FIH ପ୍ରୋ ଲିଗ୍: ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ସ୍ପେନର ଉଭୟ ପୁରୁଷ ଓ ମହିଳା ଦଳ

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଅତିଥି ଦଳମାନେ ଭୁବନେଶ୍ବର ପହଞ୍ଚୁଛନ୍ତି । ଆଜି (ସୋମବାର)  ସ୍ପେନର ଉଭୟ ପୁରୁଷ ଏବଂ ମହିଳା ଦଳ ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏଫଆଇଏଚ୍ ପ୍ରୋ ଲିଗ୍…

ବାରବାଟୀ ବିଭ୍ରାଟ: କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡ଼ି, ପୂର୍ବ ସରକାରଙ୍କୁ ଦାୟୀ କଲା ବିଜେପି

ଭୁବନେଶ୍ବର: ବାରବାଟୀ ବିଭ୍ରାଟ ନେଇ ବିରୋଧୀ ଦଳ ବିଜେଡ଼ି ଏବଂ ଶାସକ ଦଳ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେଡ଼ି ପକ୍ଷରୁ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ବିଜେଡ଼ି କହିଛି ଯଦି ନୈତିକତା ଅଛି ତେ‌ବେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ…

ମହାକୁମ୍ଭରେ ବୁଡ ପକାଇଲେ, ବିଦେଶାଗତ ପକ୍ଷୀଙ୍କୁ ଦାନା ଦେଲେ ମହାମହିମ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ବୁଡ ପକାଇଲେ ମହାମହିମ ରାଷ୍ଟ୍ରପତି । ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବୁଡ ପକାଇବା ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି। ପ୍ରୟାଗରାଜରେ ପହଞ୍ଚିବା ପରେ ମହାମହିମ ନୌବିହାର କରିଥିଲେ।…

କାହିଁକି ଗଲା ଲାଇଟ୍?, ଓସିଏକୁ ୧୦ ଦିନ ଭିତରେ ଉତ୍ତର ମାଗିଲେ ମନ୍ତ୍ରୀ

କଟକ: ବାରବାଟୀ ଷ୍ଟାଡିୟମରେ ଲାଇଟ ବନ୍ଦ ହେବା ପ୍ରସଙ୍ଗକୁ ନେଇ ଏବେ ଓସିଏକୁ ଜାରି ହେଲା କାରଣ ଦର୍ଶାଅ ନୋଟିସ୍ । କାହିଁକି ଲାଇଟ ବନ୍ଦ ହେଲା?, ଏନେଇ ସୋ କଜ୍ ନୋଟିସ୍ ଜାରି କରିଛି କ୍ରୀଡା ବିଭାଗ । ଏଭଳି…

ଭୁବନେଶ୍ବର ଛାଡ଼ିଲେ ଭାରତ-ଇଂଲଣ୍ଡ ଟିମ୍‌; ୧୨ରେ ଅହମ୍ମଦାବାଦରେ ଖେଳିବେ ଶେଷ ମ୍ୟାଚ୍‌

ଭୁବନେଶ୍ବର ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଟିମ୍‌ । ଭୁବନେଶ୍ବର ବିମାନବନ୍ଦରରେ ଭାରତ ଓ ଇଂଲଣ୍ଡ ଟିମ୍‌ । ହୋଟେଲ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ଯାଇ ପହଞ୍ଚିଲେ । ଭୁବନେଶ୍ବରରୁ ସିଧା ଅହମ୍ମଦାବାଦ ଗଲେ ଦୁଇ ଟିମ୍‌ । ୧୨ରେ ଅହମ୍ମଦାବାଦରେ…

ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ବର: ଉତ୍ତରାଖଣ୍ଡରେ ୩୮ତମ ଜାତୀୟ କ୍ରୀଡାରେ ଗତ ରବିବାର ଦିନ ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଲାଲୁ ପ୍ରସାଦ ଭୋଇ, ଡିଏମ୍ ଜୟରାମ, ଅନିମେଶ କୁଜୁର ଓ…

ଝିଆରୀ ବାହାଘରରେ ଯୋଗଦେଲେ ଯୋଗୀ

ଲକ୍ଷ୍ନୌ : ଗୋରଖନାଥ ମଠରେ ଯୋଗଦେବା ପରଠାରୁ ପରିବାର ସହ ସମ୍ପର୍କ ତୁଟାଇଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଥରେ ଅଧେ ନିଜ ଘରକୁ ଯାଇଥିଲେ; କିନ୍ତୁ ଶୁକ୍ରବାର ସେ ଉତ୍ତରାଖଣ୍ଡର ପୌଡ଼ି ଜିଲା ଅନ୍ତର୍ଗତ ପଞ୍ଚୁର ଗ୍ରାମସ୍ଥିତ ନିଜ…

ଟ୍ୱିନ ସିଟିରେ ଗାଡି ଚେକିଂ କଡାକଡି

ଭୁବନେଶ୍ବର: ଆଜିଠୁ ଟ୍ୱିନ ସିଟିରେ ପୁଣି ଆରମ୍ଭ ହେବ ଗାଡି ଚେକିଂ। ଗାଡି ଚେକିଂ କଡାକଡି ହେବ ବୋଲି କମିଶନରେଟ୍ ପୋଲିସ ପୂର୍ବରୁ ସଚେତନ କରିଛି। ଚେକିଂ ପୂର୍ବରୁ ବିକଟାଳ ହର୍ଣ୍ଣ, କଳା କାଚ ନଲଗାଇବାକୁ ତାଗିଦ କରିଛି କମିଶନରେଟ୍ ପୋଲିସ।…

ବାରବାଟୀରେ ମ୍ୟାଚ୍‌ ସହ ସିରିଜ୍‌ ଜିତିଲା ଭାରତ

କଟକ : ଭାରତ ଇଂଲଣ୍ଡକୁ ଦ୍ବିତୀୟ ଦିନିକିଆରେ ୪ ଓ୍ବିକେଟରେ ହରାଇଛି । ଏହା ସହିତ ଟିମ୍ ୩ ମ୍ୟାଚର ସିରିଜରେ ୨-୦ରେ ଆଗୁଆ ରହିଛି ।  ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍…

ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ରବିବାର ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସିଂହଙ୍କ ସହ ବିଜେପି ଓ ଏନପିଏଫର ୧୪ ଜଣ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ଏହି ପ୍ରତିନିଧି…