ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପ୍ରବେଶ କଲେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ,୨୬।୬: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସମେତ ସମସ୍ତ ଚାରିଜଣ ମହାକାଶଚାରୀ ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS)ରେ ପ୍ରବେଶ କରିଛନ୍ତି। ସେ କହିଛନ୍ତି ଯେ ମୋର ଯାତ୍ରା ଦେଶବାସୀଙ୍କ ଯାତ୍ରା। ଏହି ମିଶନକୁ ଭାରତର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ପରିଚାଳନା…

ନବୀନଙ୍କୁ ଫୋନ୍ କରି କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ସ୍ୱାସ୍ଥ୍ୟ କଥା ବୁଝି କଲେ ଆରୋଗ୍ୟ କାମନା

ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବା ପାଇଁ ଗତକାଲି ରାତିରେ ତାଙ୍କ ସହ ଫୋନରେ କଥା ହୋଇଛନ୍ତି ଏବଂ ଶୀଘ୍ର ଓ ପୂର୍ଣ୍ଣ ଆରୋଗ୍ୟ ପାଇଁ…

ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ‘ଅଦମ୍ୟ’

ନୂଆଦିଲ୍ଲୀ: ଦେଶର ପ୍ରଥମ ଦ୍ରୁତ ପାଟ୍ରୋଲ୍ ଜାହାଜ ଅଦମ୍ୟ ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି। ଆଜି ଭାରତୀୟ ତଟରକ୍ଷୀ ବାହିନୀ (ICG) ଗୋଆ ସିପୟାର୍ଡ ଲିମିଟେଡ୍ (GSL) ରେ ଅଦମ୍ୟକୁ ସାମିଲ କରିଛି। ପ୍ରଥମ ଦ୍ରୁତ ପାଟ୍ରୋଲ୍ ଜାହାଜ (FPV)…

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି କରାଇଥିବା ଦାବି କଲେ ଟ୍ରମ୍ପ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ତାଙ୍କ ମଧ୍ୟସ୍ଥତା ଯୋଗୁ ହୋଇଛି। ଭାରତ ତାଙ୍କ ଦ୍ୱାରା ବାରମ୍ବାର ସମାନ ଦାବିକୁ ଖଣ୍ଡନ କରିବା ପରେ ବି ଟ୍ରମ୍ପ୍‌…

ଯାଇପାରିଲାନି ଗାଡ଼ି, ରୋଗୀଙ୍କୁ ୧କିମି ବୋହିଲେ ପରିବାର ଲୋକେ

ନୂଆପଡ଼ା: ପୁଣି ଥରେ ଖଟିଆରେ ରୋଗୀ ବୁହାଯିବା ଘଟଣା ସାମ୍ନାକୁ ଆସିଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ ଜାମପାଣି ଗ୍ରାମ ମହୁଲପଡ଼ାରେ ଏହି ଘଟଣା ଦେଖିବାକୁ ମିଳିଛି। ଗାଁର ଗଦାଧର ନାଏକଙ୍କ ଗୋଡ଼ ଭାଙ୍ଗି ଯିବାରୁ ଚିକିତ୍ସା…

ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ

ଭୁବନେଶ୍ଵର: ଓଡ଼ିଶାରେ ନାରୀ ଅସୁରକ୍ଷିତ। ଦିନକୁ ଦିନ ମହିଳାମାନଙ୍କ ଉପରେ ଗଣଦୁର୍ଷମ ଓ ଅତ୍ୟାଚାର ବଢି ବଢି ଚାଲିଛି। ଏହା ବିରୋଧରେ ବୁଧବାର ରାଜ୍ୟର ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ବିଜେଡିର ଅଲ ଓଡ଼ିଶା ଷ୍ଟୁଡେଣ୍ଟ ଷ୍ଟ୍ରାଇକ। ରାଜ୍ୟରେ ବଢି ଚାଲିଥିବା…

ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ‘ଉଚ୍ଚସ୍ତରୀୟ କମିଟି’

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ଥିବା ସମସ୍ୟାର ସମାଧାନ ପାଇଁ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବୈଠକରେ କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ୍ ମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ…

କଟକରେ ବର୍ଷା: ଭୁଶୁଡ଼ିଲା ଶିଶୁଭବନ କାନ୍ଥ, ସିଡିଏରେ ଦବିଲା ୨୦ ଫୁଟ୍‌ ରାସ୍ତା

କଟକ/ବାରଙ୍ଗ: ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କଟକ ସହର ଏଥିରୁ ବାଦ୍‌ ପଡ଼ି ନାହିଁ। କଟକ ସହିତ ଏହାର ଆଖପାଖ ଅଞ୍ଚଳରେ…

ଘୂର୍ଣ୍ଣିବଳୟ ସକ୍ରିୟ; ୩ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା…

ବିଜେପି ନିର୍ଦ୍ଦେଶ ଦେଲା ଆଉ କଂଗ୍ରେସ ମାନିଗଲା: କେଜ୍ରିୱାଲ

ଦିଲ୍ଲୀ: ଆମ ଆଦମୀ ପାର୍ଟି (AAP) ଗୁଜରାଟର ଭିସାବାଦର ଆସନ ଏବଂ ପଞ୍ଜାବର ଲୁଧିଆନା ପଶ୍ଚିମ ଆସନରେ ବିଜୟ ହୋଇଛି । ଏହା ସହିତ, ଦଳ ମିଶନ ୨୦୨୭ ଆରମ୍ଭ କରିଛି। ୨୦୨୭ରେ ପଞ୍ଜାବ ଏବଂ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ…