ଆମେରିକା ନିଜର କଥା ରଖେ ନାହିଁ, ଲୋକଙ୍କ ହତ୍ୟା କରାଇଥାଏ-ଖାମ୍ନେଇ
ନୂଆଦିଲ୍ଲୀ : ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମ୍ନେଇ। ସେ କହିଛନ୍ତି, ଆମେରିକା ନିଜର କିଛି କଥା ରଖେ ନାହିଁ। ଲୋକଙ୍କ ହତ୍ୟା କରାଇଥାଏ। ଖାମ୍ନେଇ ପୁଣି ଥରେ ଦେଶର…
