ଖୁବ ଶୀଘ୍ର ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ
ନୂଆଦିଲ୍ଲୀ: ୨୭ ବର୍ଷ ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ ହେବାକୁ ଯାଉଛି। ଦିଲ୍ଲୀର ୭୦ଟି ସିଟ୍ ମଧ୍ୟରୁ ୪୮ଟିରେ ବିଜେପି ଜିତିଥିବାବେଳେ ଆପକୁ କେବଳ ୨୨ଟି ସିଟ୍ ସହ ସନ୍ତୁଷ୍ଟ ହେବାକୁ ପଡିଛି…
ନୂଆଦିଲ୍ଲୀ: ୨୭ ବର୍ଷ ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ ହେବାକୁ ଯାଉଛି। ଦିଲ୍ଲୀର ୭୦ଟି ସିଟ୍ ମଧ୍ୟରୁ ୪୮ଟିରେ ବିଜେପି ଜିତିଥିବାବେଳେ ଆପକୁ କେବଳ ୨୨ଟି ସିଟ୍ ସହ ସନ୍ତୁଷ୍ଟ ହେବାକୁ ପଡିଛି…
ମାଲକାନଗିରି ୦୯।୦୨ : ମାଓ ସଂଗଠନକୁ ଜୋରଦାର ଝଟ୍କା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩୧ ମାଓବାଦୀ । ଛତିଶଗଡ଼ ବିଜାପୁର ଜଙ୍ଗଲରେ ଘଟିଛି ଏହି ଏନ୍କାଉଣ୍ଟର । ଏବେବି ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ । ଖବର ଅନୁଯାୟୀ, ବିଜାପୁର…
ଭୁବନେଶ୍ବର: ଆସନ୍ତା ୧୬ରେ ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ । ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ । ଯାହା ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିବ ବୋଲି ଚେତାବନୀ ଦେଇଛି ସଂଘ । ଉକ୍ତ ଦାବି…
ଛେଣ୍ଡିପଦା ନିଶା ଶିଳ୍ପାଞ୍ଚଳ ଥାନା ଗୋଳାବନ୍ଧରେ ସ୍ଥାନୀୟ ତିନିଯୁବକଙ୍କ ଆକ୍ରମଣରେ ଜିନ୍ଦଲ କମ୍ପାନୀର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉଜଣେ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ରାତି ୮ ଟାରେ ଜିନ୍ଦଲ ପ୍ଲାଣ୍ଟରେ କାମ…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର (ଫେବୃଆରୀ ୧୦ ତାରିଖ) ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପରିଦର୍ଶନ କରି ସଙ୍ଗମରେ ସ୍ନାନ କରିବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପୌଷ ପୂର୍ଣ୍ଣିମା (ଜାନୁଆରୀ ୧୩)ରୁ ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ…
ଭୁବନେଶ୍ବର: ଇଂଲଣ୍ଡ ମହିଳା ହକି ଦଳ ରବିବାର ଦିନ ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ର ସମସ୍ତ ମ୍ୟାଚ୍ ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜିତ ହେବ ।…
ଦିଲ୍ଲୀରେ ଉତ୍ତମ ମହାନ୍ତି । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଗତକାଲି ଘରୋଇ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଗ୍ରୀନ କରିଡରରେ ହସ୍ପିଟାଲରୁ ଏୟାରପୋର୍ଟକୁ ନିଆଯାଇଥିଲା । ଲିଭର ସିରୋସିସରେ ପୀଡ଼ିତ ହୋଇ କିମ୍ସ ସୁପର…
ଭୁବନେଶ୍ଵର: ରାସନ କାର୍ଡ ଧାରକଙ୍କ ପାଇଁ ବଡ ଖବର । ୧୫ରେ ସରିବ ରାସନ କାର୍ଡ ଇ-କେୱାଇସି ଅବଧି । ୧୫ ପରେ ଆଉ ବଢ଼ିବନି ଇ-କେୱାଇସି ଅବଧି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର…
ନୂଆଦିଲ୍ଲୀ: ଇସ୍ତଫା ଦେଲେ ଆତିଶୀ। ଆଜି ରାଜଭବନରେ ପହଞ୍ଚି ଉପରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା। ଦିଲ୍ଲୀରେ ଆପ୍ର ପରାଜୟ ପରେ ସେ ଇସ୍ତଫା ଦେଇଛନ୍ତି। ଆତିଶୀ କାଲକାଜୀ ବିଧାନସଭା ଆସନରୁ ବିଜୟ ଲାଭ କରିଛନ୍ତି।…
କେନ୍ଦୁଝରଗଡ଼: ଭାରତୀୟ ଚିକିତ୍ସକ ସଂଘ କେନ୍ଦୁଝର ଓ ବଡବିଲ ଶାଖା ମିଳିତ ସହଯୋଗରେ ଭାରତୀୟ ଚିକିତ୍ସକ ସଂଘ ଓଡ଼ିଶା ଶାଖାର ୭୪ତମ ବାର୍ଷିକ ଅଧିବେଶନ ଧରଣୀଧର ଭେଷଜ ମହାବିଦ୍ୟାଳୟ ଅଡିଟୋରିୟମଠାରେ ରବିବାର ଉଦ୍ଯାପିତ ହୋଇଯାଇଛି। ସଂଘର ରାଜ୍ୟ ସଭାପତି ଡାକ୍ତର ଶ୍ୟାମ…