2025

ଖରାଛୁଟିରେ ପିଲାଙ୍କୁ ଦିଆଯିବ ହୋମୱାର୍କ

ଭୁବନେଶ୍ୱର: ଆସନ୍ତା ମେ’ ୬ ତାରିଖରୁ ସମସ୍ତ ସ୍କୁଲ ଖରା ଛୁଟି ହେବା ନେଇ ଘୋଷଣା ହୋଇସାରିଛି। ମେ ୬ ତାରିଖରୁ ଜୁନ ୧୯ ତାରିଖ ଯାଏଁ ଖରା ଛୁଟି ପାଇଁ ବନ୍ଦ ରହିବ ସ୍କୁଲ। ଏନେଇ ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର…

୭ ଦିନିଆ ମାଲେସିଆ ଗସ୍ତରେ ଯିବେ ରାଜ୍ୟ କୃଷି ବିଭାଗର ୧୪ ଅଧିକାରୀ

ଭୁବନେଶ୍ୱର: ମାଲେସିଆ ଗସ୍ତରେ ଯିବେ ରାଜ୍ୟ କୃଷି ବିଭାଗର ୧୪ ଅଧିକାରୀ । ଏପ୍ରିଲ ୧୯ରୁ ୨୬ ତାରିଖ ଯାଏ ୭ ଦିନିଆ ବିଦେଶ ଗସ୍ତ କରିବେ । ଆଜି ଅନୁଷ୍ଠାନିକା ଭାବେ ଏହି କାର୍ଯ୍ୟକ୍ରମକୁ ଫ୍ଲାଗଅପ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ…

ଆଗ ନିଜ ଘରେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦିଅ : ବାଂଲାଦେଶକୁ କହିଲା ଭାରତ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱାକଫ ଆଇନକୁ ନେଇ ହିଂସା ଉପରେ ବାଂଲାଦେଶର ମନ୍ତବ୍ୟକୁ ଭାରତ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ ଏହି ମନ୍ତବ୍ୟ ଭୁଲ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା…

ଆସନ୍ତାକାଲି ନବମ ଥର ପାଇଁ ସଭାପତି ଭାବେ ଦାୟିତ୍ୱ ନେବେ ନବୀନ

ଭୁବନେଶ୍ୱର: ଆସନ୍ତାକାଲି ନବମ ଥର ପାଇଁ ସଭାପତି ଦାୟିତ୍ୱ ନେବେ ନବୀନ। ଏହି ଦାୟିତ୍ଵ ନେବା ପରେ ଦଳକୁ କି ଆହ୍ଵାନ ଦେବେ ତାହା ଉପରେ ସମସ୍ତଙ୍କର ନଜର। ତେବେ ଦଳକୁ କ’ଣ ଉପଦେଶ ଦେବେ ନବୀନ? ନବୀନ ପଟ୍ଟନାୟକ ବିଜେଡି…

ଖୁବ୍ ଶୀଘ୍ର ଯୋଗ୍ୟ ହତାଧିକାରୀଙ୍କୁ ନୂଆ ରାସନ କାର୍ଡ ବାଣ୍ଟିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଖୁବ ଶୀଘ୍ର ନୂଆ ରାସନ କାର୍ଡ । ଯୋଗ୍ୟ ହତାଧିକାରୀଙ୍କୁ ନୂଆ ରାସନ କାର୍ଡ ବାଣ୍ଟିବାକୁ ସରକାରଙ୍କ ନିର୍ଦ୍ଦେଶ । ଏପ୍ରିଲ ୨୨ ତାରିଖ ସୁଦ୍ଧା ରାସନ କାର୍ଡ ଛପା କାର୍ଯ୍ୟ ସାରିବାକୁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ । ଏନେଇ…

ପ୍ରବଳ ବର୍ଷା: ରାଜଧାନୀର ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଆଣ୍ଠୁଏ ଉଚ୍ଚର ପାଣି, ବୁଡିଲା ପୁରୀ ବଡଦାଣ୍ଡ

ଭୁବନେଶ୍ୱର: ଆଜି ଦିନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ୨୬.୨ ମିମି ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ନେଇ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘଣ୍ଟା…

ଓଡ଼ିଶାକୁ ୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ଗଡକରୀ

ଭୁବନେଶ୍ବର: ଚମକିବ ଓଡ଼ିଶାର ଜାତୀୟ ରାଜପଥ। ଆମେରିକା ଭଳି ଚକାଚକ ଦେଖାଯିବ ରାଜ୍ୟର ଜାତୀୟ ରାଜପଥ। ଲୋକେ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟସ୍ଥଳକୁ ପହଞ୍ଚିବେ। ଏହା ଦ୍ବାରା ଲୋକଙ୍କର ସମୟ ମଧ୍ୟ ବଞ୍ଚିଯିବ। ଓଡ଼ିଶାର ଜାତୀୟ ରାଜପଥଗୁଡ଼ିକ ଆମେରିକା ଭଳି ହେବ। କେନ୍ଦ୍ର…

ଦାୟିତ୍ବ ନେବାର କିଛିଦିନ ମଧ୍ୟରେ ଆପ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ବିଦେଶୀ ପାଣ୍ଠି ନିୟମ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ଦିନ ସିବିଆଇ ଆପ ନେତା ଦୁର୍ଗେଶ ପାଠକଙ୍କ ବାସଭବନରେ ଚଢାଉ ହୋଇଛି। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ପାଠକଙ୍କୁ ଦଳର ଗୁଜରାଟ ସହ-ପ୍ରଭାରୀ ନିଯୁକ୍ତ କରାଯିବାର କିଛି ଦିନ ପରେ କେନ୍ଦ୍ରୀୟ…

ବରପୁତ୍ର ମାନଙ୍କ ଅବଦାନକୁ ନ୍ୟୁନ କରିବାକୁ ଚେଷ୍ଟା ଚଳାଇଛନ୍ତି କିଛି ଲୋକ: ନବୀନ

ଭୁବନେଶ୍ୱର: ଶଙ୍ଖ ଭବନ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସ୍ବର୍ଗତ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ…

ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ଅମର ସହିଦଙ୍କ ସାହସିକତାର ଗାଥା – ଅମିତ ଶାହା

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରାଯିବ ଏବଂ ଏଥିରେ ସିଆରପିଏଫ ଯବାନମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ସିଆରପିଏଫର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ…