2025

୫ ଘଣ୍ଟା ବନ୍ଦ ରହିବ ଭାରତୀୟ ରେଳ ସେବା

ଭୁବନେଶ୍ୱର: ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ । ଏହି କ୍ରମରେ ଟିକେଟ ରିଜରଭେସନ ଓ ଟିକେଟ୍ କ୍ୟାନସଲ ସେବା ବନ୍ଦ ରହିବ। ରେଳ ବିଭାଗର…

ହଟିବ ପୁରୁଣା, ଚଳିତ ମାସ ଶେଷ ସୁଦ୍ଧା ଓଡ଼ିଶା ଆସିବ ଆଉ ୧୦୦ ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ବର: ସ୍ୱାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ। ରାଜ୍ୟରେ ରୋଗୀ ପରିବହନ ବ୍ୟବସ୍ଥା ସୁଧୁରିବ। ପୁରୁଣା ହୋଇଯାଇଥିବା ଆମ୍ବୁଲାନ୍‌ସକୁ ବଦଳାଇ ୪୨୮ଟି ନୂଆ ଆମ୍ବୁଲାନ୍ସ ପାଇଁ ସରକାର ଟେଣ୍ଡର କରିଥିଲେ। ଏହି କ୍ରମରେ ଚଳିତ ମାସ ଶେଷ ସୁଦ୍ଧା ଯୋଡି ହେବ ଆଉ…

କଲକାତା ଓ ଝାଡଖଣ୍ଡର ୪୦ରୁ ଅଧିକ ସ୍ଥାନରେ ଇଡି ରେଡ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୪୦ରୁ ଅଧିକ ସ୍ଥାନରେ ଏକା ସମୟରେ ଚଢାଉ କରିଛନ୍ତି । କୋଇଲା ଚୋରି ଏବଂ ଅବୈଧ ଖଣି ଖନନ ଅଭିଯୋଗରେ ଅଭିଯୁକ୍ତ ନେଟୱାର୍କ ଗୁଡ଼ିକୁ ଟାର୍ଗେଟ କରିଛି ଇଡି । ପ୍ରବର୍ତ୍ତନ…

୨୦ ବର୍ଷ ପରେ ବଦଳିଲେ ବିହାର ଗୃହବିଭାଗ ମନ୍ତ୍ରୀ, ନୀତିଶଙ୍କଠାରୁ ଦାୟିତ୍ୱ ନେଲେ ସମ୍ରାଟ

ପାଟଣା: ନୀତଶ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ କରାଯାଇଛି। ୨୦ ବର୍ଷ ପରେ ନୀତିଶ କୁମାର ଗୃହ ବିଭାଗ ଛାଡ଼ିଛନ୍ତି। ଏହି ବିଭାଗ ବିଜେପି ପାଖକୁ ଚାଲିଯାଇଛି । ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀ ଗୃହ ବିଭାଗର ଦାୟିତ୍ୱ ସମ୍ଭାଳିବେ । ଏବେ…

G20 ସମ୍ମିଳନୀରେ ଯୋଗ ଦେବା ଲାଗି ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଆଫ୍ରିକାରେ ଅନୁଷ୍ଠିତ ହେଉଥିବା ପ୍ରଥମ G20 ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସ ବର୍ଗ ଅଭିମୁଖେ ଯାତ୍ରା କରିଛନ୍ତି।…

ସାରା ଦେଶରେ ୪ ନୂଆ ଲେବର କୋଡ ଲାଗୁ କଲେ ମୋଦୀ ସରକାର

ନୂଆଦିଲ୍ଲୀ : ମୋଦୀ ସରକାର ୨୧ ନଭେମ୍ବରରୁ ସାରା ଦେଶରେ ଚାରୋଟି ନୂଆ ଲେବର୍‌ କୋଡ୍‌ ଲାଗୁ କରିଛନ୍ତି । ଏଥିରେ ସର୍ବନିମ୍ନ ଦରମା, ନିଯୁକ୍ତ ପତ୍ର, ସମାନ କାମକୁ ସମାନ ଦରମା,ସାମାଜିକ ସୁରକ୍ଷା , ଓଭର୍‌ଟାଇମ୍‌କଲେ ଦୁଇ ଗୁଣା ଦରମା,ଫିକ୍ସ…

ବାଂଲାଦେଶରେ ତୀବ୍ରତା ୫.୭ ଭୂମିକମ୍ପ, ୩ ମୃତ

ବାଂଲାଦେଶ: ଆଜି ସକାଳ ୧୦:୧୦ରେ ବାଂଲାଦେଶର ବିଭିନ୍ନ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ ଏହାର ତୀବ୍ରତା ୫.୭ ମାପିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା । ଯାହା ଫଳରେ ପ୍ରାୟ ୧୭ ସେକେଣ୍ଡ ପାଇଁ ଭୂମି ଥରି…

ଦୁବାଇ ଏୟାର ସୋରେ ଦୁର୍ଘଟଣା: ଖସିପଡିଲା ତେଜସ, ପାଇଲଟ ମୃତ

ଦୁବାଇ : ଦୁବାଇରେ ଏୟାର ସୋ’ରେ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁବାଇ ଏୟାର ସୋ’ରେ ଏକ ପ୍ରଦର୍ଶନୀ ସମୟରେ ଏକ ଭାରତୀୟ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କ ମୃତ୍ୟୁ ହୋଇଛି । ଭିଡିଓରେ ଦେଖାଯାଉଛି ଯେ, ତେଜସ୍…

ଅଟା ମେସିନରେ ବୋମା ତିଆରି କରୁଥିଲା ଆତଙ୍କୀ ମୁଜାମ୍ମିଲ

ନୂଆଦିଲ୍ଲୀ : ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ବଡ଼ ସୁରାକ ମିଳିଛି । ଗିରଫ ଅଭିଯୁକ୍ତ ମୁଜାମ୍ମିଲ ଶକିଲ ଗଣାଇ ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଏକ ଅଟା କଳ ଏବଂ ବୈଦ୍ୟୁତିକ…

ମହମ୍ମଦ ସିଦ୍ଦିକିଙ୍କ ଘର ଉପରେ ବୁଲିବ ବୁଲଡୋଜର, ୩ ଦିନରେ ଖାଲି କରିବାକୁ ନୋଟିସ

ନୂଆଦିଲ୍ଲୀ : ଅଲ୍-ଫଲାହ ୟୁନିଭର୍ସିଟି ମାଲିକଙ୍କ ଘର ଉପରେ ବୁଲିବ ବୁଲଡୋଜର । ଭାଙ୍ଗିବ ମଧ୍ୟପ୍ରଦେଶରେ ଥିବା ପୈତୃକ ଘର । ଘର ଭାଙ୍ଗିବାକୁ ଜାରି ହେଲା ନୋଟିସ । ଆତଙ୍କବାଦ ଓ ଠକେଇ ତଦନ୍ତ ମଧ୍ୟରେ ଉଚ୍ଛେଦ ନୋଟିସ୍ ଜାରି…