍ଚଲ୍ୟ l ଝିଅକୁ ଅସଦାଚରଣ କରୁଥିବା ନେଇ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କଲା ବାପା l ହତ୍ୟା କରିବା ପରେ ନିଜକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ବାପା l…

କଟକରେ ବି ୨ ଘଣ୍ଟା ଫୁଟିବ ବାଣ

କଟକ : ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଭୁବନେଶ୍ବର ଭଳି କଟକରେ ବି ୨ ଘଣ୍ଟା ଫୁଟିବ ବାଣ । ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ସହରବାସୀକୁ ଅପିଲ କରିଛନ୍ତି କଟକ ଡିସିପି ।…

ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା ଟଙ୍କା । କେନ୍ଦ୍ର ଓ ରାଜ୍ୟ ଠାରୁ ୧୮ ହଜାରରୁ ଊର୍ଦ୍ଧ୍ବ ଆର୍ଥିକ ସହାୟତା ପାଉଥିଲେ ଅଯୋଗ୍ୟ…