ପାକିସ୍ତାନ ଉପରେ ଆଫଗାନିସ୍ତାନର ଆକ୍ରମଣ, ୫୮ ସୈନ୍ୟ ମୃତ
ନୂଆଦିଲ୍ଲୀ : ପାକିସ୍ତାନ ସୀମାରେ ଆଫଗାନିସ୍ତାନର ଭୟଙ୍କର ଆକ୍ରମଣ । ପାକିସ୍ତାନର ୫୮ ଜଣ ସୈନ୍ୟଙ୍କୁ ମାରିଥିବା ଆଫଗାନିସ୍ତାନର ଦାବି । ସେପଟେ ଆଫଗାନିସ୍ତାନର ୧୯ଟି ବର୍ଡର ପୋଷ୍ଟକୁ ପାକିସ୍ତାନ ଅକ୍ତିଆର କରିଥିବା ଦାବି କରିଛି । ଆଫଗାନିସ୍ତାନ ଏବଂ ପାକିସ୍ତାନ…
